ଏମାନେ ହେଲେ ତରଂଗ ର ସବୁଠୁ ଧନୀ ଓଡିଆ ସିରିଏଲ ହୀରୋ, ଦେଖନ୍ତୁ ନମ୍ବର 1 ରେ ଅଛି କିଏ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ହିରୋ ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ହିରୋ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସାଧାରଣତଃ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ ହିରୋ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ହିରୋ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଏହି ହିରୋ ମାନେ ନିଜ ଜୀବନରେ ସମସ୍ତ ପ୍ରକାର ସୁଖ ସୁବିଧା ପାଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଧନୀ ହିରୋ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଧନୀ ହିରୋ ମାନଙ୍କ ବିଷୟରେ ।

ମାନସ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମାନସ । ଆପଣ ମାନେ ସମସ୍ତେ ମାନସଙ୍କୁ ‘ମାୟା’ ଟିଭି ସିରିଏଲରେ ନିଶ୍ଚୟ ଦେଖିଥିବେ । ସେ ଏହି ସିରିଏଲରେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକ୍ର୍ପୀୟତା ହାସଲ କରିଛନ୍ତି । ବନ୍ଧୁଗଣ ମାନସଙ୍କ ସର୍ବ ମୋଟ ସମ୍ପତ୍ତି ହେଉଛି ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା । ବନ୍ଧୁଗଣ ସେ ନିଜ ଜୀବନକୁ ବହୁତ ସୁଖରେ ଅତିବାହିତ କରୁଛନ୍ତି ।

ମିଲନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ମିଲନ । ଆପଣ ମାନେ ସମସ୍ତେ ମିଲନଙ୍କୁ ‘କୁଆଁରୀ ବୋହୁ’ଧାରାବାହିକରେ ନିଶ୍ଚୟ ଦେଖିଥିବେ ଓ ତାଙ୍କ ଜବରଦସ୍ତ ଅଭିନୟକୁ ବି ଆପଣ ମାନେ ଭଲ ଭାବରେ ଦେଖିଥିବେ । ବନ୍ଧୁଗଣ ମିଲନଙ୍କର ମୋଟ ସମ୍ପତ୍ତି ହେଉଛି ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ।

ଜଗଜୀତ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ଜଗଜୀତ । ଆପଣ ମାନେ ସମସ୍ତେ ଜଗଜୀତଙ୍କୁ ‘ନୂଆ ବୋହୁ; ଧାରାବାହିକରେ ନିଶ୍ଚୟ ଦେଖିଥିବେ । ସେ ଏହି ଧାରାବାହିକରେ ବହୁତ ସୁନ୍ଦର ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଜଗଜୀତଙ୍କ ମୋଟ ସମ୍ପତ୍ତି ଅଛି ୧ କୋଟି ଟଙ୍କା ।

ଅଶ୍ଵିନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିରେ ଦିଗଜ ଅଭିନେତା ଅଶ୍ଵିନ । ଆପଣ ମାନେ ସମସ୍ତେ ଅଶ୍ଵିନଙ୍କୁ ଅନେକ ସିରିଏଲରେ ନିଶ୍ଚୟ ଦେଖିଥିବେ । ବର୍ତ୍ତମାନ ସେ ‘ତାରାତାରିଣୀ’ ଧାରାବାହିକରେ ଅଭିନୟ କରୁଥିଲେ । ଅଶ୍ଵିନଙ୍କ ମୋଟ ସମ୍ପତ୍ତି ହେଉଛି ୫ କୋଟି ଟଙ୍କା ।

ସୁବାସିସ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ସୁବାସିସ । ସୁବାସିସ କେତେକ ଟିଭି ସିରିଏଲ ସହିତ କେତେକ ଓଡିଆ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ବନ୍ଧୁଗଣ ସୁବାସିସଙ୍କ ମୋଟ ସମ୍ପତ୍ତି ହେଉଛି ୮ କୋଟି ଟଙ୍କା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *