ସତ ହେଲା ମାଳିକା ବଚନ ! ଜନ୍ମ ହେଲେ ହନୁମାନ, ଏଥର ଧ୍ଵଂସ ନିଶ୍ଚିତ (Malika Bachana)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ହନୁମାନ କଳୁଜୁଗରେ ନେଲେ ଜନ୍ମ ! ମାଳିକା ବଚନ ହୋଇଲା ସତ୍ୟ ! ତେବେ ହଁ ବନ୍ଧୁଗଣ ମାଳିକାରେ ଲିପିବଦ୍ଧ ହୋଇରହିଥିଆବ ସମସ୍ତ ତଥ୍ୟ ଗୋଟି ଗୋଟି କରି ସତ୍ୟ ହେବାକୁ ଲାଗୁଅଚ୍ଛି । ତେବେ ମାଳିକାରେ ଲେଖା ହୋଇଥିଲା । ଏହା କି ଯେ ଭଗବାନ ହନୁମାନ କଳିଯୁଗରେ ମଧ୍ୟ ଜନ୍ମ ହୋଇବେ । ତେବେ ପ୍ରଭୁ ମଧ୍ୟ ନିଜର ଦେହ ତ୍ୟାଗ କରନ୍ତି ।

ତେବେ ଗୋଟିଏ ଦେହ ତ୍ୟାଗ କରି ଅନ୍ୟ ଦେହ ଧାରଣ କରିଥାନ୍ତି । ତେବେ ବାଘେଶ୍ଵର ଧାମ ଠାରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଜିଏକି ଅବିକଳ ଭଗବାନ ହନୁମାନଙ୍କ ରୂପ ସଦୃଶ ଦେଖାଯାଉଛି । ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିପଡିଛି । ତେବେ ବଘେଶ୍ଵରର ପ୍ରସିଦ୍ଧ ଦିଭେନ୍ଦ୍ର ଶାସ୍ତ୍ରୀଙ୍କ ପାଖକୁ ଜଣେ ମହିଳା ଆସିଥିଲେ । ଯିଏକି ନିଜର ସନ୍ତାନ ହେଉନଥିଲା ବିୟଳି ତାଙ୍କ ପାଖକୁ ଯାଇଥିଲେ ।

ତାପରେ ସେଟାକୁ ଯିବା ପରେ କିଛି ମାସ ମଧ୍ୟରେ ତାଙ୍କଏ ଏକ ସନ୍ତାନ ଜାତ ହୋଇଥିଲା । ତେବେ ସେ ସାକ୍ଷାତ ଭଗବାନ ହନୁମାନଙ୍କ ଭଳି ଦେଖାଯାଉଛନ୍ତି ବୋଲି ସେଠାରେ ସବୁ ଆଡେ ଚର୍ଚା ହେବାରେ ଲାଗିଛି । ମାଳିକାରେ ଏହା ମଧ୍ୟ ଲେଖାଥିଲା । ଯେତେବେଳେ କଳିଯୁଗରେ ହନୁମାନ ଜନ୍ମ ହୋଇବେ । ସେତେବେଳେ ଓଡିଶା ରାଜ୍ୟ କଟକ ଠାରେ ବିଦେଶୀ ମୁସଲମାନ ଆସି ପ୍ରବେଶ ହୋଇବେ ।

ତାପରେ ୨୦୨୬ ମସିହାରେ ମୁସଲମାନ ମାନେ କଟକ ଉପରେ ଲୋକଙ୍କ ସହିତ ଯୁଦ୍ଧର ବାତାବରଣ ସୃଷ୍ଟି କରିପାରନ୍ତି । ତେବେ ଯାହାକୁ ଦେଖି ହନୁମାନ ମଧ୍ୟ ଗର୍ଜି ଉଠିବେ । ତାପରେ ଲୋକଙ୍କର ସୁରକ୍ଷା ପାଇଁ ଭଗବାନ ହନୁମାନ ମଧ୍ୟ ନିଜର ଚମତ୍କାରୀତ ଦେଖାଇବେ । ତେବେ କଳିଯୁଗରେ ଭଗବାନ ହନୁମାନଙ୍କର ଅବତାର ଦେଖି ସବୁ ଲୋକ ଏବେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି ।

ତେବେ ଭଗବାନଙ୍କର ଲୀଳା କିଏ ଅବା ବୁଝିପାରିବ । ତେବେ କେବଳ ନିଜ ଭଲ କର୍ମ ଦ୍ଵାରା ହିଁ ଭଗବାନଙ୍କର ସାନିଧ୍ୟ ଲାଭ କରିପାରିବା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଶେୟାର  କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । । ଏହା ସହିତ ଜୟ ହନୁମାନ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *