ତୁଳସୀ ବୃକ୍ଷର ମାଟି ବ୍ୟକ୍ତିକୁ ବନାଇବ ରାତାରାତି କୋଟିପତି ! ଚୁପଚାପ କାହାକୁ ନଜଣାଇ ତୁଳସୀ ମାଟିରେ କରନ୍ତୁ ଏହି ଉପାୟ !

ପ୍ରଚଳିତ ଗ୍ରନ୍ଥ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ପୃଥିବୀରେ ପଡିଥିଲା । ସେଥିରୁ ତୁଳସୀ ଗଛର ଉତ୍ପତ୍ତି ହୋଇଥିଲା । ବ୍ରହ୍ମଦେବ ସେହି ତୁଳସୀକୁ ଭଗବାନ ନାରାୟଣଙ୍କୁ ସମର୍ପଣ କରିଦେଇଥିଲେ । ସବୁ ହିନ୍ଦୁଧର୍ମର ଲୋକ ମାନଙ୍କ ଘର ଅଗଣାରେ ନିହାତି ଭାବେ ତୁଳସୀ ଗଛ ରହିଥାଏ । ଏହି ଗଛକୁ ଲୋକମାନେ ପ୍ରତିଦିନ ଦର୍ଶନ କରିଥାନ୍ତି । ତେବେ ତୁଳସୀ ଗଛର ଅନେକ ମହତ୍ଵ ରହିଛି । ତେବେ ଏହି ତୁଳସୀକୁ ନେଇ ଏଭଳି ଏକ ଉପାୟ ରହିଛି ଯାହା ବିଷୟରେ ଏଠାରେ ଆମେ ଆପଣଙ୍କୁ କହିବୁ ।

ଯେଉଁ ଉପାୟକୁ ନିଷ୍ଠାର ସହ କରିବା ଦ୍ଵାରା ଭାଗ୍ୟ ସଂପୂର୍ଣ୍ଣ ରୂପେ ବଦଳିଯାଇଥାଏ । ବ୍ୟକ୍ତି ଜୀବନରେ ଖୁସିର ସମୟର ଆଗମନ ହୋଇଥାଏ । ଯେଉଁ ଘରେ ତୁଳସୀ ଗଛ ରହିଥାଏ । ସେହି ଘରେ ଆଧ୍ୟତ୍ମିକ ଉନ୍ନତି ହୋଇଥାଏ । ଏଥିସହ ସେହି ଘରେ ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ । ପ୍ରତିଦିନ ତୁଳସୀ ମା’ ଙ୍କର ଦର୍ଶନ ଦ୍ଵାରା ମନ ପ୍ରଫୁଲ୍ଲିତ ରହିବା ସହ ଦିନଟି ମଧ୍ୟ ଭଲରେ ଯାଇଥାଏ ।

ସକାଳେ ଓ ସନ୍ଧ୍ୟା ସମୟରେ ଯେଉଁ ବ୍ୟକ୍ତି ତୁଳସୀ ମା’ ଙ୍କର ନିଷ୍ଠାର ସହ ପୂଜା କରୁଥାଏ । ସେହି ବ୍ୟକ୍ତି ଉପରେ ମା’ ବୃନ୍ଦାବତୀଙ୍କର ସଦା ସର୍ବଦା ଆଶ୍ରୀବଡ ରହିଥାଏ । ତେବେ ଏଥିସହ ପ୍ରଭୁ ନାରାୟଣ ଓ ମା’ ଲକ୍ଷ୍ମୀଙ୍କ ଶୁଭଦ୍ରୁଷ୍ଟି ସେହି ଘରେ ରହିଥାଏ । ତୁଳସୀ ଲାଗିଥିବା ମାଟିରେ ସମସ୍ତ ତୀର୍ଥ ରହିଥାଏ ବୋଲି ମାନ୍ୟତା ରହିଛି ।

ତୁଳସୀର ମୂଳରେ ମା’ ଲକ୍ଷ୍ମୀଙ୍କର ବାସ ମଧ୍ୟ ହୋଇଥାଏ । ତେବେ ତୁଳସୀ ବୃକ୍ଷ ଦ୍ଵାରା କରାଯାଉଥିବା ଉପାୟ କିଛି ଏଠାରେ କହିବୁ । ତୁଳସୀ ପତ୍ର ସହ ଯଦି ଲଡୁ 1 ମାସ ପର୍ଯ୍ୟନ୍ତ ପ୍ରଭୁ ହନୁମାନଙ୍କୁ ଚଢାଯାଇଥାଏ । ତେବେ ସେହି ବ୍ୟକ୍ତିର କୌଣସି ମଧ୍ୟ ମନବାଞ୍ଛା ବହୁତ ଶୀଘ୍ର ପୂରଣ ହୋଇଥାଏ ।

2- ତୁଳସୀ ବୃକ୍ଷର ତୁଳସୀ ମଞ୍ଜରୀ ଝଡିବା ଦ୍ଵାରା ବ୍ୟକ୍ତିର ଅନେକ ପ୍ରକାର ସମସ୍ଯା ଦୂର ହେବାକୁ ଲାଗିଥାଏ । ତୁଳସୀ ମୂଳରୁ ଅଳ୍ପ ମାଟି ଓ ତୁଳସୀ ବୃକ୍ଷରୁ ଝଡିପଡିଥିବା କିଛି ପତ୍ର ଏବଂ ଅଳ୍ପ ମଞ୍ଜରୀ ଏହି 3 ଟି ଜିନିଷକୁ ସ୍ନାନ କରୁଥିବା ପାଣିରେ ଅଳ୍ପ ପକାଇ ଯେଉଁ ବ୍ୟକ୍ତି ସ୍ନାନ କରିଥାଏ । ତେବେ ସେହି ବ୍ୟକ୍ତି ଜୀବନରେ ଥିବା ସମସ୍ତ ଦୋଷ ଦୂର ହୋଇଯାଇଥାଏ ।

ଏପରି ବ୍ୟକ୍ତି ନିଜ ଜୀବନରେ ବହୁତ ଆଗକୁ ବଢି ଉନ୍ନତିର ଗୋଟେ ପରେ ଗୋଟେ ସୋପାନ ଚଢିଥାଏ । ଯାହା ସେହି ବ୍ୟକ୍ତିକୁ ବହୁତ ଶୀଘ୍ର ସଫଳତା ଦେଇଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *