କହୁ କହୁ କାନ୍ଦିଲେ କମେଡିଆନ Mee Puch Puch ‘ବାହା ହେଇଗଲେ ବାପା ମତେ ପର କରିଦେବେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କହୁ କହୁ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଲେ ସମସ୍ତଙ୍କର ଅତି ପ୍ରିୟ ମି ପୁଚ୍ ପୁଚ୍ । ହଁ ବନ୍ଧୁଗଣ ସବୁବେଳେ ହସୁଥିବା ଓ ସମସ୍ତଙ୍କୁ ହସାଉଥିବା ସମସ୍ତଙ୍କର ଅତି ପ୍ରିୟ ଇତିକା ବା ମି ପୁଚ୍ ପୁଚ୍ । ତେବେ ନିକଟ ଅତୀତରେ ଇତିକାଙ୍କର ନିର୍ବନ୍ଧ କାର୍ଯ୍ୟ ସରିଯାଇଥିଲା । ତେବେ ଗତ କାଲି ଇତିକାଙ୍କର ବହୁ ଆଡମ୍ବର ସହକାରେ ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଥିଲା ।

ତେବେ ସେହି ମେହେନ୍ଦୀ କାର୍ଯ୍ୟକ୍ରମରେ କମେଡି କୁଇନ ଇତିକାଙ୍କ ମୁହଁରୁ କିଛି ଏପରି ଶୁଣିବାକୁ ମିଳିଥିଲା । ତେବେ ଜଣେ ଚୁଲବୁଲି ପ୍ରଯାପ୍ରତି ପରି ହୋଇ ଉଡୁଥିବା ଇତିକା ନିଜର ବାହାଘରକୁ ନେଇ ବହୁତ ଖୁସି ଅଛନ୍ତି । ସତ କିନ୍ତୁ ଏତେ ବର୍ଷ ଧରି ଛୋଟରୁ ବଡ ହୋଇଥିବା ଘରେ ନିଜ ପରିବାର ସଦସ୍ୟଙ୍କୁ ଛାଡି ଯିବାର ଦୁଃଖ କୋଊଠି ନା କୋଊଠି ତାଙ୍କ ମୁହଁରେ ଦେଖିବାକୁ ମିଳିଥିଲା ।

ତେବେ ଗଣ ମାଧ୍ୟମ ଆଗରେ ନିଜର ମେହେନ୍ଦୀ ଓ ସଙ୍ଗୀତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଇତିକା ପ୍ରିୟଦର୍ଶନି । ତେବେ ଇତିକା ତାଙ୍କ ବାପାଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି । ତେବେ ସେପରି କହିବାକୁ ଗଲେ ପ୍ରତ୍ଯେକଟି ଝିଅ ଜୀବନର ପ୍ରଥମ ଓ ରିଅଲ ହିରୋ ତାଙ୍କ ବାପା ହିଁ ଅଟନ୍ତି ।

ତେବେ କମେଡି କୁଇନ ଇତିକା ତାଙ୍କ ବାପାଙ୍କୁ ଛାଡି ଶାଶୁ ଘର ଚାଲିଯିବା ଦୁଃଖରେ ଏକ ଭାବ ବିହ୍ଵଳ ବଳ ଗୀତ ମଧ୍ୟ ଗାଇଦେଇଛନ୍ତି । ତେବେ ନିଜ ପରିବାର ସହିତ ମି ପୁଚ ପୁଚ ଏତେ ମାତ୍ରାରେ ଯୋଡି ହୋଇ ରହିଛନ୍ତି । ତାଙ୍କ ପାଇଁ ତାଙ୍କ ଘରକୁ ଛାଡି ଅନ୍ୟ ଜଣଙ୍କର ହାତ ଧରି ତାଙ୍କ ସହ ବାହା ହୋଇ ତାଙ୍କ ଘରକୁ ଯିବା ବହୁତ ବଡ ଚାଲେଞ୍ଜ ଭଳି ତାଙ୍କୁ ଲାଗୁଛି ।

ତେବେ ମି ପୁଚ୍ ପୁଚ୍ କହିବା ଆଧାରରେ ବାହାଘର ପାଇଁ ସେ ବହୁତ ହିଁ ଏକ୍ସସାଇଟେଡ ଅଛନ୍ତି । ଏହା ସହିତ ସେ ବାହାଘରର କାର୍ଯ୍ୟବ୍ୟସ୍ତତା ଓ ହସଖୁସିର ମହୋଲରେ ଘର ପରିବାରକୁ ଛାଡିକି ଯିବାର ଦୁଃଖ ମଧ୍ୟ ଭୁଲିଯାଇଛନ୍ତି । ଯଦି କେତେବେଳେ ଇତିକାଙ୍କ ମନରେ ନିଜ ଘର ଛାଡି ଶାଶୁ ଘର ଯିବାର ଦୁଃଖରୁ ଆଖିରୁ ଲୁହ ବାହାରି ଆସିଥାଏ । ତେବେ ଇତିକାଙ୍କର ସାଙ୍ଗ ସାଥି, ବନ୍ଧୁ ପରିବାର ବର୍ଗ ତାଙ୍କୁ ଏପରି ହସ ଖୁସିର ଦୁନିଆକୁ ନେଇଯାଇଥାନ୍ତି ।

ଯେଉଁଠି ସେ ନିଜ ବାହାଘର ପାଇଁ ମଜାମସ୍ତିରେ ବୁଡି ରହି ନିଜର ସବୁ ଦୁଃଖକୁ ଭୁଲିଯାଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *