କଣ ଆପଣ ଜାଣିଛନ୍ତି କି ମାତ୍ର 4000 ଟଙ୍କା ଦେଇ ରିଟର୍ଣ୍ଣରେ ପାଇ ପାରିବେ 20 ଲକ୍ଷ ଟଙ୍କା, ଜାଣନ୍ତୁ ପୋସ୍ଟ ଅଫିସର ଏହି ଜବରଦସ୍ତ Scheme ବିଷୟରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୪ ହଜାର ଦେଇ ରିଟର୍ଣ୍ଣରେ ୨୦ ଲକ୍ଷ ଟଙ୍କାର ରାଶି ! ଭାରତର ସବୁଠାରୁ ପୁରୁଣା ଲାଇଫ ଇଂସୁରାନ୍ସ ପ୍ଳାନ ହେଉଛି ପୋଷ୍ଟ ଅଫିସ ଲାଇଫ ଇଂସୁରାନ୍ସ ! ପୋଷ୍ଟାଲ ଲାଇଫ ଇଂସୁରାନ୍ସ କଣ ? ଏହାର କାର୍ଯ୍ୟବଳୀ ଓ ବୈଶିଷ୍ଠ ସମ୍ବଦ୍ଧରେ ଚାଲନ୍ତୁ ଆଲୋଚନା କରିବା । ତେବେ ଏହି ଯୋଜନାକୁ ରେଗୁଲେଟ କରିଥାଏ ଗଭମେଣ୍ଟ ଅଫ ଇଣ୍ଡିଆ । ଏହାର ଅର୍ଥ ହେଉଛି ଡିପୋଜିଟ, ପ୍ରିମିୟମ ଏବଂ କଭର ଆଦି ସବୁ କିଛି ନିରାପଦରେ ରହିଥାଏ ।

ଏଥିରେ ଆମକୁ ଲୋ ପ୍ରିମିୟମ ଓ ହାଇ ବୋନୋସ ମଧ୍ୟ ମିଳିଯାଇଥାଏ । ପୋଷ୍ଟ ଅଫିସ ଲାଇଫ ଇଂସୁରାନ୍ସ ସାଧାରଣତଃ ୨ ପ୍ରକାରର ହୋଇଥାଏ । ଯେପରିକି ପ୍ରଥମଟି ହେଉଛି ପୋଷ୍ଟାଲ ଲାଇଫ ଇଂସୁରାନ୍ସ ଏବଂ ଅନ୍ୟଟି ହେଉଛି ରୁରାଲ ପୋଷ୍ଟାଲ ଲାଇଫ ଇଂସୁରାନ୍ସ । ତେବେ କୌଣସି ସରକାରୀ ଅଧୀନରେ ରହି କାର୍ଯ୍ୟ କରୁଥିବା କର୍ମଚାରୀ, ପବ୍ଲିକ ଏରିଆର କୌଣସି କର୍ମଚାରୀ, ଡାକ୍ତର, ଇଞ୍ଜିନିଅର ଏହିଭଳି କୌଣସି ନା କୌଣସି କର୍ମ କ୍ଷେତ୍ରରେ ନିଯୁକ୍ତି ପାଇଥିବା ଲୋକମାନେ ସାଧାରଣତଃ ପୋଷ୍ଟାଲ ଲଫି ଇଂସୁରାନ୍ସ ଅଣ୍ଡରରେ ଖାତା ଖୋଲିପାରିବେ ।

ଯେଉଁ ମାନେ କୌଣସି କର୍ମ କ୍ଷେତ୍ରରେ କର୍ମରତ ନାହାନ୍ତି ତଥା ଗ୍ରାମଞ୍ଚଳର ଲୋକ ମାନେ ରୁରାଲ ପୋଷ୍ଟାଲ ଲାଇଫ ଇଂସୁରାନ୍ସରେ ନିଜର ଆବେଦନ କରିପାରିବେ ।  ତେବେ ଏହି ୨ ପ୍ରକାର ଲାଇଫ ଇଂସୁରାନ୍ସରେ୬ ପ୍ରକାର ପଲିଶି ରହିଥାଏ । ପ୍ରଥମେ ହେଉଛି ସୁରକ୍ଷା, ଦିତୀୟରେ ସୁବିଧା, ତୃତୀୟରେ ସନ୍ତୋଷ, ଚତୁର୍ଥରେ ଯୁଗଲ ସୁରକ୍ଷା, ପଞ୍ଚମରେ ସୁମଙ୍ଗଲ ଓ ଷଷ୍ଠରେ ବାଲ ଜୀବନ ବିମୀ ଭଳି ମଧ୍ୟ ପଲିଶି ଉପକବ୍ଧ ରହିଛି । ତେବେ ୬ ଗୋଟି ପଲିଶି ମଧ୍ୟରୁ ସନ୍ତୋଷ ଅର୍ଥାତ ଏନଡାଉମେଣ୍ଟ ଆସୟୁରାନ୍ସ ହେଉଛି ସର୍ବୋକୃଷ୍ଟ ପଲିଶି ।

ଏହି ପଲିଶିରେ ୧୯ ରୁ ୫୫ ବର୍ଷ ବୟସର ଲୋକ ମାନେ ହିଁ ଆବେଦନ କରିପାରିବେ । ପୋଷ୍ଟାଲ ଲାଇଫ ଇଂସୁରାନ୍ସରେ ସର୍ବନିନ୍ମ ପଲିଶି ୨୦, ୦୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୫୦ ଲକ୍ଷ ର୍ତାଙ୍କା ପର୍ଯ୍ୟନ୍ତ କରାଇ ପାରିବ । ହେଲେ ଏହି ପଲିଶିର ରୁରାଲରେ ସର୍ବନିନ୍ମ ୧୦, ୦୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ । ପୋଷ୍ଟାଲ ଲାଇଫ ଇଂସୁରାନ୍ସରେ ପ୍ରତି ୧୦୦୦ ଟଙ୍କାରେ ୫୨ ଟଙ୍କାର ବୋନୋସ ମିଳିଥାଏ ।

ଏହା ଛଡା ରୁରାଳ ପୋଷ୍ଟାଲ ଲାଇଫ ନ୍ସୁରାଂଶରେ ୧୦୦୦ ଟଙ୍କାରେ ୪୮ ଟଙ୍କାର ବୋନୋସ ପାଇପାରିବେ । ଏହି ପଲିଶିକୁ ୫ ବର୍ଷ ହେବ ପୂର୍ବରୁ ଭାଙ୍ଗିଦିଆଯାଏ । ତେବେ ସେ ବୋନୋସ ପାଇବାରୁ ବଞ୍ଚିତ ହୋଇଯିବ । ହେଲେ ଏହି ପଲିଶି କରିଥିବା ଲୋକ ୩ ବର୍ଷ ପୂରଣ ହୋଇଗଲେ । ଲୋନ ପାଇଁ ଆରାମରେ ଆବେଦନ କରିପାରିବେ । ଏହି ପଲିଶିରେ ୩୫, ୪୦, ୪୫, ୫୦, ୫୫, ୫୮ କିମ୍ବା ୬୦ ବର୍ଷ ବୟସରେ ରେ ଯାହା ଲାଇଫ କଭର ମିଳିବ କଥା ମିଳିଯିବ ।

ଯଦି ଜଣେ ୩୦ ବର୍ଷୀୟ ବ୍ୟକ୍ତି ୧୦ ଲକ୍ଷ ଟଙ୍କାର ପଲିଶି ନେଇ ୫୦ ବର୍ଷରେ ଏହାର ମାଚ୍ୟୂରୀଟି ପାଇବାକୁ ଚାହୁଁଥାଏ । ତେବେ ସେ ବ୍ୟକ୍ତିକୁ ପ୍ରତି ମାସରେ ୪ ହଜାର ଟଙ୍କା ୨୦ ବର୍ଷ ପର୍ଯ୍ୟନ୍ତ ଦେବାକୁ ହେବ । ବ୍ୟକ୍ତିକୁ ୫୦ ବର୍ଷ ବେଳକୁ ୨୦ ଲକ୍ଷ ୪୦, ୦୦୦ ଟଙ୍କା ପାଇବେ । ହେଲେ ବ୍ୟକ୍ତିର ଏଠାରେ ଜମା  ମୋଟ ୯ ଲକ୍ଷ ୬୦ ହଜାର ଟଙ୍କା ଜମା ଦେଇଥିବେ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *