ସ୍ଵାମୀ ସ୍ତ୍ରୀ ଶୋଇବା ସମୟରେ ନିଶ୍ଚୟ କରନ୍ତୁ ଏହି 1 କାମ, ନ ହେଲେ ଜୀବନ ସାରା କାନ୍ଦୁଥିବେ- Chanakya Niti

ବନ୍ଧୁଗଣ ଭାରତୀୟ ସଂସ୍କୃତିରେ ମହିଳା ମାନଙ୍କୁ ଲକ୍ଷ୍ମୀର ସ୍ୱରୂପ କୁହାଯାଇଛି । କାରଣ ବନ୍ଧୁଗଣ ଗୋଟେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ ଏବଂ ନର୍କରେ ପରିଣତ କରିପାରିବ । ବନ୍ଧୁଗଣ ଗରୁଡ ପୁରାଣ ଓ ସମୁଦ୍ର ଶାସ୍ତ୍ରରେ ମହିଳା ମାନଙ୍କର ଅଙ୍ଗ ବିଷୟରେ ବିସ୍ତାରରେ କୁହାଯାଇଛି । ସମୁଦ୍ର ଶାସ୍ତ୍ରରେ ମହିଳାଙ୍କ ଅଙ୍ଗକୁ ଆଧାର କରି ତାଙ୍କର ସ୍ଥିତି ବା ଫଳ ବିଷୟରେ କୁହାଯାଇଛି । ବନ୍ଧୁଗଣ ମହିଳା ମାନଙ୍କର କିଛି ଅଙ୍ଗ ବଡ ଥିଲେ ସେ ସ୍ଵାମୀ ଓ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଏ ।

ଆଜିଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ସେହି ବଡ ଅଙ୍ଗ ଗୁଡିକ ବିଷୟରେ କହିବାକୁ ଯାଉଛୁ । ଯଦି କୌଣସି ମହିଳାଙ୍କର ଏହି ସମସ୍ତ ଅଙ୍ଗ ବଡ ଥିବ ତା ହେଲେ ଆପଣ ସେହି ମହିଳାଙ୍କ ସହ ନିଶ୍ଚୟ ବିବାହ କରନ୍ତୁ । ଆପଣଙ୍କ ଭାଗ୍ୟ ବଦଳିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କେସ- ବନ୍ଧୁଗଣ ଶାସ୍ତ୍ର ଅନୁଯାଇ ଯେଉଁ ମହିଳା ମାନଙ୍କର ଲମ୍ବା ବା ବଡ କେସ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଯଦି ଆପଣ ମା ଲକ୍ଷ୍ମୀଙ୍କ ଫଟୋ ଦେଖିବେ ତା ହେଲେ ଜଣାଇ ପାରିବେ ମା ଲକ୍ଷ୍ମୀଙ୍କର କେସ ଲମ୍ବା ଥାଏ । ତେଣୁ ବନ୍ଧୁଗଣ ଲମ୍ବା କେସ ଥିବା ମହିଳା ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ବହୁତ ଶୁଭ ହୋଇଥାନ୍ତି ।

ବେକ- ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ରରେ ଲମ୍ବା ବେକ ଥିବା ମହିଳା ମାନଙ୍କୁ ମଙ୍ଗଳକାରୀ ମାନା ଯାଇଛି । ଏହି ମହିଳା ମାନେ ନିଜ ଘର ଓ ସ୍ଵାମୀ ମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନେ ଥିଲେ ସ୍ଵାମୀକୁ କେବେହେଲ ଧନର ଅଭାବ ହୋଇନଥାଏ ।

ବକ୍ଷସ୍ଥଳ- ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ବ-କ୍ଷ-ସ୍ଥ-ଳ ବଡ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କର ସୁନ୍ଦର ବ-କ୍ଷ-ସ୍ଥ-ଳ ଧନ ସମ୍ପତ୍ତି ଓ ସମୃଦ୍ଧିର ପ୍ରତୀକ ହୋଇଥାଏ । ଏହି ମହିଳା ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନଙ୍କର ସନ୍ତାନ ମଧ୍ୟ ନିଜ ଜୀବନରେ ସଫଳତା ହାସଲ କରିଥାଏ ।

ଜଙ୍ଘ- ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ମୋଟା ଓ ବଡ ଜଙ୍ଘ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ସାମୁଦ୍ରିକ ଶସ୍ତ୍ର ଅନୁଯାଇ ଏହି ମହିଳା ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନଙ୍କ ପାଇଁ ଏମାନଙ୍କ ସ୍ଵାମୀ ମାନେ ଗୃହ ଓ ବାହାନ ଆଦିର ସୁଖ ପାଇପାରନ୍ତି । ବନ୍ଧୁଗଣ ପତଳା ଓ ବିକୃତ ଜଙ୍ଘ ଗୁଡିକୁ ଶାସ୍ତ୍ରରେ ଶୁଭ ମାନା ଯାଇନାହିଁ ।


ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସ୍ଵାମୀ ଓ ସ୍ତ୍ରୀ ମାନଙ୍କୁ ରାତିରେ ଶୋଇବା ପୂର୍ବରୁ କେଉଁ କାମ ନିଶ୍ଚୟ କରିବା ଉଚିତ । ବନ୍ଧୁଗଣ ରାତିରେ ଶୋଇବା ସମୟରେ ଯଦି ଆପଣ ନିଜ ସ୍ତ୍ରୀକୁ ପ୍ରେମ କରିବେ ତା ହେଲେ ଆପଣଙ୍କ ବୈବାହିକ ଜୀବନ ବହୁତ ସୁଖମୟ ରହିବ । ଯଦି ଆପଣ ରାତିରେ ଶୋଇବା ସମୟରେ ପ୍ରେମ କରିବେ ନାହିଁ, ତା ହେଲେ ଆପଣଙ୍କ ଘରେ ବହୁତ ବିଶୃଙ୍ଖଳା ହେବାର ସମ୍ଭାବନା ରହିଛି ।

ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଗୁପ୍ତ କାମକୁ ସବୁଦିନ ରାତିରେ କରିବା ଉଚିତ । ଏହି କାମ କରିବା ଦ୍ଵାରା ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ବହୁତ ସମ୍ମାନ ଦେବ ଓ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *