‘ମୋ ଛୋଟିଆ ଭୁଲ ପାଇଁ ହାରିଲୁ ଆମେ, ଯଦି ମୁଁ ସେ…’ ମ୍ଯାଚ ହାରିବାର ଅସଲ କାରଣ କହିଲେ Rohit Sharma

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ ମ୍ଯାଚ ଅନୁଷ୍ଠିତ ହୋଇଥିଲା । ତେବେ ଭାରତର ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ନିଜର ଏପରି କିଛି ମନ୍ତବ୍ୟ ରଖିଛନ୍ତି କ୍ରିକେଟର ରୋହିତ ଶର୍ମା । ତେବେ କ୍ଯାପଟେନ ରୋହିତ ଶର୍ମାଙ୍କ କହିବା ଅନୁଯାଇ ମୋର ଏହି ଛୋଟିଆ ଭୁଲ ପାଇଁ ଆମେ ଭାରତୀୟ ଦଳ ହାରିଗଲୁ । ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମ୍ଯାଚରେ ନିଜର ଦମଦାର ପଦର୍ଶନ ଦେଖାଇ ଭାରତକୁ ପଛରେ ପକାଇ ବିଜୟ ହାସଲ କରିଲା ଅଷ୍ଟ୍ରେଲିଆ ଦଳ ।

ଏଥି ସହିତ ସିରିଜରେ ୧-୧ ରେ ସମାନ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ତେବେ ଚାଲିଥିବା ଏହି ମ୍ଯାଚରେ ଭାରତୀୟ ବ୍ୟାଟର ମାନଙ୍କୁ ପ୍ରଥମରୁ ହିଁ ନିଜର ଦମଦାର ବୋଲିଂରେ ଧୁଳି ଚଟାଇ ଦେଇଥିଲା ଟିମ ଅଷ୍ଟ୍ରେଲିଆ । ତେବେ ଭାରତ ଓ ଅଷ୍ଟ୍ରେଲିଆ ହୋଇଥିବା ମ୍ଯାଚରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ବାହାରିଥିଲା । ମାତ୍ର ୨୬ ଓଭର ଖେଳି ଅଲଆଉଟ ହୋଇ ୧୧୭ ରନର ଲକ୍ଷ ଛିଡା କରାଇଥିଆ ଅଷ୍ଟ୍ରେଲିଆ ଦଳର ବିପକ୍ଷରେ ।

ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦାଭ, ମହମଦ ସାମୀ ଓ ମହମଦ ସିରାଜ ଭାରତର ୪ ଜଣ ବ୍ୟାଟର ଶୂନ ରନ କରିଥିଲେ । ଯାହା ଫଳରେ ସେମାନେ ଆଉଟ ହୋଇଯାଇଥିଲେ । ତେବେ ଭାରତୀୟ ଟିମ ପକ୍ଷରୁ ଆଲ ରାଉଣ୍ଡର କ୍ରିକେଟର ଭିରାଟ କୋହଲୀ ସର୍ବାଧିକ ଅଧିକ ୩୧ ରନର ପାରି ଖେଳିଥିଲେ । ଏହା ସହିତ ଅକ୍ଷର ପଟେଲ ୨୯ ରନ ମାରିଛନ୍ତି । ତେବେ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚଲ ଷ୍ଟାର୍ଚ ନିଜର ଘାତକବୋଲିଂରେ ୫ ଟି ୱିକେଟ ନେଇଥିଲେ ।

୧୧୭ ରନର ଲକ୍ଷକୁ ଚେସ କରିବାକୁ ଯାଇ ୧୦ ୱିକେଟରେ ଭାରତୀୟ ଟିମକୁ ପଛରେ ପକାଇ ଅଷ୍ଟ୍ରେଲିଆ ଦଳ ସଫଳତା ହାସଲ କରିଥିଲା । ତେବେ ଗତ କାଲି ଭାରତ ଓ ଅଷ୍ଟ୍ରେଲିଆ ଉଭୟଦଳ ମଧ୍ୟରେ ହୋଇଥିବା ମ୍ଯାଚରେ ଭାରତୀୟ ଟିମ ପରାଜୟ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ଧୂଆଁଧାର ବିଜୟ ଲାଭ କରିଛି ।

ତେବେ ଭାରତୀୟ ଦଳର ପରାଜୟ ପାଇଁ ରୋହିତ ଶର୍ମା ନିଜର ଦୁଃଖ ମଧ୍ୟ ବ୍ୟକ୍ତ କରିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *