ପ୍ରତିଦିନ ଏହାର ମାତ୍ର 1 ଗ୍ରାମ ଖାଇ ନିଅନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା, କାନ୍ଧ ବିନ୍ଧା (Joint pain Arthritis) 99% ଭଲ ହୋଇଯିବ – Health Tips

ବନ୍ଧୁଗଣ ବର୍ତ୍ତମାନ ର ଦୁନିଆରେ ପ୍ରାୟ ଅଧିକାଂଶ ଲୋକଙ୍କର ଗ୍ଯାସ ବା ପେଟ ଜନିତ ସମସ୍ଯା, ବାତ, ଆଣ୍ଠୁ ଗଣ୍ଠି ବ୍ୟଥା ଓ କଲେଷ୍ଟ୍ରୋଲ ଆଦି ସମସ୍ଯା ରହୁଛି । ବନ୍ଧୁଗଣ ଏହି ସବୁ ସମସ୍ଯା ହେବା କାରଣରୁ ଲୋକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜର ଏହି ସମସ୍ତ ସମସ୍ଯାକୁ ବହୁତ ସହଜରେ ଦୂର କରିପାରିବେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ମାନେ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆମର ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାର ପାଇଁ ଆମର ସର୍ବ ପ୍ରଥମ ଜିନିଷ ରହିଛି ଚୂନର । ଏହି ଚୂନର ବୈଜ୍ଞାନିକ ନାମ ହେଉଛି କ୍ୟାଲସିୟମ କାର୍ବୋନେଟ ଅଟେ । ବନ୍ଧୁଗଣ ସାଧାରଣତଃ ଚୂନକୁ ପାନରେ ଲଗାଇ ତାହାର ସେବନ କରିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଚୂନ ସହ ଜଡିତ କେତେକ ଫାଇଦା ବିଷୟରେ କହିବୁ । ବର୍ତ୍ତମାନ ଆପଣଙ୍କ ମନରେ ଏହା ପ୍ରଶ୍ନ ଥିବ ଯେ, ଯେଉଁ ମାନେ ପାନ ଖାଉଛନ୍ତି ସେମାନଙ୍କୁ ମଧ୍ୟ ଏହି ସବୁ ସମସ୍ଯା କାହିଁକି ହେଉଛି ।

ବନ୍ଧୁଗଣ ଯେଉଁ ମାନେ ପାନ ଖାଉଛନ୍ତି ସେମାନେ ପାନ ଛେପକୁ ଫୋପାଡି ଦେଇଥାନ୍ତି ଓ ପାନରେ ଜରଦା ମିଶାଇ ଖାଇଥାନ୍ତି ସେଥିପାଇଁ ସେମାନଙ୍କୁ ଚୂନର ଫାଇଦା ମିଳି ନଥାଏ । ବନ୍ଧୁଗଣ ଚୂନ ଆମର ବାତ ଜନିତ ସମସ୍ଯା, ଆଣ୍ଠୁ ଗଣ୍ଠି ବ୍ୟଥା ଆଡିକୁ ଦୂର କରିବା ସହିତ ଆମ ଶରୀରରେ ଥିବା କ୍ୟାଲସିୟମର ଅଭାବକୁ ପୂରଣ କରିଥାଏ । ଏହା ବ୍ଯତୀତ ବନ୍ଧୁଗଣ ଚୂନ ଆମ ଶରୀରର ପେଟ ଜନିତ ସମସ୍ଯା ଓ କଲେଷ୍ଟ୍ରୋଲକୁ ଦୂର କରିବାରେ ସହାୟକ ହୋଇଥାଏ ।

ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ଏକ ମାଟିର ମାଠିଆ ନିଅନ୍ତୁ ଓ ସେଥିରେ ୪ ରୁ ୫ ଗ୍ରାମ ଚୂନ ନେଇ ସେଥିରେ ପାଣି ଭରି ଦିଅନ୍ତୁ । ଆପଣ ସବୁଦିନ ଏହି ପାଣିର ସେବନ ସଖାଳ ସମୟରେ ଖାଲି ପେଟରେ କରନ୍ତୁ । ଦେଖିବେ ଆପଣଙ୍କର ସମସ୍ତ ସମସ୍ଯା ଦୂର ହୋଇଯିବ । ହେଲେ ବନ୍ଧୁଗଣ ଆପଣ ଏହି ପାଣିର ସେବନ କେବଳ ୬୦ ଦିନ ପର୍ଯ୍ୟନ୍ତ କରନ୍ତୁ ।

କାରଣ ଅଧିକ ଦିନ ଚୂନର ସେବନ କରିଲେ ଶରୀରରେ କ୍ୟାଲସିୟମର ମାତ୍ରା ବଢି ଯାଇଥାଏ ଯାହାଦ୍ୱାରା କିଡ୍ନିରେ ଷ୍ଟୋନ ହେବାର ସମ୍ଭାବନା ମଧ୍ୟ ରହିଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନେ ଚୂନକୁ ଏହିପରି ଭାବରେ ନିଶ୍ଚୟ ସେବନ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *