ମନ୍ତୁରା ପାଣି ପିଆଇ ମୋତେ ବଶ କରି ନେଇଥିଲେ ମୌଲବୀ, ବାସ୍ତୁଦୋଷ ଦୂର କରିବା ବାହାନାରେ ଘରକୁ ଆସିଲେ, ଆଉ ତା’ ପରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋତେ ପାଣି ପିଆଇ ବଶ କରିଦେଇଥିଲା । ତେବେ ସୂଚନା ମୁତାବିକ ଜଣେ ମୌଲବୀ ବାବାଙ୍କ ନାମରେ ଏପରି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ମହିଳା । ଯେଉଁଠାରେ କି ଗଣ ମାଧ୍ୟମ ସାମ୍ନାରେ ମୁହଁ ଖୋଲି ମହିଳା ଜଣଙ୍କ କହିଛନ୍ତି । ଆମ ଘରର କିଛି ବାସ୍ତୁ ଦୋଷ ରହିଥିଲା । କିଛି ଅସ୍ଵାଭାବିକ ଘଟଣା ଘଟିବା ଦ୍ଵାରା ଆମେ ଜଣେ ବାବାଙ୍କର ଶରଣାପର୍ଣ୍ଣ ହୋଇଥିଲୁ । ହେଲେ ବାବା ଜଣଙ୍କ ଆମ ଠାରୁ ୬୨ ଲକ୍ଷ ଟଙ୍କାର ଲୁଟ୍ କରିନେଇଛନ୍ତି ।

ଯାହା ପାଇଁ ଆମ ଘରେ ବର୍ତ୍ତମାନ ସମୟରେ ବହୁ ପ୍ରକାର ଅଶାନ୍ତିକର ପରିବେଶ ଦେଖିବାକୁ ମିଳିଛି । ଆମେ ଘର ସମସ୍ଯା କିଛି ଥିବାରୁ ଆମର ଜଣେ ଡ୍ରାଇଭରଙ୍କ ଯୋଗେ ସେହି ମୌଲବୀ ବାବାଙ୍କ ସହିତ ସାକ୍ଷାତ ହୋଇଥିଲା । ସେଠାରେ ବାବାଙ୍କ ସହିତ ଆମେ ଘରର ସବୁ ସମସ୍ଯା ଖୋଲିକି କହିଥିଲୁ । ସେଥିପାଇଁ ସେ ବାବା ଆମ ଘରକୁ ଆସିଥିଲେ । ଏହା ସହିତ ଘରକୁ ଆସି ଘରର ସ୍ଥିତି ଅନୁଧ୍ୟାନ କରିଥିଲେ । କଣ ଘରର ସମସ୍ଯା ହୋଇଛି ।

ଏହା ସହିତ ସମସ୍ଯାର ସମାଧାନ ପାଇଁ କେଉଁ ସବୁ ଉପଚାର ହେବ । ତାହା ମଧ୍ୟ ଆମକୁ କହିଥିଲେ । ହେଲେ ତାହାରି ମଧ୍ୟରେ ସେହି ଠକ ବାବା ଜଣଙ୍କ ମୋତେ କିଛି ଗୋଟେ ପାଣି ପିଇବାକୁ ଦେଇଥିଲେ । ଯାହାକୁ ମୁଁ ବିଶ୍ବାସ କରିକି ସେହି ସମୟରେ ସେବନ କରିଦେଇଥିଲି । ହେଲେ ସେହି ପାଣିର ପ୍ରଭାବରେ ସେହି ବାବା ମୋ ଠାରୁ ଏତେ ମାତ୍ରାରେ ଟଙ୍କା ଠକେଇ କରିଲା । ମୋତେ କିଛି ମଧ୍ୟ ଜଣା ପଡିଲା ନାହିଁ ।

ଆଜି ଏହି ଶୁଦ୍ଧି କାଲି ସେହି ପ୍ରକାର ଶୁଦ୍ଧି ହେବ କହି କହି ଟଙ୍କା ଲୁଟିବା ଆରମ୍ଭ କରିଦେଲା । ତାପରେ ଏହିପରି ଭାବରେ ଲକ୍ଷେ କି ୨ ଲକ୍ଷ ନୁହେଁ । ସର୍ବମୋଟ ଉପରେ ୬୨ ଲକ୍ଷ ଟଙ୍କାର ଲୁଟ ବାବା ଜଣଙ୍କ ମୋ ଠାରୁ କରିନେଲା । ତେଣୁ ମୁଁ ଗଣ ମାଧ୍ୟମ ସାମ୍ନାରେ ସେହି ବାବାର ଅସଲୀ ପରିଚୟ ଲୋକଙ୍କ ସାମ୍ନାରେ ଖୋଲି ସବୁ କହି ଦେବା ପାଇଁ ଚାହେଁ ।

କାରଣ ମୋ ଭଳି ବହୁତ ଲୋକଙ୍କୁ ମଧ୍ୟ ମିଛ କଥା କହି ଏହିପରି ଭାବେ ସେହି ବାବା ଟଙ୍କା ଲୁଟ ମଧ୍ୟ କରିଥାଇପାରେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *