ଏମିତି ଏକ ଦେଶ ଯେଉଁଠି ମାତ୍ର 40 ମିନିଟ ପାଇଁ ହୋଇଥାଏ ରାତି, 12.43 ରେ ସୂର୍ଯ୍ୟ ଅସ୍ତ ହୋଇ 1.30 ରେ ହୁଅନ୍ତି ଉଦୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାତ୍ର ୪୦ ମିନିଟ ପାଇଁ ଏହି ଦେଶରେ ସୂର୍ଯ୍ୟ ଅସ୍ତ ଜାଆନ୍ତି । ତେବେ ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଥିବେ ସତ କିନ୍ତୁ ଏହା ଏକ ଦେଶରେ ଦେଖିବାକୁ ମିଳିଥାଏ । ଯାହାକୁ ଆଶ୍ଚର୍ଯ୍ୟ ଚକିତ କରୁଥିଲେ ମଧ୍ୟ ସତ୍ୟ କଥା ବୋଲି ପ୍ରମାଣ ଅଟେ । ତେବେ ପୃଥିବୀ ସୂର୍ଯ୍ୟଙ୍କ ଚାରି ପାଖରେ ଘୁରି ବୁଲୁଥାଏ । ତେବେ ପୃଥିବୀରେ ଦିନ ରାତି ସବୁଠାରେ ସମାନ ରହିନଥାଏ ।

କୋଊ ଜାଗାରେ ଦିନ ହୋଇଥିବା ବେଳେ ଅନ୍ୟ କେଉଁ ଜାଗାରେ ସେହି ସମୟରେ ରାତି ହୋଇଥାଏ । ପୃଥିବୀରେ ଏପରି ବହୁତ କିଛି ଅଲୌକିକ କଥାମନ ରହିଅଛି । ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇ ପରେ ହେଲେ ଏହା ପଛରେ ମଧ୍ୟ ଅନେକ କାରଣମନ ଲୁଚି ରହିଥାଏ । ତେବେ ବିଶ୍ଵର ଇଉରୋପ ମହାଦେଶରେ ଅବସ୍ଥିତ ଥିବା ନରୱେ ଦେଶରେ ଏପରି ଏକ ଚମତ୍କାରୀତା ଦେଖିବାକୁ ମିଳିଥାଏ ।

ଯେଉଁଠାରେ ଦିନ ରାତି ମିଶିକି ୨୪ ଘଣ୍ଟା ହୋଇଥିବା ବେଳେ ମାତ୍ର ୪୦ ମିନିଟ ପାଇଁ ଏହି ଦେଶରେ ସୂର୍ଯ୍ୟ ଅସ୍ତ ଯାଇଥାନ୍ତି । ତେବେ ଏହାପରେ ପରେ ପୁଣି ସୂର୍ଯ୍ୟ ଉଦୟ ହୋଇଯାଇଥାନ୍ତି । ତେବେ ନରୱେ ଦେଶରେ ରାତି ୧ ଟା ୩୦ ମିନିଟରେ ସୂର୍ଯ୍ୟଙ୍କର ପ୍ରଥମ କିରଣ ଏହିଠାରେ ପଡିଥାଏ । ଏଠାରେ ଏତେ ସମୟ ସୂର୍ଯ୍ୟଙ୍କର ପ୍ରଭାବ ରହୁଥିଲେ । ସୁଦ୍ଧା  ନରୱେ ଦେଶରେ ମଧ୍ୟ ଅନ୍ୟ ଦେଶ ତୁଳନାରେ ଅଧିକ ଥଣ୍ଡା ମଧ୍ୟ ଅନୁଭୂତ ହୋଇଥାଏ । ଏଠାରେ ଆପଣ ମାନଙ୍କୁ ସ୍ପଷ୍ଠ କରିଦେବାକୁ ଚାହୁଁଅଛୁ ।

ଏହା କି ଯେ ବର୍ଷର ସବୁଦିନ ଏଠାରେ ସୂର୍ଯ୍ୟର ଏପରି କିଛି ଘଟଣା ଘଟିନଥାଏ । ତେବେ ବର୍ଷ ମଧ୍ୟରେ କେବଳ ଅଢେଇ ମାସ ପାଇଁ ହିଁ ସୂର୍ଯ୍ୟ ଏଠାରେ ମାତ୍ର ୪୦ ମିନିଟ ପାଇଁ ଅସ୍ତ ଯାଇଥାନ୍ତି । ତେବେ ଅନେକ ଦେଶରେ ଯେଉଁ ସମୟରେ ଘୋରରାତ୍ରି କାଳ ଚାଲିଥାଏ । ତେବେ ଏଠାରେ ମଧ୍ୟରାତ୍ରିରୁ ହିଁ ସକାଳ ହୋଇଯାଥାଏ । ଅର୍ଥାତ ସୂର୍ଯ୍ୟ ନରୱେ ଦେଶରେ ଉଦୟ ହୋଇଯାଇଥାନ୍ତି ।

ଏହି ଘଟଣା ପାଇଁ ପୃଥିବୀରେ ନରୱେ ଦେଶର ଏକ ସ୍ଵତନ୍ତ୍ର ଚାହିଦା ମଧ୍ୟ ରହିଅଛି । ତେଣୁ ନରୱେ ଦେଶକୁ ମିଡ ନାଇଟ ସନ ଦେଶର ଆକ୍ଷା ମଧ୍ୟ ଦିଆଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *