Vastu Tips- ରୋଷେଇ ଘରେ ରୁଟି ସେକିବା ପୂର୍ବରୁ ସ୍ତ୍ରୀ ଲୋକମାନେ ଚୁପଚାପ କରି ନିଅନ୍ତୁ ଏହି ଗୋଟିଏ କାମ, ଭିକାରୀ ବି ହେଇଯିବେ କୋଟିପତି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି । ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଏଥିରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇ ଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ ।

ଶାସ୍ତ୍ର ରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ । ଯଦି ଆପଣ ତାହାକୁ ମାନି ଚଳିଥାନ୍ତି ତେବେ ତାହା ସଫଳ ହୋଇଥାଏ । ସେହିପରି ଶାସ୍ତ୍ର ରେ ଆମ ରୋଷେଇ ଘର କିଛି ଜିନିଷ ବିଷୟ ରେ ବର୍ଣ୍ଣନା କରାଯାଇଛି । ଆମ ସମସ୍ତଙ୍କ ଘରେ ରୁଟି ତିଆରି କରାଯାଇଥାଏ । ତେବେ ଶାସ୍ତ୍ର ଅନୁସାରେ ଏପରି କିଛି କଥା ଅଛି ଯାହାକୁ ରୁଟି ସେକିବା ବେଳେ କରିବା ଦ୍ୱାରା ଧନ ର ବର୍ଷା ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି କଥା ବିଷୟରେ ।

ବନ୍ଧୁଗଣ ପ୍ରଥମେ ଆପଣଂକୁ ଧ୍ୟାନ ରଖିବା ଉଚିତ କି ଆପଣଙ୍କ ର ରୋଷେଇ ଘର ର ସବୁ ଜିନିଷ ଯଥା ସ୍ଥାନ ରେ ଠିକ ଅଛି କି ନାହିଁ ଏବଂ ପ୍ରତ୍ୟେକ ମାସ ରେ ଥରେ ରୋଷେଇ ଘରକୁ ଭଲ ଭାବରେ ସଫା କରିବା ଉଚିତ । ଏହା ଦ୍ଵାରା ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ବିନାଶ ଘଟିଥାଏ । ବନ୍ଧୁଗଣ ଆମ ରୋଷେଇ ଘରେ ରୁଟି ସେକିବା ପାଇଁ ଯେଉଁ ତାୱା ରହିଥାଏ ତାହା ସିଧାସଳଖ ଭାବେ ରାହୁ ସହିତ ସମ୍ପୃକ୍ତ ଥାଏ । ତେଣୁ ଏହାକୁ ସବୁବେଳେ ସଫା ରଖୁଥିବେ ।

ଏହା ସହିତ ଆପଣ ଯଦି ଦୋକାନ ରୁ ଅଟା କିଣି ଖାଉଛନ୍ତି ତ ଭଲ କଥା କିନ୍ତୁ ଯଦି ଆପଣ ଯଦି ନିଜେ ଗହମ କୁ ପେଶୀ କରି ଅଟା ପ୍ରସ୍ତୁତ କରୁଛନ୍ତି ତେବେ ତାହା ମଧ୍ୟ ଆହୁରି ଭଲ କଥା । ଗହମ କୁ ପେଷିବା ପୁର୍ବରୁ ଏହାକୁ ଭଲ ଭାବରେ ଧୋଇଦେବେ ଓ ଏହାକୁ କେବଳ ଶନିବାର ଦିନ ହିଁ ପେଷିବେ । ପେଶୀବାକୁ ଦେବା ସମୟ ରେ ସେଥିରେ କିଛି ବୁଟ ଓ ଶୁଖିଲା ତୁଳସୀ ପତ୍ର ପକାଇ କୁଟିବାକୁ ଦେବେ ଏହା ଦ୍ବାରା ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ।

ତେବେ ଏହାକୁ କୁଟି ସାରିବା ପରେ ଏହାକୁ ଡବା ରେ ପୁରେଇବା ପୂର୍ବରୁ ସେଥିରେ କିଛି କେଶର ପକାଇଦେବେ । ଏପରି କରିବା ଦ୍ୱାରା ରୋଷେଇ ଘରେ ଥିବା ଧନ ବଢି ବଢି ଚାଲିଥାଏ । ବନ୍ଧୁଗଣ ଅଟା ଦଳି ସାରିଲା ପରେ ଏହାକୁ କେବେ ମଧ୍ୟ ପୁରା ମସୃଣ କରିଦିଅନ୍ତୁ ନାହିଁ ସେଥିରେ ଆଙ୍ଗୁଠି ର ଦାଗ ଦେଇ ରଖନ୍ତୁ ଓ ଗୋଲ ଗୋଲ କରି ରଖନ୍ତୁ ନାହିଁ କାରଣ ଏପରି ପିଣ୍ଡ ଦାନ କରିବା ସମୟ ରେ କରାଯାଇଥାଏ । ଅଟା ଦଳିବା ସମୟ ରେ ସେଥିରେ କିଛି କ୍ଷୀର ପକାଇ ଦେବେ ।

ଏପରି କରିବା ଦ୍ୱାରା ଆପଣ ଯେତେବେଳେ ରୁଟି ସେକିବେ ସେତେବେଳେ ସେଥିରୁ ବହୁତ ଭଲ ସୁଗନ୍ଧ ବାହାରିଥାଏ । ଏହି ସୁଗନ୍ଧ ମାତା ଲକ୍ଷ୍ମୀ ଙ୍କୁ ବହୁତ ପସନ୍ଦ ହୋଇଥାଏ । ତେଣୁ ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ର ଆପଣଙ୍କ ଘର କୁ ଆଗମନ ହୋଇଥାଏ । ଆପଣଙ୍କ ଘରେ କୌଣସି ପ୍ରକାର ଆର୍ଥିକ ସମସ୍ୟା ରହି ନ ଥାଏ । ଆପଣଙ୍କ ଘରେ ଧନ ର ବର୍ଷା ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *