ପୁଣି ବାବୁରାଜକୁ ଲାଗିଲା ଶକ୍ତ ଝଟକା ! Driver ଙ୍କ ପରେ ପୁଣି ଏବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏଲ ଆଣ୍ଡ ଟି ଘଟଣା ପରେ ହୋମଗାର୍ଡ ଘଟଣାରେ ପୁଣି ସୁପ୍ରିମଙ୍କ ଝଟକା ! ରାଜ୍ୟର ବାବୁରାଜ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରୁ ମିଳୁଛି ଗୋଟିଏ ପରେ ଗୋଟିଏ ଝଟକା ! ୫ ବର୍ଷର ଲଢେଇ ପରେ ହୋମଗାର୍ଡ ମାମଲାରେ ହାରିଲେ ରାଜ୍ୟ ସରକାର ! ତେବେ ସୂଚନା ମୁତାବିକ ଅନ୍ୟ ରାଜ୍ୟ ଭଳି ହୋମଗାର୍ଡ ମାନଙ୍କୁ ଦୈନିକ ଭତ୍ତା ମିଳିବା ନେଇ ପ୍ରସଙ୍ଗ ଉଠିଥିଲା ।

ଏତେ କମ୍ ଭତ୍ତାରେ ଚଳିବା କଷ୍ଟକର ବୋଲି ହୋମଗାର୍ଡ ମାନଙ୍କର ସରକାରଙ୍କ ନିକଟରେ ଦାବୀ ମଧ୍ୟ ରହିଥିଲା । ତେବେ ଅନେକ ହୋମଗାର୍ଡ ଏହିଭଳି କିଛି ଦାବୀ ସରଜରଙ୍କ ନିକଟରେ ଜଣାଇବା ସତ୍ବେ ମଧ୍ୟ ସରକାର ଏହାକୁ ଶୁଣି ନଶୁଣିଲା ପରି ହୋଇଯାଇଥିଲେ । ତେବେ ଏହି ଭଳି ଦାବୀ ଆନ୍ଦୋଳନ କରି ଚାକିରି ହରାଇବା ପରେ ୨୦୧୬ ମସିହା ସେପ୍ଟେମ୍ବର ୨ ତାରିଖରେ ନବୀନ ନିବାସ ଆଗରେ ଦେହରେ କିରିସିନୀ ଢା-ଳି ଜଣେ ହୋମଗାର୍ଡ atmahuti ଉଦ୍ୟମ କରିଥିଲେ ।

ଯାହାଙ୍କ ନାମ ଥିଲା ସନ୍ଦୀପ ହାତୀ । ତେବେ ଏହି ଘଟଣାରେ ୮ ଦିନ ପରେ ଏକ ଖବର ସାମ୍ନାକୁ ଆସିଥିଲା । ଏହ କି ଯେ ସେହି ହୋମଗାର୍ଡ ସନ୍ଦୀପ ହାତୀଙ୍କର କଟକ ବଡ ମେଡିକାଲରେ ଚିକିସିତ ହେଉଥିବା ସମୟରେ ତାଙ୍କର mrutyu ଘଟିଥିଲା । ତେବେ ଗତ ୫ ବର୍ଷ ଧରି ରାଜ୍ୟ ସରକାର ହାଇକୋର୍ଟ ଓ ସୁପ୍ରିମ କୋର୍ଟର ଲଢେଇ ପରେ ଏବେ ସୁପ୍ରିମ କୋର୍ଟର କିଛି ଏହିଭଳି ନିଷ୍ପତ୍ତି ଶୁଣିବାକୁ ମିଳିଛି ।

ତେବେ ନିଖିଲ ଉତ୍କଳ ଗୃହରକ୍ଷୀ ମହାସଂଘର ସଭାପତି ରଞ୍ଜନ କୁମାର ମଲିକ ସୁପ୍ରିମକୋର୍ଟର ନିଷ୍ପତ୍ତି ବିଷୟରେ କହିଛନ୍ତି । ଏହା କି ଯେ ସୁପ୍ରିମକୋର୍ଟ ତାଙ୍କ ଭଳି ହଜାର ହଜାର ହୋମଗାର୍ଡଙ୍କୁ ନ୍ୟାୟ ଦେଇଛନ୍ତି ବୋଲି କହିଛନ୍ତି । ଯାହାକୁ ନେଇ ହୋମଗାର୍ଡର ମହାସଂଘର ସମସ୍ତ ସଦସ୍ୟ ବହୁତ ହିଁ ଖୁସି ଅଛନ୍ତି । ତେବେ ସୁପ୍ରିମକୋର୍ଟକୁ ଦୌଡି ଦୌଡି ଦୈନିକ ଭତ୍ତା ବଢାଇବା ପାଇଁ ଏହା ସହ ଦାବୀ ପୂରଣ ପାଇଁ ପୁରା ୫ ବର୍ଷ ଲାଗିଯାଇଥିଲା ।

ତେବେ ଏବେ ଏବେ ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ହୋମଗାର୍ଡ ମାନଙ୍କର ସୈନିକ ଭତ୍ତା ବୃଦ୍ଧି କରିବା ପାଇଁ ଲାଗି ନିର୍ଦ୍ଧେଶ ଦେଇଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *