୧୧ ବର୍ଷର ଝିଅ ବିନା କାରଣରେ ହେଇଗଲା ପ୍ରେଗନେଣ୍ଟ, କାରଣ ଜାଣି ଡାକ୍ତର ବି ହେଇଗଲେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ଖବର ମିଳିଛି ଯେ ଏକ ୧୧ ବର୍ଷର ଝିଅ ହଠାତ ପରେଗନେଣ୍ଟ ହୋଇଯାଇଛି ଓ ଏହାର କାରଣ କେହି ବୁଝିପାରୁ ନାହାନ୍ତି । ଏହି କଥା ବିଷୟରେ ସେତେବେଳେ ଜଣା ପଡିଥିଲା ଯେତେବେଳେ ତାର ପେଟରେ କଷ୍ଟ ହେବା କାରଣରୁ ତାକୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା । ବନ୍ଧୁଗଣ ଏହି ୧୧ ବର୍ଷ ଝିଅର ନାମ ହେଉଛି ଚୋରିଶ ରୋଜ ଲାବେଲେ । ଏହି ମାମଲାଟି ହେଉଛି ଅଷ୍ଟ୍ରେଲିଆର କ୍ଵିନ୍ସଲ୍ୟାଣ୍ଡର ।

ବନ୍ଧୁଗଣ ଡାକ୍ତର ମଧ୍ୟ ବୁଝିପାରୁ ନାହାନ୍ତି ଝିଅଟି କିପରି ପରେଗନେଣ୍ଟ ହେଲା । ଏହି ମାମଲାକୁ ସାମ୍ନାରେ ରଖି ଡାକ୍ତର ଓ ଚୋରିଶର ଘର ଲୋକ ସଂପୂର୍ଣ୍ଣ ଆଶ୍ଚର୍ଯ୍ୟ ଅଛନ୍ତି । ବନ୍ଧୁଗଣ ଏହି ଖବରଟି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । କୌଣସି ଲୋକ ଏକା ବୁଝିପାରୁ ନାହାନ୍ତି ଯେ, ଗୋଟେ ୧୧ ବର୍ଷର ଝିଅ କେମିତି ପରେଗନେଣ୍ଟ ହେଲା ।

ବନ୍ଧୁଗଣ ୧୧ ବର୍ଷର ଚୋରିଶ ଦିନେ ସ୍କୁଲରେ ଥିବା ସମୟରେ ହଠାତ ତାର ପେଟରେ ତାକୁ କଷ୍ଟ ହୋଇଥିଲା । ଯାହାଫଳରେ ତାକୁ ଡାକ୍ତର ଖାନା ନିଆଯାଇଥିଲା । ଡାକ୍ତର ଦେଖି କହିଲା, ଝିଅଟି ପରେଗନେଣ୍ଟ ଅଛି ଓ ସେଥିପାଇଁ ତାକୁ କଷ୍ଟ ହେଉଛି । ବନ୍ଧୁଗଣ ଏହି ଝିଅଟି ମଧ୍ୟ ନିଜ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଥିଲା । ହେଲେ ବନ୍ଧୁଗଣ ଏହି ମାମଲାର ସତ୍ୟ ଆଉ କିଛି ରହିଛି । ଡାକ୍ତର ପ୍ରଥମେ ଝିଅର ଚେକଅପ୍ କରି କହିଲା ଝିଅଟି ପରେଗନେଣ୍ଟ ଅଛି ଯାହା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ହେଲେ ଡାକ୍ତର ଯେତେବେଳେ ଦ୍ଵିତୀୟ ଥର ଚେକଅପ୍ କରିଲା ସେତେବେଳେ ଜଣା ପଡିଥିଲା ଝିଅର ଓବରି ଜର୍ମ ସେଲରେ କ୍ୟାନ୍ସର ହୋଇଯାଇଛି । ବନ୍ଧୁଗଣ ଏହା ଏକ ଏମିତି କ୍ୟାନ୍ସର ଅଟେ ଯାହା ଏହି ବୟସର ଝିଅ ମାନଙ୍କୁ ହୋଇନଥାଏ । ହେଲେ ଡାକ୍ତରର ପ୍ରଥମ ରିପୋର୍ଟ ପରେଗନେଣ୍ଟ ଥିବାର ସଂପୂର୍ଣ୍ଣ ଭୁଲ ଥିଲା ଅସଲରେ ଝିଅକୁ କ୍ୟାନ୍ସର ହୋଇଯାଇଛି । ଡାକ୍ତର ଚୋରିଶଙ୍କୁ ୬ ମାସ ହେବ ଚିକିତ୍ସା କରିଛନ୍ତି ଓ ଚିକିତ୍ସା ସମୟରେ ସେ ପାଠ ମଧ୍ୟ ପଢି ପାରୁଛି ।

ଚୋରିଶଙ୍କ ଚିକିତ୍ସା କିମୋଥେରେପି ଦ୍ଵାରା କରାଯାଉଛି । ଚିକିତ୍ସା କରିବା ପରେ ତାର ଟ୍ଯୁମର ର ସାଇଜ ଛୋଟ ହେଇଗଲା ଓ ଟ୍ଯୁମରକୁ କଟା ଗଲା । ବନ୍ଧୁଗଣ ଚୋରିଶଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସା ଚାଲିଛି । ଡାକ୍ତର ନିଜର ଭୁଲ ରିପୋର୍ଟକୁ ଧ୍ୟାନରେ ରଖି ଚୋରିଶଙ୍କର ବହୁତ ଭଲ ଚିକିତ୍ସା କରି ତାଙ୍କୁ ସୁସ୍ଥ କରିସାରିଛନ୍ତି । ଚୋରିଶଙ୍କ କିମୋଥେରେପି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଚାଲୁ ଅଛି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *