ମନୁଷ୍ୟ ଏହି 3 ଟି କାରଣ ଯୋଗୁ କାଙ୍ଗାଳ ହୋଇଥାଏ ? ଏପରି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ, ନଚେତ ଭୟଙ୍କର ଗରିବୀ ଆସିଥାଏ…

ବନ୍ଧୁଗଣ ଘରେ ପ୍ରତିଦିନ ଘଟୁଥିବା କାର୍ଯ୍ୟ ମାନଙ୍କରେ କିଛି ନ କିଛି ସଂକେତ ଲୁଚି ରହିଥାଏ । ତେବେ ଯେଉଁ ବ୍ୟକ୍ତି ଏହି ସବୁ ସଂକେତ ବିଷୟରେ ବୁଝିନେଇଥାଏ । ତେବେ ସେହି ବ୍ୟକ୍ତି ଭବିଷ୍ୟତରେ ଆସିବାକୁ ଥିବା ପରିସ୍ଥିତି ସହ ସାମ୍ନା କରିବାକୁ ଆଗରୁ ସଚେତନ ହୋଇ ମଧ୍ୟ ରହିପାରେ । ଯେଉଁ ଘରେ ଦରିଦ୍ରତା ଆସିବାକୁ ଥାଏ । ସେହି ଘରକୁ କିଛି ପୂର୍ବରୁ ଏପରି ସଂକେତ ମିଳିବାକୁ ଲାଗିଥାଏ ।

1- ଯେତେବେଳେ ଘରକୁ କୌଣସି ବିପଦ ଆସିବାକୁ ଥାଏ । ତେବେ ସେହି ବିପଦର ପ୍ରଭାବ ପ୍ରଥମେ ଘରର ତୁଳସୀ ଗଛ ଉପରେ ପଡିଥାଏ । ତୁଳସୀ ଗଛକୁ ଭଲ ଭାବେ ପାଣି ଦେଉଥିଲେ ମଧ୍ୟ ସେ ଅଚାନକ ଭାବେ ଶୁଖିଯାଇଥାଏ । ଯାହା ଦ୍ଵାରା ଘରକୁ କିଛି ଆର୍ଥିକ ସଙ୍କଟ ବା କିଛି ବିପଦ ଆସିବାକୁ ଯାଉଛି ବୋଲି ଜଣା ପଡିଯାଇଥାଏ ।

ତୁଳସୀ ଗଛ ବ୍ଯତୀତ ଯଦି ଘରେ ଲଗାଇଯାଇଥିବା ଅନ୍ୟ ବୃକ୍ଷ ମଧ୍ୟ ପାଣି ଦେବା ସତ୍ବେ ମଧ୍ୟ ଶୁଖିଯାଉଥାଏ । ତେବେ ଏହା ବି ଅଶୁଭତ୍ଵର କାରଣକୁ ଦର୍ଶାଇଥାଏ । ତେବେ ଏଭଳି ଶୁଖିଯାଉଥିବା ଗଛକୁ ତୁରନ୍ତ ଉପାଡି ଜଳରେ ଭସାଇ ଦିଅନ୍ତୁ ।

2- ଘରେ ବ୍ୟବହାର କରୁଥିବା ଝାଡୁ ପ୍ରତି ସବୁବେଳେ ଧ୍ୟାନ ରଖିବା ଉଚିତ । କାରଣ ଘରର ଝାଡୁକୁ ଘରର ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନାଯାଇଥାଏ । ଝାଡୁକୁ କେବେ ଠିଆ କରି ଅନ୍ୟ ମାନଙ୍କ ନଜରରେ ରଖନ୍ତୁ ନାହିଁ । ଝାଡୁକୁ ବାହାର ଲୋକଙ୍କର ନଜରରୁ ସବୁବେଳେ ଲୁଚାଇ ରଖନ୍ତୁ । ଝାଡୁରେ ଭୁଲରେ ବି ଗୋଡ ବଜାନ୍ତୁ ନାହିଁ । ଏହା ଦ୍ଵାରା ମା’ ଲକ୍ଷ୍ମୀକର ଅପମାନ ହୋଇଥାଏ । ଯାହା ଦ୍ଵାରା ଘରର ଗରିବୀ ଆସିଥାଏ ।

3- ଯଦି ଘରେ ବାରମ୍ବାର କ୍ଷୀର ଉତୁରି ତଳେ ପଡୁଥାଏ । ତେବେ ଏହାକୁ ଅଶୁଭ ଲକ୍ଷଣ ମନାଯାଇଥାଏ । କାରଣ କ୍ଷୀର ବାରମ୍ବାର ଉତୁରିବା ଦ୍ଵାରା ଘରର ଅଯଥା ଖର୍ଚ ବୃଦ୍ଧି ହୋଇଯାଇଥାଏ । 4- ଯଦି ଘରର ବ୍ୟକ୍ତି କୌଣସି କାମରେ ବାହାରକୁ ଯାଇ ଫେରିବା ବେଳେ ଘରର ମୁଖ୍ୟଦ୍ଵାରର କବାଟ ପାଖରେ ଝିଟିପିଟି ଦେଖିବାକୁ ମିଳିଥାଏ । ତେବେ ଆପଣଙ୍କ ଖରାପ ସମୟ ଆସିବା ପାଇଁ ଯାଉଛି ବୋଲି ସୂଚନା ମିଳିଥାଏ । ତେଣୁ ସେହି ସମୟ ଠାରୁ ବ୍ୟକ୍ତି ସାବଧାନ ହୋଇ ରହିବା ଦରକାର ।

5- ମହିଳାଙ୍କର ବାମ ଆଖି ଡେଇଁବା ଶୁଭ ହୋଇଥିବା ବେଳେ ଡାହାଣ ପଟ ଆଖି ଡେଇଁବାକୁ ଅଶୁଭ ବୋଲି ମନାଯାଇଥାଏ । ତେବେ ଏହି ସବୁ କଥା ଉପରେ ବ୍ୟକ୍ତି ଧ୍ୟାନ ରଖି ସାବଧାନୀ ସହ ଚଳିବା ଉଚିତ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *