ବାପା Manmath Mishra ଏୟାରପୋର୍ଟରୁ ଭିଡି ଆଣିଲେ ପ୍ରକୃତିଙ୍କୁ , ସବୁ ସତ କଥା ପୋଲିସ ଆଗରେ ମାନିଗଲେ ପ୍ରକୃତି କହିଲେ ସେଦିନ…

ଝିଅ ପ୍ରକୃତି ମିଶ୍ରଙ୍କୁ ବାପା ମନ୍ମଥ ମିଶ୍ର ଭିଡି ଆଣିଛନ୍ତି ଭୁବନେଶ୍ବରକୁ । ତାଙ୍କର ସବୁ ପ୍ଳାନକୁ ନାକାମ କରି ବାପା କହିଛନ୍ତି ଆଗେ ଭୁବନେଶ୍ବର ଚାଲ  ତା ପରେ ତୁ ଯୁଆଡେ ଯିବୁ ଯିବୁ । କାରଣ ତାଙ୍କର ବି ଆତ୍ମ ସମ୍ମାନ ରହିଛି ଆଉ ସେ ଚାହୁଁ ଛନ୍ତି ଝିଅ ପ୍ରକୃତି ମିଶ୍ର କେମିତି ଭଲ ବାଟକୁ ଆସିଯାଉ । ତେବେ ପ୍ରକୃତି ମିଶ୍ରଙ୍କୁ ଆଜି ଏକ ଘଣ୍ଟା କାଳ ଜେରା କରିଛି ମହିଳା ପୋଲିସ । ଆଉ ମହିଳା ପୋଲିସ ଅଧିକାରୀ ପ୍ରକୃତି ମିଶ୍ରଙ୍କୁ ସବୁ ଗୋଟି ଗୋଟି କରି ପଚାରିଛନ୍ତି ।

ଆଉ ତଦନ୍ତରେ ପ୍ରକୃତି ମିଶ୍ର ତାଙ୍କୁ ପୂର୍ଣ୍ଣ ସହଯୋଗ କରିବା କଥା ମଧ୍ୟ କହିଛନ୍ତି । ସେପଟେ ଖାରବେଳ ନଗର ବୋଲି ପହଞ୍ଚି ଯାଇଛି ତାଙ୍କ ବାସ ଭବନରେ । ଆଉ ସେଠାରେ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବାପା ମନ୍ମଥ ମିଶ୍ର । ତେବେ ଏହାରି ମଧ୍ୟରେ ଅନେକ କିଛି କଥା ସାମ୍ନାକୁ ଆସୁଛି ।

କାରଣ ପ୍ରକୃତିଙ୍କ ପାଇଁ ତାଙ୍କ ବାପା ପ୍ରଥମେ ଥାନାରେ କେସ ଦେଇଥିଲେ । ଗତ ଦୁଇ ଦିନ ତଳେ ବିଚ ରାସ୍ତା ଉପରେ ତୃପ୍ତି ଶତପଥି ଗୋଡେଇ ଗୋଡେଇ ପ୍ରକୃତିଙ୍କୁ ମାଡ ମାରିଥିଲେ । ଏହାକୁ ଦେଖି ସହ୍ୟ ନକରି ପାରି ପ୍ରକୃତିଙ୍କ ବାପା ପ୍ରଥମେ ଥାନାକୁ ଯାଇ ଏତଲା ଦେଇଥିଲେ ଆଉ ଏହାରି ସହିତ ଯେଉଁ ସବୁ ଚାରଜେସ ଲାଗିଛି ସେସବୁର ଆଧାରରେ ପୋଲିସ ପଚରା ଉଚରା କରିବ ।

ବନ୍ଧୁଗଣ ଘଟଣା ଦିନରୁ ତୃପ୍ତି ପୋଲିସକୁ ସହଯୋଗ କରି ଆସୁଛନ୍ତି । ଆଉ ଗୋଟିଏ କଥା ବାବୁସାନ ଏ ଯାଏଁ ଫେରି ନାହାନ୍ତି ଭୁବନେଶ୍ବର । ତେବେ ପ୍ରକୃତିଙ୍କୁ ସିନା ତାଙ୍କ ବାପା ଭିଡି ଆଣିଛନ୍ତି ଭୁବନେଶ୍ବର କିନ୍ତୁ ଏବେ ପ୍ରକୃତି ମିଶ୍ର ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଯେ, ପୋଲିସକୁ ସବୁ ସତ କଥା କହିବା । ଆଉ ଏବେ ଆମନା ସାମ୍ନା ହେବାକୁ ଯାଉଛନ୍ତି ତୃପ୍ତି ଆଉ ପ୍ରକୃତି ।

ଅନ୍ୟ ପଟେ ତୃପ୍ତିଙ୍କ ପାଖରେ ଅଛି ସବୁ ପ୍ରମାଣ । ତିନି ବର୍ଷ ହେବ ପ୍ରକୃତି ତାଙ୍କ ପାରିବାରିକ ଜୀବନକୁ ନଷ୍ଟ କରିବାରେ ଲାଗିଛି । ତେବେ ଦେଖିବାକୁ ବାକି ରହିଲା କେତେ ସନ୍ତୁଷ୍ଠ ହେଉଛି ଏ ପ୍ରଶ୍ନ ଉତ୍ତରରେ । ପ୍ରକୃତି କେତେ ପୋଲିସକୁ କୋପରେଟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *