Jyotish Shastra- ମାର୍ଗଶୀର ମାସ ଶେଷ ଗୁରୁବାର ପର ଠାରୁ ମାତା ଲକ୍ଷ୍ମୀଙ୍କ କୃପାରୁ ଚମକିବ ଏହି ୮ଟି ରାଶିର ଭାଗ୍ୟ

ବନ୍ଧୁଗଣ ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧିରେ ପରିବର୍ତ୍ତନ କାରଣରୁ ସମସ୍ତ ବ୍ୟକ୍ତିମାନଙ୍କର ଜୀବନ ପ୍ରଭାବିତ ହୋଇଥାଏ । ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହ ମାନଙ୍କର ସ୍ଥିତି ଠିକ ରହିଥାଏ ତେବେ ତାହାର ଜୀବନ ଉପରେ ସକରାତ୍ମକ ପ୍ରଭାବ ପଡିଥାଏ । କିନ୍ତୁ ଯଦି ଗ୍ରହମାନଙ୍କର ସ୍ଥିତ ଠିକ ରୂପରେ ନ ଥାଏ ତେବେ ବ୍ୟକ୍ତି ମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେଥିପାଇଁ ବ୍ୟକ୍ତିମାନଙ୍କର ଜୀବନରେ ରାଶି ଓ ନକ୍ଷତ୍ର ମାନଙ୍କର ବହୁତ ମହତ୍ଵ ରହିଛି ।

ଜୌତିଷ ଶାସ୍ତ୍ର ର ଗଣନା ଅନୁସାରେ ମାର୍ଗଶୀର ମାସ ଶେଷ ଗୁରୁବାର ଅର୍ଥାତ ମାଣବସାର ଶେଷ ପାଳି ପର ଠାରୁ ୮ଟି ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଛି। ଯାହାଦ୍ୱାରା ଏହି ୮ଟି ରାଶିମାନଙ୍କର ଭାଗ୍ୟ ବଦଳିଯିବ ଏବଂ ଏମାନଙ୍କୁ ପ୍ରଚୁର ଧନ ଉପାର୍ଜନର ଉତ୍ତମ ମାଧ୍ୟମ ମିଳିଯିବ ।

ତେବେ ଆସନ୍ତୁ ଜାଣିବା ଏହି ୮ଟି ରାଶିମାନଙ୍କର ମଧ୍ୟରୁ କେଉଁ ରାଶିମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଛି । ଏହି ରାଶିର ଲୋକମାନଙ୍କୁ ମାତା ଲକ୍ଷ୍ମୀଙ୍କ କୃପାରୁ ଭାଗ୍ୟର ପୂରା ସହଯୋଗ ମିଳିବ ଓ କମ୍ପାନୀ ତରଫରୁ ବିଦେଶ ଯାତ୍ରା କରିବାର ଯୋଗ ମଧ୍ୟ ଅଛି । ଏହା ଦ୍ଵାରା ଆପଣମାନେ ବହୁତ ଲାଭ ମଧ୍ୟ ପାଇବେ । ନିଜର ବୁଦ୍ଧିମତ୍ତା କାରଣରୁ ଆପଣ ଅଧିକ ଧନ ଉପାର୍ଜନ ମଧ୍ୟ କରିବେ ।

ଶିଳ୍ପ ,ବାଣିଜ୍ୟ,ପରିବହନ, ନିର୍ମାଣ ଓ ବ୍ୟବସାୟିକ କ୍ଷେତ୍ରରେ ଆପଣ ଅଧିକ ଲାଭଦାୟକ ଫଳ ପାଇବେ । ଏହି ରାଶିର ଲୋକମାନଙ୍କୁ ମାତା ଲକ୍ଷ୍ମୀଙ୍କ କୃପାରୁ ଜୀବନର ଉନ୍ନତିର ନୂତନ ବାଟ ମିଳିବ । ବ୍ୟବସାୟ ଓ ଅଫିସ କ୍ଷେତ୍ରରେ ସନ୍ତୁଷ୍ଟ ରହିବେ। ଅଫିସର ଓ ସହକର୍ମମାନେ ଆପଣଙ୍କ କାମର ପ୍ରସଂଶା କରିବେ । ପ୍ରିୟଲୋକ ଓ ବନ୍ଧୁବାନ୍ଧବଙ୍କ ସହିତ ସମ୍ପର୍କ ଭଲ ରହିବ ।ଅଧିକ ପରିଶ୍ରମ କରିବା ଦ୍ୱାରା ଆପଣ ଅଧିକ ଅର୍ଥ ଲାଭ କରିପାରିବେ ।

ବହୁତ ଦିନରୁ ଲାଗିରହିଥିବା ଚନ୍ତା ଓ ବିବାଦରୁ ଆପଣଙ୍କୁ ମୁକ୍ତି ମିଳିବ। ଏହି ରାଶିର ଲୋକମାନଙ୍କୁ ମାତା ଲକ୍ଷ୍ମୀଙ୍କ କୃପାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ମିଳିବ । ପ୍ରେମି ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନରେ ସୁଖର ନୂତନ ମାର୍ଗ ମିଳିବ ।

ଶିକ୍ଷା କ୍ଷେତ୍ରରେ ଆପଣ ଉନ୍ନତି କରିବେ । ପରିବାରରେ ଧାର୍ମିକ କାର୍ଯ୍ୟ ଓ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ । ଏହି ରାଶିର ଲୋକମାନଙ୍କୁ ମାତା ଲକ୍ଷ୍ମୀଙ୍କ କୃପାରୁ ବ୍ୟବସାୟୀରେ ଉଚିତ୍ ଲାଭ ପାଇପାରିବେ। କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିବେ । ଯାତ୍ରା କରିବା ସମୟରେ ଶୁଭ ଖବର ଶୁଣିବାକୁ ମିଳିପାରେ । ଘରେ ନୂତନ ବସ୍ତୁ କ୍ରୟ କରିପାରନ୍ତି । ପ୍ରେମ ସମ୍ପର୍କରେ ଅଧିକ ଘନିଷ୍ଠତା ଆସିପାରେ ।ଆସନ୍ତୁ ଜାଣିବା ଏହି ୮ଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ।

ପ୍ରଥମେ ହେଉଛନ୍ତି ବୃଷ ରାଶି , ଦ୍ବିତୀୟ ରାଶି ଟି ହେଉଛି ଧନୁ ରାଶି, ତୃତୀୟ ରାଶି ଟି ହେଉଛି ସିଂହ ରାଶି ,ଚତୁର୍ଥ ରାଶି ଟି ହେଉଛି ମୀନ ରାଶି , ପଞ୍ଚମ ରାଶି ଟି ହେଉଛି ବିଛା ରାଶି , ଷଷ୍ଠ ରାଶି ଟି ହେଉଛି ମକର ରାଶି , ସପ୍ତମ ରାଶି ଟି ହେଉଛି କୁମ୍ଭ ରାଶି , ଅଷ୍ଟମ ରାଶି ଟି ହେଉଛି ମିଥୁନ ରାଶି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *