ମନ୍ତ୍ରୀ Naba Das ପାଇଁ ମହଙ୍ଗା ପଡିଗଲା ଚାପୁଡା ! Gopal Das ଙ୍କ ବନ୍ଧୁଙ୍କ ଚାଞ୍ଚଲ୍ୟକର ଖୁଲାସା, ଶୁଣନ୍ତୁ ସେ କଣ କହିଲେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ ଦାସଙ୍କୁ ଚ-ଆପୁଡା mariଥିଲେ ନବ ଦାସ । ତେବେ ଏପରି କିଛି ଖବର ବର୍ତ୍ତମାନ ସମୟରେ ଆସି ପହଞ୍ଚିଛି । ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ପୋଲିସ କର୍ମଚାରୀ ASI ଗୋପାଳ ଦାସ guli mada କରିଥିଲା । ତେବେ ସେହି ଘଟଣା ପରେ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁକୁ ନେଇ ଅନେକ କିଛି ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଗୋପାଳଙ୍କ ସ୍ତ୍ରୀଙ୍କ କହିବା ଅନୁଯାଇ ତାଙ୍କ ସ୍ଵାମୀ ଗୋପାଳଙ୍କର ମାନସିକ ସ୍ଥିତି ଖରାପ ଥିଲା ।

ତେବେ ଜଣେ ମାନସିକ ବିକୃତି ବ୍ୟକ୍ତି ହିସାବରେ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ guli mariଥିବା କଥା ବହୁ ଚର୍ଚାକୁ ଆସିଥିଲା । ତେବେ ବର୍ତ୍ତମାନ ସମୟରେ ଗୋପାଳଙ୍କ ଜଣେ ବନ୍ଧୁଙ୍କ ମୁହଁରୁ ଏପରି କିଛି ମନ୍ତବ୍ୟ ଶୁଣିବାକୁ ମିଳିଛି । ଯେଉଁଠି ଗୋପାଳ ଦାସଙ୍କୁ ନବ  ଦାସ ଚ-ଆପୁଡା mariଥିବା କଥାଟି ବର୍ତ୍ତମାନ ଗୋପାଳଙ୍କ ଏକ ବନ୍ଧୁ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ତେବେ ହେଲମେଟ ଧର ପଗଡ ବେଳେ ଗୋପାଳ ଦାସଙ୍କୁ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ଏକ ଚ-ଆପୁଡା mariଥିଲେ । ତେବେ ସେତେବେଳେ ମନ୍ତ୍ରୀ ନବ ଦାସ କଙ୍ଗ୍ରେସର ବିଧାୟକ ରୂପେ କାର୍ଯ୍ୟ କରୁଥିଲେ । ତେବେ ଗୋପାଳଙ୍କୁ ମନ୍ତ୍ରୀ ନବ ଦାସ ଚ-ଆପୁଡା ମ-ଆରିଥିବା କଥା ଗୋପାଳ ତାଙ୍କର ଅତି କିଛି ନିକଟସ୍ଥ ବନ୍ଧୁ ମାନଙ୍କୁ କହିଥିଲେ । ତେବେ ସେବେ ଠାରୁ ହିଁ ମନ୍ତ୍ରୀ ନବ ଦାସଙ୍କ ହାତରୁ ଗୋପାଳ ଦାସ ଚ-ଆପୁଡା ଖାଇବା ପରେ ରାଗରେ ଜର ଜର ହୋଇଥିଲେ ।

ତେବେ ହୁଏତ ସେପରି କିଛି ବ୍ୟକ୍ତିଗତ ଶତ୍ରୁତାକୁ ଆଖି ଆଗରେ ରଖି ପୋଲିସ ASI ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ gulimada କରିଥିଲା । ଯେଉଁଥିରେ ମନ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ପରଲୋକ ଘଟିଥିଲା । ତେବେ ଗୋପାଳଙ୍କର ବନ୍ଧୁଙ୍କର କହିବା ଅନୁଯାଇ ଗୋପାଳ ଜଣେ ବହୁତ ଶାନ୍ତ ଶିଷ୍ଠ ଧରଣର ପିଲାଟିଏ ଅଟେ ।

କଲେଜ ପଢିବା ସମୟରେ ବି ସେପରି କାହା ସହିତ କିଛି ଶତ୍ରୁତା କରିନଥିଲା । ଏହା ଛଡା ସେପରି କିଛି ମାନସିକ ରୋଗରେ ମଧ୍ୟ ଗୋପାଳ ଆଗରୁ ପୀଡିତ ନଥିଲେ । ତେବେ ମନ୍ତ୍ରୀ ନବ ଦାସଙ୍କର ମୃ-ତ୍ୟୁକୁ ନେଇ ଗୋପାଳ ଦାସଙ୍କର ପ୍ରକୃତ ଉଦ୍ଧେଶ୍ୟ କଣ ରହିଥିଲା । ତାହା କ୍ର-ଆ ଇମ ବ୍ରାଞ୍ଚ ସଠିକ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *