Babushan ଙ୍କୁ ଅପମାନିତ କଲେ Daman ଫିଲ୍ମର ପ୍ରଡ୍ୟୁସର, କହିଲେ ‘Daman ଠାରୁ ଦୂରେଇ ରୁହ ବାବୁସାନ, ନହେଲେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଚେନ୍ନାଇରେ ଥାଇ ମଧ୍ୟ ବାବୁସାନ ଦମନ ଫିଲ୍ମ ପ୍ରମୋଶନରେ ଯୋଗ ଦେଇନଥିଲେ । ତେବେ ବାବୁସାନ କହିଛନ୍ତି ଯେ ଦମନ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ଭାବରେ ଭୁଲ ଖବର । ଦମନ ଫିଲ୍ମର ପ୍ରମୋଶନ ପାଇଁ ବାବୁସାନ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିଲେ । ମାତ୍ର ଫିଲ୍ମ ପଯୋଜକ ତାଙ୍କୁ ଫେରିଯିବାକୁ କହିଥିଲେ । ଏହା ସହିତ ପର୍ଶନାଲ ମ୍ୟାଟରରେ ଫସିବାକୁ ଚେଷ୍ଟା କରିଥିଲେ । ଏବଂ ସେ କହିଥିଲେ ଯେ ଦମନ ଫିଲ୍ମ ଠାରୁ ଦୂରେଇ ରହିବା ସହିତ ବାବୁସାନଙ୍କ ଅନୁପସ୍ଥିତିରେ ଫିଲ୍ମ ରିଲିଜ ପାଇଁ କୁହାଯାଇଅଛି ।

ଏହା ବାବୁସାନ ଏବଂ ତାଙ୍କ ଟିମକୁ ଅପମାନ କରିବା ସହିତ ମାନସିକ ସ୍ତରରେ ଆଘାତ ପହଞ୍ଚାଇଛି । ବାବୁସାନ ଙ୍କ ଟିମ ଏ ନେଇ ସଂପୂର୍ଣ୍ଣ ସୂଚନା ଦେଇଛନ୍ତି । ତେବେ ଗୋଟିଏ ତରଫରୁ ପ୍ରଯୋଜନା ତରଫରୁ କୁହାଯାଇଅଛି ଯେ ବାବୁସାନ ମାନସିକ ଭାବରେ ପ୍ରସ୍ତୁତ ନଥିଲେ ସେଥିପାଇଁ ତାଙ୍କୁ ସେ ମନା କରିଥିଲେ ।

ଅନ୍ୟ ପଟରେ ଚେନ୍ନାଇରେ ଥାଇ ମଧ୍ୟ ଦମନ ଫିଲ୍ମ ପ୍ରମୋଶନରେ ଯୋଗନଦେବା ଚର୍ଚ୍ଚା ଭିତରେ ଦମନ ସିନେମା ଟିମ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ ବାହୁସାନ ଟିମ ପକ୍ଷରୁ କିନ୍ତୁ ଖଣ୍ଡନ କରାଯାଇଅଛି । ତାଙ୍କ ତରଫରୁ କୁହାଯାଇଅଛି ଯେ ଦମନ ପକ୍ଷରୁ ଦିଆଯାଇଥିବା ଖବର ସଂପୂର୍ଣ୍ଣ ଭାବରେ ମିଛ । ଦମନ ଫିଲ୍ମ ର ପ୍ରମୋଶନ ପାଇଁ ବାବୁସାନ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିଲେ ମାତ୍ର ଫିଲ୍ମ ପ୍ରଯୋଜକ ତାଙ୍କୁ ଫେରିଯିବାକୁ କହିଥିଲେ ।

ତେବେ ଓଲିଉଡର ସୁପରଷ୍ଟାର ବାବୁସାନଙ୍କୁ ନେଇ ବର୍ତ୍ତମାନ ବିବାଦ ଦେଖା ଦେଇଛି । ସମସ୍ତେ କହୁଛନ୍ତି ଯେ ବାବୁସାନ ମିଡିଆ ଆଗରେ ଯେଉଁ ବାଇଟ ଦେଇଛନ୍ତି ତାହା କେଉଁଟି ନା କେଉଁଟି ଭୁଲ ରହିଯାଉଅଛି । ପ୍ରକୃତି ମିଶ୍ରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରୀର ଜଣେ ପ୍ରସିଦ୍ଧ ଷ୍ଟାରହେଉଛନ୍ତି ବାବୁସାନ । ଏଣୁ ତାଙ୍କୁ ନେଇ ଯେତେବେଳେ ଏହି ଘଟଣା ଘଟିଛି ଏହା ନିଶ୍ଚିତ ଭାବରେ ଓଡିଆ ଇଣ୍ଡଷ୍ଟ୍ରୀ ଉପରେ ପ୍ରଭାବ ପକାଇବ ।

ମାତ୍ର ଦର୍ଶକ ଏହା ଚିନ୍ତା କରିବେ ଯେ ସବୁ ହିରୋହିରୋଇନ ଓଲିଉଡର ଏହିଭଳି । ତେବେ ସମସ୍ତଙ୍କ ଚିନ୍ତାଧାରା ଏଭଳି ରହିଲେ ଆଉ ଭଲ ସିନେମା ବାହାରିବ କେଉଁଠି ? ଏହା ମଧ୍ୟରୁ ଯଥାଶୀଘ୍ର ବାହାରି ଯିବା ବାବୁସାନଙ୍କ ପକ୍ଷେ ଉଚିତ ହେବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *