ମୋ ଠୁ ଟଙ୍କା ନେଉଥିଲା, ମୋତେ ଭଲ ପାଉଥିଲା, ହେଲେ ତା ବେଷ୍ଟଫ୍ରେଣ୍ଡ ସହ ଶାରୀରିକ ସମ୍ପର୍କ ରଖୁଥିଲା, ମୁଁ ଜାଣିବା ପରେ…

ନମସ୍କାର ବନ୍ଧୁଗଣ, ଡିଜେ ଆର୍ଜେକ୍ସଙ୍କ ସନ୍ଦେହ ଜନକ mrutyu ପରେ ଏବେ ଖୋଲିଛି ବଡ ରହସ୍ୟ । ଯାହା ବର୍ତ୍ତମାନ ତାଙ୍କ mrutyu ଉପରୁ ପରଦା ଉଠାଇଛି । ଆର୍ଜେକ୍ସଙ୍କ ଗାର୍ଲଫ୍ରେଣ୍ଡ ଜିଜ୍ଞାସା ଯାଇ ଶା-ରଇରିକ ସ-ଅମ୍ପର୍କ ରଖୁଥିଲେ ତାଙ୍କ ବେଷ୍ଟଫ୍ରେଣ୍ଡ ରଶ୍ମୀଙ୍କ ସହ । ଯାହା ଏବେ ଘଟଣାକୁ ଏକ ନୂଆ ମୋଡ ଦେଇଛି । ଡିଜେ ଆର୍ଜେସ୍କଙ୍କ ଠାରୁ ଟଙ୍କା ନେଇ ଅଏସ କରୁଥିଲେ ବେଷ୍ଟଫ୍ରେଣ୍ଡ ସହ । ତେବେ କଣ ରହିଛି ଏହା ସମ୍ବନ୍ଧୀୟ ଆଉ କିଛି ଖବର ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ସୂଚନା ଅନୁଯାୟୀ ଡିଜେ ଆର୍ଜେସ୍କ ଭଲ ପାଉଥିବା ଝିଅ ଜିଜ୍ଞାସା ହାଇଟେକ ମେଡିକାଲ କଲେଜରେ ପଢୁଥିଲେ । ଆଉ ତାଙ୍କ ସହ ଆର୍ଜେସ୍କଙ୍କ ନିବିଡ ପ୍ରେମ ସମ୍ପର୍କ ମଧ୍ୟ ଥିଲା । ହେଲେ ଝିଅ ଜିଜ୍ଞାସା ଆର୍ଜେସ୍କକୁ dhoka ଦେଉଥିଲା । ଏଭଳି କିଛି କଥାର ଖୁଲାସା କରିଛନ୍ତି ଆର୍ଜେସ୍କଙ୍କ ବନ୍ଧୁ । ହେଲେ ଜିଜ୍ଞାସା ଏବଂ ଆର୍ଜେସ୍କଙ୍କ ମଧ୍ୟ ଫାଟକ ସୃଷ୍ଟି କରୁଥିଲା ଜିଜ୍ଞାସାର ବେଷ୍ଟଫ୍ରେଣ୍ଡ ରଶ୍ମୀ ରଞ୍ଜନ ରଣସିଂ ।

ଜିଜ୍ଞାସା ସବୁଆଡେ ଅଧ ଅଧାରାତିରେ ମଧ୍ୟ ତା ବେଷ୍ଟ ଫ୍ରେଣ୍ଡ ସହ ବୁଲିବାକୁ ଯାଏ ଓ ଶା-ରଇରିକ ସ-ଅମ୍ପର୍କ ମଧ୍ୟ ରଖେ । ଯାହାର ବାରଣ ଡିଜେ ଅର୍ଜେସ୍କ କରିବାଋ ଜିଜ୍ଞାସା ଅର୍ଜେସ୍କକୁ ବ୍ରେକପ କରିବା କଥା କହୁଥିଲା । ଜିଜ୍ଞାସାକୁ ଅର୍ଜେସ୍କ ଭଲ ପାଉଥିବାରୁ ତାଙ୍କୁ ନ ଛାଡି ତାଙ୍କୁ ବଦଳାଇବାର ପ୍ରୟାସରେ ଥିଲେ । ଆର୍ଜେସ୍କ ତାଙ୍କର ଜଣେ  ସାଙ୍ଗକୁ କହିଥିଲେ ଗୋଟିଏ ସେକେଣ୍ଡ ହୟାଣ୍ଡ ସ୍କୁଟି ମଧ୍ୟ ଦେଖିବା ପାଇଁ ।

କାରଣ ସ୍କୁଟି ତାଙ୍କୁ ଦେଲେ ହୁଏତ ସେ ଆଉ ରଶ୍ମୀ ସହ କୁଆଡେ ଯିବା ଆସିବ କରିବ ନାହିଁ ବୋଲି । କିନ୍ତୁ ଆର୍ଜେସ୍କଙ୍କୁ ଉଭୟ ରଶ୍ମୀ ଏବଂ ଜିଜ୍ଞାସା manasika ନି-ଇର୍ଯା-ତ-ଅନା ଦେବା ଅରମ୍ଭ୍ କରିଦେଲେ । ଜିଜ୍ଞାସାର ଯାହା ଦରକାର ଥିଲା ଆର୍ଜେସ୍କ ସେସବୁ କିଣି ଦେଉଥିଲେ । ହଜାର ହଜାର ଟଙ୍କା ଆର୍ଜେସ୍କ ଠାରୁ ଝଡାଇଛି ଜିଜ୍ଞାସା ।

ଜିଜ୍ଞାସା ପାଇଁ ସବୁକିଛି ଆର୍ଜେସ୍କ କରିବା ପରେ ମଧ୍ୟ ଜିଜ୍ଞାସା ଯାଇ ରଶ୍ମୀଙ୍କ ପାଖରେ ଶୋଉଥିଲା । ଯାହାକୁ ଆର୍ଜେସ୍କ ସହିପାରିନଥିଲେ ବୋଲି ଆର୍ଜେସ୍କଙ୍କ ସାଙ୍ଗ ମିଡିଆ ସାମ୍ନାରେ କହିଛନ୍ତି । ଆର୍ଜେସ୍କଙ୍କୁ manasika ନି-ଇର୍ଯା-ତ-ଅନା ବହୁତ ଅଧିକ ମିଳିବା କାରଣରୁ ସେ ନିଜ ଜୀବନ ହାରିବାର ନିଷ୍ପତି ନେଲେ । ଏହା ସମ୍ପର୍କରେ ଆପଣ ମାନଙ୍କ ମତାମତ କଣ ରହିବ ତାହା କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *