Big Breaking: ଅଭିନେତା Pintu Nanda ଙ୍କ ଅବସ୍ଥା ଗୁରୁତର, ପାରିଲା ନାହିଁ Bhubaneswar, ଯିବେ Delhi

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ବହୁତ ବଡ ଏକ ଖବର ପହଞ୍ଚିଛି । ତେବେ ଓଡିଆ କଳା ଜଗତର ଜଣେ ବହୁ ଜଣାଶୁଣା ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ଥା ଗୁରୁତର ହୋଇଯାଇଛି । ଯେଉଁ କାରଣରୁ ସେ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତେବେ ବର୍ତ୍ତମାନ ସମୟରେ ପିନ୍ଟୁ ଲିଭର ଜନିତ ସମସ୍ଯାରେ ପୀଡିତ ହୋଇ ଭୁବନେଶ୍ବରର ସ୍ଥିତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ସୂଚନା ମୁତବକ ଡାକ୍ତରଙ୍କ କହିବା ଅନୁସାରେ ପିନ୍ଟୁଙ୍କ ସ୍ଵାସ୍ଥ ଅବସ୍ଥା ବହୁ ସଙ୍କଟପର୍ଣ୍ଣ ଅବସ୍ଥାରେ ରହିଛି । ଯେଉଁ କାରଣରୁ ଭୁବନେଶ୍ବରରେ ତାଙ୍କ ସ୍ଵାସ୍ଥ ଅବସ୍ଥାରେ ଉନ୍ନତି ଆଣିବା କର୍ଷ୍ଟକର ହୋଇଯାଇଛି । ଯେଉଁ କାରଣରୁ ପିନ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର କହୁଛନ୍ତି । ତେବେ ଦିଲ୍ଲୀ ଯାଇ ଚିକିତ୍ସିତ ହେବାକୁ ବର୍ତ୍ତମାନ ସମୟରେ ବହୁଳ ଅର୍ଥର ଆବଶ୍ୟକତା ରହିଛି । ତେବେ ପାଖାପାଖି ଅଧ କୋଟି ଭଳି ଟଙ୍କା ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥକୁ ଠିକ କରିବା ପାଇଁ ଦରକାର ପଡୁଛି ।

ତେବେ ଯାହାକି ପିନ୍ଟୁ ନନ୍ଦଙ୍କ ପାଇଁ ବହୁତ ବଡ ଏକ ସମସ୍ଯା ଆଣିଦେଇଛି । ତେବେ ଆର୍ଥିକ ସାହାଜ୍ଯ ପାଇଁ ସୋସିଆଲ ମିଡିଆରେ ମଧ୍ୟ କାମ୍ପେନିଙ୍ଗ ଆରମ୍ଭ ହୋଇଯାଇଛି । ତେବେ ବହୁ ସଦହୃଦୟ ବ୍ୟକ୍ତି ମାନେ ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ନିଜର ଆର୍ଥିକ ସେବା କରିବାକୁ ଆଗ୍ରହୀ ପ୍ରକାଶ କରିଛନ୍ତି । ଯେଉଁ ଥିରେ ତାଙ୍କ ଭୁବନେଶ୍ବରରୁ ଦିଲ୍ଲୀ ଯାଇ ଅଭିନେତା ପିନ୍ତୁ ନନ୍ଦ ଚିକିତ୍ସିତ ହୋଇବେ ।

ତେବେ ପିନ୍ଟୁ ନନ୍ଦ ବହୁତ ଗୁଡିଏ ଫିଲ୍ମ, ସିରିଏଲ ଓ ଅଭିନୟ କରି କରି ନିଜର କଳାର ଯାଦୁଗରୀ ଦର୍ଶକଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି । ତେବେ ନିକଟ ଅତୀତରେ ଦିଦି ନମସ୍କାର, ରୁଦ୍ରାଣୀ ଭଳି ଓଡିଆ ଫିଲ୍ମରେ ଅଭିନେତା ପିନ୍ଟୁ ନନ୍ଦ ନଜର ଆସିଥିଲେ । ତେବେ ବହୁତ ଶୀଘ୍ର ଅଭିନେତା ପିନ୍ଟୁ ନନ୍ଦ ଭଲ ଭାବରେ ଚିକିତ୍ସିତ ହୋଇ ତାଙ୍କ ସ୍ଵାସ୍ଥ ଅବସ୍ଥା ଭଲ ହୋଇଯାଉ ବୋଲି ଏହା ସମସ୍ତଙ୍କର ଆଶା ରହୁଛି ।

ତେବେ ଆଗାମୀ ସମୟରେ ଅଭିନେତା ପିନ୍ଟୁ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନିଜର କଳା ଜଗତକୁ ପୁଣି ଥରେ ଫେରିଆସନ୍ତୁ । ଏହା ସହିତ ସମସ୍ତଙ୍କୁ ନିଜର ଅଭିନୟର ଜଲ୍ବାରେ ଦର୍ଶକଙ୍କର ମନୋରଞ୍ଜନ କରନ୍ତୁ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *