‘ଝିଅ ଭୁଲ କଲେ ଆକଟ କରି ପାରୁନ, ହାତରୁ ଖସିଗଲା, ହେଲେ ଏତଲା ଦେଇ କଣ ପ୍ରମାଣ କରୁଛ ମନ୍ମଥ ବାବୁ…ତୁମେ ଆଗ ନିଜ ଝିଅକୁ ନିଜ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମନ୍ମଥ ମିଶ୍ର କହିଲେ ଯେ ଆମ୍ଭ ଝିଅ ଆମ ଆୟତରେ ନାହିଁ । ବର୍ତ୍ତମାନ ସେ ବଡ ହୋଇଗଲାଣି ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ସେ ନିଜେ ଯାଇ ଥାନାରେ କାହିଁକି ଏତଲା ଦେଲେ ନାହିଁ ? ମନ୍ମଥ ମିଶ୍ର କାହିଁକି ଯାଇ ଥାନାରେ ଏତଲା ଦେଲେ ? ଯଦି ଝିଅ ବଡ ହୋଇଯାଇଛନ୍ତି ସେ ନିଜେ ଦେବେ ମାତ୍ର ଯଦି ଝିଅକୁ ମନ୍ମଥ ମିଶ୍ର ରୋକି ପାରୁନାହାଁନ୍ତି ଏବଂ ଝିଅ ବଡ ହୋଇଯାଇଛି ବୋଲି କହୁଛନ୍ତି, ତେବେ ଏହି କଥାରେ କାହିଁକି ବାପା ବୋଲି ପରିଚୟ ଦେଉଛନ୍ତି ?

ମାତ୍ର ପ୍ରକୃତି ମାଡାମ ଏବଂ ବାବୁସାନ ବାବୁ ନିଜେ ଥାନାକୁ ଯାଇ ଆମ୍ଭେ ଯାହା ଭୁଲ କରିଛୁ ଆଉ ସେପରି ହେବ ନାହିଁ କହି ନିଜ ନିଜ ସଂସାରକୁ ଫେରିଜାଆନ୍ତୁ । ଏହା ସହିତ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ କଥା ମଧ୍ୟ ଭାବିବାକୁ ପଡିବ, ସେମାନଙ୍କ ମନରେ ବହୁତ ଆଘାତ ଲାଗିଛି । ମି-ଡି-ଆ ସମୁଖରେ ଅପରାଜିତା କାନ୍ଦୁଥିବାର ଝଲକ ମିଳିଥିଲା ଏବଂ ଉତ୍ତମ ମହାନ୍ତି କହିଥିଲେ ଯେ ଆପଣା ସୁନା ତ ଭେଣ୍ଡି କହିବି କାହାକୁ ?

ଅର୍ଥାତ ବାପାଙ୍କର କେଉଁ ଭାବନା ଭରିରହିଛି ଯେ ମୋ ପିଲାତ ଭୁଲ କରିଛି ମୁଁ କାହାକୁ କହିବି ? ବାପା ମା’ ଙ୍କୁ ଏହିଭଳି ସ୍ତରକୁ ଆଣିବା ବାବୁସାନଙ୍କ ପକ୍ଷରେ ସୁନ୍ଦର ହୋଇନାହିଁ । ଏଣୁ ସେ ଥାନାକୁ ଯାଇ କେସ କୁ ସଂପୂର୍ଣ୍ଣ ଭାବରେ ଡିସମିସ କରିଦେବେ ଏହା ସୁନ୍ଦର ହେବ ।

ମାତ୍ର ବହୁତ ଲୋକେ କହିଛନ୍ତି ଯେ ଆଉ କିଛି ବିଷୟବସ୍ତୁ ନାହିଁ ମି-ଡି-ଆରେ କେବଳ ଏହା ଦେଖିବାକୁ ମିଳିଛି । ମାତ୍ର ଆମ୍ଭେ କେଉଁଠାକୁ ଆସିଛୁ ? ଏହା ଚାଲିବ ନିଶ୍ଚିତ ଭାବରେ ଦରକାର । ଘର ସଂସାର ଯେଉଁଠାରେ ଉଜୁଡି ଯାଉଥିବ ତାହା ଉପରେ ନିଶ୍ଚିତ ଭାବରେ ଫୋକସ ପକାଇବା ଦରକାର । ଆମ୍ଭର ପାରିବାରିକ ସୁଖ ଭିତରେ ହିଁ ବର୍ତ୍ତମାନ ଆନନ୍ଦ ରହିଅଛି ।

ପ୍ରକୃତି ଜଣଙ୍କର ସ୍ଵାମୀକୁ ନିଜ ଆଡକୁ ଟାଣିବା କେତେଦୂରେ ଠିକ ? ମାତ୍ର ଭବିଷ୍ୟତରେ ଏଭଳି କାଣ୍ଡ କେହି ନ କରନ୍ତୁ । ଗୋଟିଏ ଝିଅ ନିଜର ଦୁର୍ବଳତା ଗୋଟିଏ ପୁରୁଷ ପାଖରେ ପ୍ରକାଶ କରିଲେ, ଏହିସବୁ କାଣ୍ଡ ହୋଇଥାଏ । ମାତ୍ର ପାରିବାରିକ ଜୀବନକୁ ସୁନ୍ଦର ରଖିଲେ ଏହିସବୁ ସମ୍ଭବ । ତେବେ ଏହିଭଳି କହିଛନ୍ତି ଆଇନଜୀବୀ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *