ବିଶ୍ୱାସ ହେବନି, ମାତ୍ର ୨ ମିନିଟରେ ହିଁ ମୋତି ଭଳି ଧଳା ହୋଇଯିବ ଦାନ୍ତ – Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକଙ୍କର ଦାନ୍ତ ହଳଦିଆ କିମ୍ବା କଳା ପଡିଯାଇଥାଏ । ଯାହାଫଳରେ ସେମାନେ ହସିବା ସମୟରେ ବହୁତ ଅସୁନ୍ଦର ନଜର ଆସିଥାନ୍ତି । ଏହି ଦାନ୍ତ ଜନିତ ସମସ୍ଯାକୁ ଦୂର କରିବା ପାଇଁ ଲୋକମାନେ ବହୁତ କିଛି ଉପାୟର ପ୍ରୟୋଗ କରିଥାନ୍ତି ହେଲେ ସେମାନଙ୍କୁ କୌଣସି ଉପାୟରେ ଭଲ ରେସଲ୍ଟ ମିଳିନଥାଏ । କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ,

କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରି ଆପଣ ନିଜ ଦାନ୍ତକୁ ମୋତି ପରି ଚମକାଇ ପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ଗୋଟିଏ ବିଲାତି । ଆପଣ ମାନଙ୍କୁ ବହୁତ ସହଜରେ ନିଜ ରୋଷେଇ ଘର ମଧ୍ୟରୁ ମିଳିଯିବ । ଏହି ଉପଚାର ପାଇଁ ଆପଣ ଗୋଟିଏ ବିଲାତିର ପ୍ରୟୋଗ କରନ୍ତୁ । ଆପଣ ଏହି ବିଲାତିକୁ ଦୁଇ ଫାଳ କରନ୍ତୁ ଓ ଏକ ଛଣା ସାହାର୍ଯ୍ୟରେ ବିଲାତିର ରସକୁ ବାହାର କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣଙ୍କୁ ଗୋଟିଏ ଲେମ୍ବୁର ଆବଶ୍ୟକତା ପଡିବ ।

 

ଏହି ବିଲାତି ରସ ଉପରେ ଆପଣ ସମ୍ପୂର୍ଣ ଗୋଟିଏ ଲେମ୍ବୁର ରସକୁ ଚିପୁଡି ଦିଅନ୍ତୁ । ହେଲେ ଆପଣ ଧ୍ୟାନ ରଖିବେ ଯେମିତି ଲେମ୍ବୁର ମଞ୍ଜି ଅଲଗା ହୋଇଥିବ । ଏହାପରେ ବନ୍ଧୁଗଣ ଆମକୁ ତୃତୀୟ ବା ଶେଷ ସାମଗ୍ରୀ ଦରକାର ଟୁଥପେଷ୍ଟ । ଏହି ଉପଚାର ପାଇଁ ଆପଣ ଯେକୌଣସି ଟୁଥପେଷ୍ଟର ପ୍ରୟୋଗ କରିପାରିବେ । ଯେତିକି ମାତ୍ରାରେ ଆପଣ ବ୍ରସ କରିବା ପାଇଁ ଟୁଥବ୍ରସ ନିଅନ୍ତି ସେତିକି ମାତ୍ରାରେ ଆପଣ ଏହି ଉପଚାର ପାଇଁ ଟୁଥପେଷ୍ଟର ପ୍ରୟୋଗ କରନ୍ତୁ ।

ଏହାପରେ ଆପଣ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ମିକ୍ସ କରିବା ପରେ ଆମ ମିଶ୍ରଣ ପ୍ରସ୍ତୁତ ହୋଇଯିବ ।  ଏହାପରେ ବନ୍ଧୁଗଣ ଆପଣ ଏକ ଟୁଥ ବର୍ଷ ନିଅନ୍ତୁ ଓ ଯେପରି ଆପଣ ବ୍ରସ କରନ୍ତି ସେହିପରି ନିଜ ଦାନ୍ତରେ ଏହି ମିଶ୍ରଣକୁ ନେଇ ଭଲ ଭାବରେ ବ୍ରସ କରିଦିଅନ୍ତୁ । ଏହି ଉପଚାରକୁ ଆପଣ କେବଳ ଗୋଟିଏ ଥର କରି ଦେଖନ୍ତୁ ।

ଦେଖିବେ ଆପଣଙ୍କ ଦାନ୍ତ ସଂପୂର୍ଣ୍ଣ ଧଳା ହୋଇଯିବ । ବନ୍ଧୁଗଣ ଏହା ବହୁପରିଖିତ ଉପଚାର ଅଟେ ଯାହାକୁ ଲୋକମାନେ ବହୁତ ବର୍ଷ ହେବ ପ୍ରୟୋଗ କରି ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଉପାୟକୁ ଶୀଘ୍ର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *