ମାତ୍ର ୨୧ ବର୍ଷ ବୟସରେ ଘର ଦ୍ଵାର ଛାଡି ହେଲେ ସାଧବୀ, ଆଜି କେବଳ ଆବାଜ ଶୁଣିବା ପାଇଁ ଲାଗିଯାଏ ଲକ୍ଷ ଲକ୍ଷ ଲୋକଙ୍କ ଭିଡ

ବନ୍ଧୁଗଣ ଯେତେବେଳେ ଆପଣ ସାଧୁ ବା ସଧ୍ଵୀ ବିଷୟରେ ଶୁଣନ୍ତି ସେତେବେଳେ ଆପଣ ମାନଙ୍କ ମନରେ ଏକ ବୟସ୍କ ଲୋକ ବା ବଡ ଲୋକଙ୍କ ଛବି ଆସୁଥିବ । ସାଧାରଣତଃ ଅଧିକ ବୟସର ବ୍ୟକ୍ତି ମାନେ ପ୍ରବଚନ ଦେଉଥିବା ସମୟରେ ଆମେ ମାନେ ଶୁଣି ଥାଉ । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏକ ଏପରି ସାଧ୍ଵୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ସାଧ୍ଵୀଙ୍କର ବହୁତ କମ ବର୍ଷ ବୟସ ଅଛି ।

୨୧ ବର୍ଷ ବୟସର ଏହି ସାଧ୍ଵୀ ନିଜ ପାଠ ପଢାକୁ ପୂରଣ କରିବା ପାଇଁ କଲେଜ ମଧ୍ୟ ଯାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସାଧ୍ଵୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସାଧ୍ଵୀଙ୍କ ବିଷୟରେ ।

ବନ୍ଧୁଗଣ ଏହି ସାଧ୍ଵୀ ଜଣକ ୨୧ ବର୍ଷ ବୟସର ଅଟନ୍ତି ଓ ସେ ରାଜସ୍ଥାନରେ ରୁହନ୍ତି । ଭୋପାଳର ଇନ୍ଦୋର ଆଦି ଅନେକ ସହରରେ ସାଧ୍ଵୀ ଜୟା ଜିଶୋରୀଙ୍କ ପ୍ରବଚନ ଆଦି କରିଛନ୍ତି । ୨୧ ବର୍ଷର ଜୟା ଲୋକମାନଙ୍କ ମନରେ ଏକ ଖାସ ସ୍ଥାନ ବନେଇ ସାରିଛନ୍ତି । କମ ବର୍ଷର ଏହି ସାଧ୍ଵୀଙ୍କ ପ୍ରବଚନକୁ ଶୁଣିବା ପାଇଁ ଦୂର ଦୂରରୁ ଲୋକ ମାନେ ଆସନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ଏହା ଜଣା ପଡିଛି ଯେ ଇନ୍ଦୋରରେ ହେବାକୁ ଯାଉଥିବା ଏହି ପ୍ରବଚନରେ ଲକ୍ଷାଧିକ ଭିଡ ଜମା ହୋଇଥିଲା ଓ ଲକ୍ଷାଧିକ ଲୋକ ରହିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ତା ମଧ୍ୟ କରଯାଇଥିଲା । ବନ୍ଧୁଗଣ ୨୦୧୮ ବର୍ଷ ଫେବୃୟାରି ମାସରେ ଏକ ବଡ ସତସଙ୍ଗ ହୋଇଥିଲା । ଏହି ସତସନ୍ଦ ୯ ତାରିଖ ରୁ ୧୨ ଫେବୃୟାରି ପର୍ଯ୍ୟନ୍ତ ଚାଲିଥିଲା । ବନ୍ଧୁଗଣ କେବଳ ୧୦ ବର୍ଷ ବୟସରେ ଜୟା ନିଜର ମନ ଭଗବାନ ଶ୍ରୀ କୃଷ୍ଣଙ୍କୁ ଦେଇ ବସଥିଲେ ।

ଜୟା ନିଜର ପ୍ରଥମ ସୁନ୍ଦରକାଣ୍ଡ ପାଠ କେବଳ ୧୦ ବର୍ଷ ବୟସରେ କରିଥିଲେ । ତାଙ୍କର ମଧୁରବାଣୀକୁ ଶୁଣି ହଜାର ହଜାର ଲୋକ ପ୍ରଭାବିତ ହୁଅନ୍ତି । ତାଙ୍କର ମଧୁରବାଣୀର ମୂଲ୍ୟ ଆଜି ଏତେ ଅଛି ଯେ, ଲୋକ ମାନେ ଦୂର ଦୂରରୁ ଶୁଣିବା ପାଇଁ ଆସୁଛନ୍ତି । ବନ୍ଧୁଗଣ ଜୟା କେସର ଭକ୍ତି ସହିତ ନିଜ ପାଠ ପଢା ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି । ସେ ନିଜ ଭକ୍ତି ସହିତ ନିଜ ପାଠ ପଢାକୁ ତୁଳନା କରନ୍ତି ନାହିଁ । ସେ କଲିକତାର ମାହାଦେବ ବିରଳା ବୋର୍ଡ ଆକେଡେମିରେ ନିଜର ସ୍କୁଲିଙ୍ଗ ଜାରି ରଖିଛନ୍ତି ।

ପିଲା ଦିନରୁ ସେ କୃଷ୍ଣଙ୍କ ଭକ୍ତିରେ ଲୀନ ହୋଇଯାଇଥିଲେ ସେଥିପାଇଁ ଅନ୍ୟ ଲୋକମାନେ ତାଙ୍କୁ ରାଧା କହି ଡାକୁ ଥିଲେ । ସେ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷିତ ଅଟନ୍ତି । ସେ ସୋସିଆଲ ମିଡିଆରେ ନିଜ ଭକ୍ତି ପାଇଁ ବହୁତ ଚର୍ଚାରେ ରହୁଛନ୍ତି । ସେ ନିଜ ସତସଙ୍ଗ ପାଇଁ ଲକ୍ଷାଧିକ ମନରେ ଏକ ନିର୍ଦ୍ଧିଷ୍ଟ ସ୍ଥାନ ବନେଇ ପାରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *