‘ଏମାନେ ଛୋଟ ବମ୍ ବଡା ଧମାକା …’ କାହାକୁ ଓ କାହିଁକି ଏପରି କହିଲେ ମିଟୁ ମିଥୁନ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଛୋଟ ପାକେଟ ବଡ ଧମାକା ! ତେବେ ନିଜର ମନ୍ତବ୍ୟ ପାଇଁ ଏବେ ଏବେ ଚର୍ଚାରେ ରହୁଥିବା କଳାକାର ହେଉଛନ୍ତି ମିଟୁ ମିଥୁନ ! ତେବେ ମିଟୁ ମିଥୁନ ଗଣ ମାଧ୍ୟମ ସାମ୍ନାରେ ଷ୍ଟାରର ଶୈଳେନ୍ଦ୍ର ଓ ଅନୁଭବ ମହାନ୍ତିଙ୍କୁ ନେଇ ଏପରି କିଛି କହିଛନ୍ତି । ତେବେ ମିଟୁ ମିଥୁନଙ୍କ କହିବା ଅନୁଯାଇ ଶୈଳେନ୍ଦ୍ର ହେଉଛି ଛୋଟ ପାକେଟ ବଡ ଧମାକା । ତେବେ ଶୈଳେନ୍ଦ୍ରଙ୍କୁ ନେଇ ମିଟୁ ମିଥୁନଙ୍କର ଏପରି କିଛି ପ୍ରତିକ୍ରିୟା ମିଳିଥିଲା ।

ଯେ ଶୈଳେନ୍ଦ୍ର ବହୁତ ହିଁ ଭଲ ଜଣେ କଳାକାର ଅଟନ୍ତି । ତାଙ୍କର ନିକଟ ଅତୀତରେ ରିଲିଜ ହୋଇଥିବା ଫିଲ୍ମ ଡେଲିଭରି ବୟ ଟି ବହୁତ ଭଲ ହୋଇଛି । ଆଗାମୀ ସମୟରେ ଆହୁରି ଭଲ ଭଲ ଫିଲ୍ମରେ ଶୈଳେନ୍ଦ୍ର ଭଲ ଅଭିନୟ କରି ନିଜର ଅଭିନୟ ଯାଦୁଗରୀ ସମସ୍ତଙ୍କୁ ଦେଖାଇବ । କାରଣ ଶୈଳେନ୍ଦ୍ର ପାଖରେ ସେମିତି ଦକ୍ଷତା ରହିଛି । ଏହା ସହ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ମଧ୍ୟ ମିଟୁ ମିଥୁନ ଗଣ ମାଧ୍ୟମ ନିକଟରେ କିଛି ପ୍ରତିକ୍ରିୟା ରଖିଛନ୍ତି ।

ତେବେ ତାଙ୍କ କହିବା ଅନୁଯାଇ ଅଭିନେତା ଅନୁଭବ ମହାନ୍ତି ତ ଓଡିଶାର ସୁପରଷ୍ଟାର ହିରୋ ।  ତାଙ୍କ ବିଷୟରେ ଯେତେ ପ୍ରଶଂଷା କରିଲେ ମଧ୍ୟ ସେତେ କମ୍ ପଡିଯିବ । ହେଲେ ଅନୁଭବ କଳାକାର ହିସାବରେ ଜଣେ ବହୁ ଉଚକୋଟିର କଳାକାର ଅଟନ୍ତି । ତାଙ୍କର ସମସ୍ତ ଫିଲ୍ମ ମୋତେ ଦେଖିବାକୁ ଭଲ ଲାଗିଥାଏ । ଆଗକୁ ଆସୁଥିବା ଗୋଟେ ବିଗ ବଜେଟ ଫିଲ୍ମ ଲଭ ୟୁ ଲଣ୍ଡନ ଫିଲ୍ମଟି ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁପାରିବ । ଏହା ସହିତ ଅଭିନେତା ଶୈଳେନ୍ଦ୍ରର ମଧ୍ୟ ଗୁଡୁ ଗ୍ଯାଙ୍ଗ ଷ୍ଟାର ଫିଲ୍ମ ଆସୁଛି ।

ଯେଉଁଥିରେ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ମଧ୍ୟ ନଜର ଆସିବା ପାଇଁ ଯାଉଛନ୍ତି । ଏହିପରି ଗୋଟିଏ ପରେ ଗୋଟିଏ ଭଲ ଭଲ ଓଡିଆ ଫିଲ୍ମ ଆସୁଥାଉ । ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏହିପରି ଉନ୍ନତି ହେଇଥାଉ । ଓଡିଆ ଫିଲ୍ମକୁ ବହୁତ ମାତ୍ରାରେ ଦର୍ଶକ ମାନଙ୍କର ଲୋକପ୍ରିୟତା ମିଳିଥାଉ ।

ତେବେ ସର୍ବଶେଷରେ ମିଟୁ ମିଥୁନ କହିଛନ୍ତି । ଯେ ଆମ ଭଳି କଳାକାର ମାନଙ୍କୁ ମଧ୍ୟ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଏହିପରି ଭାବେ ମିଳୁ । ଯାହା ଦ୍ଵାରା ଆମେମାନେ ମଧ୍ୟ ବହୁତ ଉପକୃତ ହେବୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *