Odia Jokes-ଗୋଟିଏ ଯୁବକର ବାହାଘର ହେଲା ଓ ସେ 3 ମାସ ପରେ ହିଁ ଗୋଟିଏ ପିଲାର ବାପା ହେଇଗଲା ଓ ସ୍ତ୍ରୀକୁ ପଚାରିଲା ଏ ତୋର ୩ ମାସରେ…

ହସିବାର ଏକ ଅଲାଗ ହିଁ ମଜା ଅଛି | କିନ୍ତୁ କିଛି ଲୋକ ଏହି ସୁଯୋଗ ପାଆନ୍ତି ନାହିଁ | ସେମାନେ ସେମାନଙ୍କର ଦୈନଦିନ ଜୀବନରେ ଏତେ ବ୍ୟସ୍ତ ରୁହନ୍ତି ଯେ ହସିବାର ସମୟ ନାହିଁ | ସେଇଠି ଆଉ କିଛି ଲୋକ ନିଜ ଜୀବନର ଦୁଃଖ କାରଣରୁ ଚିନ୍ତିତ ରୁହନ୍ତି । ଏହି ପରିସ୍ଥିତିରେ ଜୋକ୍ସ ବହୁତ କାମରେ ଆସିଥାଏ | ଏଗୁଡିକ ଆପଣଙ୍କ ମୁଡ କୁ ଫ୍ରେସ କରିବାରେ ମାହିର ହୋଇଥାନ୍ତି | ଏଗୁଡିକ ପଢିବା ପରେ ଆପଣ ଏକଦମ ରିଲାକ୍ସ ଅନୁଭବ କରନ୍ତି | ବାସ ଏହି କାରଣରୁ ଆମେ ଆପଣଙ୍କ ପାଇଁ ପୁଣି କିଛି ନୂଆ ଜୋକ୍ସ ନେଇ ଆସିଛୁ । ଗୋଟିଏ ବସ ଘାଇରେ ଗାଳି ପଡିଲା ।

୧. ଗୋଟିଏ ଝିଅ ଶୁନଶାନ ସଡକରେ ଏକୁଟିଆ ଠିଆ ହେଇଛି

ଅଚାନକ ଏକ ବାଇକ ବାଲା ଆସିଲା ।

ପୁଅ- ଲିଫ୍ଟ ଦରକାର ??

ଝିଅ – ଓକେ

ପୁଅ- ତା’ ବଦଳରେ ମତେ କଣ ମିଳିବ

ଝିଅ- ଯାହା ତୁମେ ଚାହିଁବ

ପୁଅ- ଓକେ ୧୦୦ ଟଙ୍କାର ପେଟ୍ରୋଲ ପକେଇଦବ ।

ଝିଅ- ଚଲ ହଟ, ପଳା ଏଠୁ

ଓ ହୋଃ କି ମହଙ୍ଗା ଜମାନା

୨ – ସନ୍ତାର ପୁଅର ଆକ୍ସିଡେଣ୍ଟ ହୋଇଗଲା

ଡାକ୍ତର – ଆପଣଙ୍କ ପୁଅର ୨ ଟା ଗୋଡ କାଟିବାକୁ ପଡିବ

ସନ୍ତା ନିଜର ମୁଣ୍ଡକୁ ଧରି ନେଲା

ଡାକ୍ତର – କଣ ହେଲା ??

ସନ୍ତା – କାଲି ହିଁ ମୂର୍ଖକୁ ନୂଆ ଚପଲ ଦେଇଥିଲି…….

୩– ମୋତିଲାଲ ସେଠ ନିଜ ମୋଟପା କାରଣରୁ

ବିରକ୍ତ ହୋଇ ଡାକ୍ତର ପାଖକୁ ଗଲା

ସେଠ – ଡାକ୍ତର ଏହି ପେଟର ଚର୍ବିର କିଛି କରନ୍ତୁ

ଡାକ୍ତର – ଏହାର କେବଳ ଗୋଟିଏ ହିଁ ଚିକିତ୍ସା ଅଛି

ସେଠ – ତାହା କଣ ଡାକ୍ତର ବାବୁ

ଡାକ୍ତର – ତୁମେ ସବୁବେଳେ ଦୁଇଟି ରୁଟି ଖାଅ

ଶେଠ – ଏହି ଦୁଇଟା ରୁଟି ଖାଇବା ଆଗରୁ ନ ଖାଇବା ପରେ ??……

୪. ଶିକ୍ଷକ: ବିଜୁଳି କେଉଁଠୁ ଆସେ ।

ଛାତ୍ର: ମାମୁଁ ଙ୍କ ଘରୁ,

ଶିକ୍ଷକ: ଏହା କେମିତି ।

ଛାତ୍ର: ଯେତେ ବେଳେ ବି ବିଜୁଳି ଚାଲିଯାଏ ବାପା କୁହନ୍ତି କାଟିଦେଲେ ଶଳା ମାନେ ।

୫. ଝିଅଟି ବହୁତ ମେକପ କରି ଡାକ୍ତରଙ୍କ ପାଖକୁ ଗଲା

ଡାକ୍ତର – ଆପଣଙ୍କର କଣ ହେଇଛି ?

ଝିଅ- ମୁଁ ତ କେତେ ସୁନ୍ଦର ଲାଗୁଛି

କିନ୍ତୁ ମତେ ଏହା ଜାଣିବାର ଅଛି କି ଏହି ଅସୁନ୍ଦର ଝିଅମାନେ କେମିତି ଜନ୍ମ ହେଇଥାନ୍ତି ?

ଡାକ୍ତର- ଏହି କଥାର ଜବାବ ତ ତୁମ ମା ଙ୍କ ଠାରୁ ଅଧିକ କେହି ଦେଇ ପାରିବେ ନାହିଁ ।

୬.ପତି: ଆସ ତୁମର ବ୍ୟାଟେରୀ ଚାର୍ଜ କରି ଦେଉଛି

ପତ୍ନୀ: ରାତିରେ ତ କରିଥିଲି

ପତି: ଆଉ ଥରେ କରିଦେଉଛି

ପତ୍ନୀ: ନା, ଜାନୁ ଏମିତି ତ ବ୍ୟାଟେରୀ ଜଲ୍ଦି ଫୁଲିଯାଏ

୭. ଗୋଟିଏ ଯୁବକର ବାହାଘର ହେଲା ଓ ସେ 3 ମାସ ପରେ ହିଁ ଗୋଟିଏ ପିଲାର ବାପା ହେଇଗଲା

ସେ ବହୁତ ଖୁସି ତ ଥିଲା କିନ୍ତୁ ଟିକେ କନ୍ଫ୍ୟୁଜନ ଥିଲା

ଯୁବକ ସ୍ତ୍ରୀ କୁ – ୩ ମାସରେ ତୋର ପିଲା କେମିତି ହେଇଗଲା

ପତ୍ନୀ- ତୁମ ବାହାଘରକୁ କେତେ ମାସ ହେଲା କୁହ ?

ଯୁବକ – ୩ ମାସ

ସ୍ତ୍ରୀ- ମୋ ବାହାଘରକୁ କେତେ ମାସ ହେଲା ?

ଯୁବକ- ୩ ମାସ

ସ୍ତ୍ରୀ – ଓ ଆମ ପିଲା କେତେ ମାସ ପରେ ଜନ୍ମ ହେଲା

ଯୁବକ- ୩ ମାସ ପରେ

ସ୍ତ୍ରୀ – ଟୋଟାଲ କେତେ ମାସ ହେଲା ?

ସ୍ଵାମୀ- ଆରେ ହଁ ତ, ପୁରା ୯ ମାସ ତ ହେଇଗଲା !

ତୁ ମୋର ବହୁତ ଭଲ ସ୍ତ୍ରୀ କହି ଖୁସିରେ ନାଚିବାକୁ ଲାଗିଲା

Leave a Reply

Your email address will not be published. Required fields are marked *