ମନ୍ତ୍ରୀ ପୁଅଙ୍କ ଜଘନ୍ୟ କାଣ୍ଡ ! ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହେଇଯିବ….

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ  ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଖବର ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଖସିଗଲା ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ । ଦୁଉଷ୍କଷର୍ମ ଅଭିଯୋଗରେ ବାନ୍ଧିବାକୁ ଯାଇଥିଲା ଦିଲ୍ଲୀ ପୋଲିସ । ନମିଳିବାରୁ କାନ୍ଥରେ ନୋଟିସ ମାରି ଫେରିଲା । ରାଜସ୍ଥାନ ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ ରୋହିତ ଜୋଶୀଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ତାଙ୍କ ଉପରେ ଦୁଉଷ୍କଷର୍ମ ଅଭିଯୋଗ ଆଣିଛନ୍ତି ଜଣେ 23 ବର୍ଷୀୟ ଯୁବତୀ । ବିବାହ ପ୍ରତିଶୃତି ଦେଇ ରୋହିତ ତାଙ୍କ ଶାରୀରିକ ଶୋଷଣ କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି ।

ଏନେଇ ସେ ଦିଲ୍ଲୀ ପୋଲିସରେ ଅଭିଯୋଗ ମଧ୍ୟ ଦାଖଲ କରିସାରିଛନ୍ତି । ସେହି ଅଭିଯୋଗକୁ ଆଧାର କରି 0 ଏଫଆଇଆର ଆଧାରରେ ରୋହିତଙ୍କୁ ପଚରା ଉଚରା କରିବାକୁ ଦିଲ୍ଲୀ ପୋଲିସର ଏକ ଟିମ ରାଜସ୍ଥାନ ଯାଇଥିଲା । ଦିଲ୍ଲୀ ପୋଲିସ ମନ୍ତ୍ରୀଙ୍କ ଦୁଇଟି ବାସ ଭବନର ତଲାସି ନେଇଥିଲା । ହେଲେ ପୋଲିସ ହାତରେ ଲାଗି ନଥିଲେ ରୋହିତ । ପୂର୍ବରୁ ସୂଚନା ପାଇ ସେ ଫେରାର ହୋଇଯାଇଥିଲେ । ଶେଷରେ ମନ୍ତ୍ରୀଙ୍କ ଘର ଆଗରେ ସମନର ନୋଟିସ ଲଗାଇ ଫେରିଛି ଦିଲ୍ଲୀ ପୋଲିସ ।

ଆସନ୍ତା 18 ତାରିଖ ସୁଧା ହାଜର ହେବାକୁ ସମନରେ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ମନ୍ତ୍ରୀଙ୍କ ପୁଅ ନିର୍ଦୋଷ ତା ହେଲେ ସେ କାହିଁକି ଫେରାର ହେଇଗଲେ । ପୋଲିସ ନିର୍ଦୋଷ ହେବାର ପ୍ରମାଣ ନ ଦେଇ ଏଭଳି ଫେରାର ହେଇଯିବା ଘଟଣାକୁ ଦେଇଛି ଏକ ନୂଆ ମୋଡ । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *