86 ବର୍ଷୀୟ ବୃଦ୍ଧା ଙ୍କ ଶରୀରରେ ଦେଖାଦେଲା କରୋନାର କିଛି ଏମିତି ବିକଟାଳ ରୂପ, ଯାହାକୁ ଦେଖି ଡାକ୍ତର ମାନେ ବି ହେଲେ ଭୟଭୀତ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଯେତେବେଳେ ପୃଥିବୀ ରେ ପାପ ର ମାତ୍ରା ବହୁତ ବଢିଯାଏ ସେତେବେଳେ ଅନେକ ପ୍ରକାର ଅଘଟଣ ଘଟିବାର ଦେଖିବାକୁ ମିଳିଥାଏ । ପାପ ର ମାତ୍ରା ବହୁତ ବଢିଯିବା ଦ୍ୱାରା ଭୂକମ୍ପ, ବାତ୍ୟା,ବନ୍ୟା,ସୁନାମି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ । ସେହି ପରି ଭାବରେ ଅନେକ ସମୟ ରେ କେତେକ ମହଆମାରୀ ରୋଗ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ମହଆମାରୀ ରୋଗ ରେ ଅନେକ ଲୋକଙ୍କ ଜୀବନ ଯାଇଥାଏ । ସେହି ପରି ଏକ ମହଆମାରୀ ରୋଗ ଦେଖା ଦେଇଥିଲା ଯାହାର ନାମ ହେଉଛି କରୋନା । କରୋନା ପାଇଁ ସମଗ୍ର ବିଶ୍ୱ ବହୁତ ଚିନ୍ତିତ ଅଛନ୍ତି । ଏହା ସମଗ୍ର ବିଶ୍ୱ କୁ ବହୁତ ମାତ୍ରା ରେ ପ୍ରଭାବିତ କରିଛି । ଦୀର୍ଘ ଏକ ବର୍ଷ ଧରି ସମଗ୍ର ବିଶ୍ୱ ଏହି ମହଆମାରୀ ପାଇଁ ଘରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ରହିଥିଲେ ।

ପୁନର୍ବାର ଦୀର୍ଘ ଏକ ବର୍ଷ ପରେ କରୋନା ର ଏକ ନୂଆ ରୂପ ଦେଖିବାକୁ ମିଳୁଛି । ସମୟେ ସମୟେ ଏହି ମହଆମାରୀ କୁ ନେଇ ଅନେକ ପ୍ରକାର ରୋଚକ ତଥ୍ୟ ଶୁଣିବାକୁ ମିଳୁଛି । ଠିକ ସେହି ପରି ବର୍ତ୍ତମାନ ସମୟ ରେ ମଧ୍ୟ କିଛି ନୂଆ କଥା ଶୁଣିବାକୁ ମିଳିଛି । ତେବେ ଆସନ୍ତୁ ସେହି ଵିଷୟ ରେ ଅଧିକ କିଛି ଆଲୋଚନା କରିବା ।

କରୋନା ପାଇଁ ଅନେକ ଲୋକ ନିଜର ଜୀବନ ହରାଇ ସାରିଛନ୍ତି । ଅନେକ ଲୋକ ନିଜ ଜୀବିକା ରୁ ହାତ ଧୋଇ ବସିଛନ୍ତି । ଏହି କାରଣ ରୁ ଅନେକ ଲୋକ ନିଜ ଆତ୍ମୀୟ ସ୍ୱଜନ ଙ୍କୁ ମଧ୍ୟ ହରାଇ ବସିଛନ୍ତି । ଏହି ମହଆମାରୀ ଅନେକ ପରିବାର କୁ ସମ୍ପୂର୍ଣ୍ଣ ଭାବରେ ଛାରକାର କରିଦେଇଛି । କରୋନା ରେ ଅନେକ ଲୋକ ପୀଡିତ ହୋଇଥିଲେ ଏପରିକି ଆମ ଭିତରୁ ମଧ୍ୟ କିଛି ଲୋକ ଏହି ରୋଗ ର ଶିକାର ହୋଇଥିଲେ ।

କିନ୍ତୁ ସ୍ଵଭାଗ୍ୟ ବଶତଃ ଆମେ ଏହି ରୋଗ ରୁ ମୁକ୍ତି ପାଇଁ ପାରୁଛୁ । ଏହି ରୋଗ ପାଇଁ ବର୍ତ୍ତମାନ ଟୀକା ବାହାରି ଗଲାଣି କିନ୍ତୁ ଏହି ରୋଗ ର ନୂଆ ରୂପ ପାଇଁ ସମସ୍ତେ ଚିନ୍ତିତ ଅଛନ୍ତି । କରୋନା ଦ୍ୱାରା ଆମ ଶରୀର ବହୁତ ଦୁର୍ବଳ ହୋଇଯାଇଛି । କରୋନା ପୂର୍ବ ରୁ ଯେଉଁ ଭଳି ଆମ ଶରୀର ଥିଲା ତାହା କରୋନା ପରେ ଆଉ ଦେଖିବାକୁ ମିଳୁନାହିଁ । ଏହା କେବଳ ସେ ହିଁ ଜାଣିପାରିବ ଯାହାକୁ ଏହି ରୋଗ ହୋଇଛି ।

ସେହି ପରି ଏକ ନୂଆ ତଥ୍ୟ ଦେଖିବାକୁ ମିଳୁଛି ଯେ କରୋନା ଶରୀର କୁ କଳା କରିଦେଉଛି । ଚୀନ ର ଦୁଇ ଜଣ ଡାକ୍ତର ଙ୍କ ପାଖରେ ଏହି ଲକ୍ଷଣ ଦେଖିବାକୁ ମିଳିଛି । ସେମାନଙ୍କ ପୂର୍ବ ଫୋଟୋ ଅନୁଯାୟୀ ସେମାନେ ବର୍ତ୍ତମାନ ସମୟ ରେ ବହୁତ କଳା ହୋଇଯାଇଛନ୍ତି । କିନ୍ତୁ ଆଜି ଆମେ ଆପଣଂକୁ ଯେଉଁ କଥା କହିବାକୁ ଯାଉଛୁ ତାହା ଏହା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ବର୍ତ୍ତମାନ ସମୟ ରେ ଇଟାଲୀ ରୁ ଏକ ଖବର ଆସିଛି ଯେ ଜଣେ ୮୬ ବର୍ଷୀୟ ବୃଦ୍ଧା ଙ୍କ ର ହାତ ର ତିନୋଟି ଆଙ୍ଗୁଠି ସମ୍ପୂର୍ଣ୍ଣ ଭାବରେ କଳା ପଡିଯାଇଛି । ଏହାର କରୋନା ପାଇଁ ହିଁ ହୋଇଛି ।

ଯେତେବେଳେ ଡାକ୍ତର ଏହାକୁ ଦେଖିଥିଲେ ସେତେବେଳେ ଏହାର ପରୀକ୍ଷା କରିଥିଲେ ତାହା ପରେ ଜଣା ପଡିଥିଲା ଯେ ସେହି ମହିଳା ଜଣଙ୍କ କରୋନା ରୋଗ ରେ ଆକରାନ୍ତ ଅଛନ୍ତି । ସେହି କାରଣରୁ ତାଙ୍କର ଆଙ୍ଗୁଠି କଳା ପଡି ଯାଇଛି । ଧୀରେ ଧୀରେ ତାଙ୍କର ପୁରା ଶରୀର ମଧ୍ୟ କଳା ପଡି ଯାଇଥାନ୍ତା । ତେଣୁ ଡାକ୍ତର ତାଙ୍କର ସେହି ଆଙ୍ଗୁଠି କୁ ଅପରେସନ କରି କାଟି ଦେଇଥିଲେ । ମହିଳା ଙ୍କ ଜୀବନ ବଂଚିଯାଇଥିଲେ ମଧ୍ୟ ସେ ସାରା ଜୀବନ ପାଇଁ ସମ୍ପୂର୍ଣ୍ଣ ଭାବରେ ଭିନ୍ନକ୍ଷମ ହୋଇଯାଇଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ମାମଲା ବିଷୟରେ ଆପଣଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *