ଲୁନା ଗାଡି ହେଇକି ହାଇୱା ଉପରେ ଆଖି ପକାଉଥିଲେ, ଭାରି ନୁଙ୍ଗୁଡା ଥିଲେ, ଏବେ ମରିଗଲେ ସେ ବଡ ଅଭିନେତା, କାହିଁକି ଏମିତି କହିଲେ ଅଭିନେତ୍ରୀ ?

ନମସ୍କାର ବନ୍ଧୁଗଣ , ‘ ମୋ ରାଗ ଚିଡିଲା , ମୁଁ ତାଙ୍କୁ କହିଲି ଲୁନାଗାଡି ହେଇକି ହ୍ୱାଇବା ଗାଡି ଉପରେ କାହିଁକି ଆଖିପକାଉଛ ” । ଏଭଳି କିଛି ବିଷୟ କହିଛିନ୍ତି ୟୁଟୁବ ଅଭିନେତ୍ରୀ ନଳିନୀ । ତାଙ୍କ କହିବା କଥା ଅନୁସାରେ ଇଣ୍ଡର୍ଷ୍ଟିକୁ ଆସିବା ପୂର୍ବରୁ ବହୁତ ଗୁଡାଏ କଠିନ ପରିସ୍ଥିତିରେ ସମୁଖୀନ ହେବାକୁ ପଡିଥାଏ । ସିନେମା ଜଗତରେ ପାଦ ଦେବା ପାଇଁ କରିବାକୁ ପଡିଥାଏ ସଙ୍ଗର୍ଷ  ଏବଂ ଡାଇରେକ୍ଟୋର, ପ୍ରୋଡକ୍ଶନ ଏଭଳି ସମସ୍ତକୁ ଖୁସି କରିବାକୁ ପଡେ ତା ‘ ପରେ ଯାଇ ମିଳିଥାଏ ସଫଳତା ।

ଅଭିନେତ୍ରୀ ନଳିନୀଙ୍କ କହିବା ଅନୁଯାୟୀ ତାଙ୍କୁ ମଧ୍ୟ ଇଣ୍ଡର୍ଷ୍ଟିକୁ ଆସିବା ପୂର୍ବରୁ କରିବାକୁ ପଡିଥିଲା କିଛି ଅକୁହା ପରିସ୍ଥିତିର ସାମନା  । ସେ କହିଛନ୍ତି ସେ କେବେ ସେହି ଲାଇନ ଯିବାକୁ ଇଛା କରିଥିଲେ ତେବେ ଜଣେ ଚିହ୍ନ ପରିଚୟ ଯୁବକ ତାଙ୍କ ନାଁ ଦିଲିପ । ଦିଲିପ ତାଙ୍କୁ ଅଭିନୟ ଦୁନିଆରେ ନେଇକି ଯିବା କଥା କହି ତାଙ୍କ ଭେଟ କରାଇଥିଲେ ମିଶ୍ର ବାବୁଙ୍କ ସହିତ ।

ଯେବେ ଅଭିନେତ୍ରୀ ନଳିନୀ କାମ ପାଇବା ଆଶା ତାଙ୍କ -ପାଖକୁ ଭେଟ କରିବାକୁ ଯାଇଥିଲେ । ସେହି ଇଣ୍ଡର୍ଷ୍ଟି ର ବ୍ୟକ୍ତି ଜଣକ ତାଙ୍କୁ ଅଭଦ୍ର ବ୍ୟବାହର ଓ ଅପଚାରିବା ପ୍ରଶ୍ନ ପଚାରିବା ଯୋଗୁ ନଳିନୀ ତାହାକୁ ସହ କରିନପାରି ତାଙ୍କୁ ମୁହଁ ଜବାବ ଦେଇଥିଲେ । ତାଙ୍କ କଥା ଶୁଣି ମିଶ୍ରବାବୁ ଜଣକ ହବାକ ହେଇଯାଇଥିଲେ । ନଳିନୀ ଆଉ ଏକ ଭାରି ନୁଙ୍ଗୁଡା ଦିଗବିଜୟୀ ଅଭିନେତାଙ୍କ ବିଷୟରେ କହିଛନ୍ତି ।

ସେ ତାଙ୍କ ନାଁ  କୁ କହିବାକୁ ଇଛା ପ୍ରକାଶ କରିନଥିଲା ବେଳେ ଗତବର୍ଷ ତାଙ୍କ ମୃତ୍ୟୁ ହେଇଥିବା କଥାକୁ କହିଥିଲେ । ଏତ ବ୍ୟତୀତ ଦିନେ ସେହି ଦିଗ୍ବିଜୟୀ ଅଭିନେତା ତାଙ୍କୁ ଡାକି କି କହିଥିଲେ ତୁହି ମୋ ଦୁଃଖ ବୁଝିବୁ । କାରଣ ତୁ ଜାଣିଛୁ ମୁଁ ଏକେଲା ମୋର କେହି ନାହିଁ । ମାତ୍ର ନଳିନୀ ସେହି କଥା ନେଇ ସବୁ ଇଉନିଟ କହିଦେଇଥିଲେ । ନଳିନୀ ଏଭଳି ପରିସ୍ଥିତି ରେ ନିଜ ନୁହାଇ ନ ଥିଲେ ।

ସେ ଆହୁରି ମଧ୍ୟ କହୁଥିଲେ କି ଏପରି ସଙ୍ଗର୍ଷ ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । କିଛି ଲୋକମାନେ କହିଥାନ୍ତି କି ଏମିତି କିଛି ନ ଥାଏ , ମାତ୍ର ତାହା ପୁରାପୁରି ମିଛ ବୋଲି କହିଲେ ଅଭିନେତ୍ରୀ ନଳିନୀ । ତେବେ ଏହି ଖବର କୁ ଆପଣଙ୍କ ମତ କଣ ନିଶ୍ଚୟ ଆମକୁ କମେଣ୍ଟ କରି ଜଣାନ୍ତୁ । ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *