Exclusive: ଫିଲ୍ମ Daman ର ନିର୍ଦ୍ଦେଶକ କଲେ ବଡ ଖୁଲାସା, ସେ ପ୍ରକୃତିଙ୍କୁ ନେଇ କିଛି ଏମିତି କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଷ୍ଟାର ଦମ୍ପତ୍ତି ବାବୁସାନ ତୃପ୍ତି ଏବଂ ବାବୁସାନଙ୍କ ବାନ୍ଧବୀଙ୍କ କଥା ବର୍ତ୍ତମାନ ଯେତିକି ଚର୍ଚାରେ ସେତିକି ଚର୍ଚ୍ଚାରେ ବର୍ତ୍ତମାନ ‘ଦମନ’ ଚଳଚିତ୍ର । କାରଣ ଆଗକୁ ରିଲିଜ ହେବାକୁ ଯାଉଅଛି ଏହି ଚଳଚିତ୍ର । ଏପଟେ ବାବୁସାନଙ୍କର ଏହିଭଳି ଭି-ଡି-ଓ ଭା-ଇ-ରା-ଲ ହେବା ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି । ଡାଇରେକ୍ଟର ତଥା ପ୍ରଡ୍ୟୁସରଙ୍କର ମଧ୍ୟ ନିଦ ହଜିଯାଇଛି ।

ଦେବିପ୍ରସାଦ ଲେଙ୍କା କହିଛନ୍ତି ଯେ ଆମ୍ଭେ ଯେଉଁ ଟାଇପର ଚଳଚିତ୍ର ବନାଇଛୁ ତାହା ମଧ୍ୟରେ ଏହିଭଳି ଏକ ପ୍ରୋବ୍ଲେମ ଆସିଲା ଯେ ଯାହା ଆଦୌ ହେବା କଥା ନୁହେଁ । ଏହା ନିଶ୍ଚିତ ଭାବରେ ମନକୁ ବହୁତ କଷ୍ଟ ଦେଇଛି । ଏହି ଚଳଚିତ୍ର ର ପ୍ରମୋଶନ ନିମନ୍ତେ ଚେନ୍ନାଇ ଯାଇଥିଲେ । ଏବଂ ହୋଟେଲ ରେ ଏଣ୍ଟ୍ରି କରିବା ବେଳେ କିଛି ଏଭଳି ମେସେଜ ଆସିଲା whatsappରେ । ଏହାପରେ ଚେକ କରିବା ବେଳକୁ ସବୁ ଚ୍ୟାନେଲରେ ଲାଇଭ ଚାଲିଥିଲା ।

ମାତ୍ର ଧୀରେ ଧୀରେ ସମୟ ଅତିକ୍ରମ କରିବା ପରେ ଏହି କଥା ଆହୁରି ବଢି ବଢି ଗଲା । ଯିବା ପୂର୍ବରୁ ପ୍ରଡ୍ୟୁସର ଡିସିସନ ନେଲେ ଯେ ତାଙ୍କର ମାନସିକ ଅବସ୍ଥା ଯେ ହେତୁ ଠିକ ନାହିଁ, ଏଣୁ ଷ୍ଟେଜକୁ ଯିବା ସଠିକ ହେବ ନାହିଁ । କାରଣ ସେଠାରେ ବହୁତ ଲୋକ ଉପସ୍ଥିତ ଥିଲେ । ହୋଟେଲ ରେ ପହଞ୍ଚିବା ସମୟରେ ପ୍ରକୃତି ମିଶ୍ର ମଧ୍ୟ ତାଙ୍କ ସହିତ ଯାଇଥିଲେ କିନ୍ତୁ ତାଙ୍କର ସେଠାରେ କୌଣସି ଭୂମିକା ନଥିଲା ।

ଏହାସହିତ ପ୍ରଡ୍ୟୁସରଙ୍କ ରୁମ ତଳେ ଥିଲା ବାବୁସାନ ଙ୍କର ଉପରେ । ସମୁଦାୟ ୪ ଟା ରୁମ ବୁକ ହୋଇଥିଲା ଏବଂ ବାବୁସାନଙ୍କୁ ଏକା ଗୋଟିଏ ରୁମ ଦିଆଯାଇଥିଲା । ରୁମକୁ ଯିବା ପର୍ଯ୍ୟନ୍ତ ପ୍ରକୃତି ବାବୁସାନଙ୍କ ସହିତ ଥିଲେ । ପ୍ରୋଗ୍ରାମ ସାରି ଆସିବା ପରେ ବାବୁସାନ ଏବଂ ପ୍ରକୃତି ସେଠାରେ ଚେକଆଉଟ କରିସାରିଥିଲେ । ବର୍ତ୍ତମାନ ସେ କେଉଁଠାରେ ଅଛନ୍ତି ଜଣାନାହିଁ ।

ପ୍ରଡ୍ୟୁସର କହିଛନ୍ତି ଯେ ବାବୁସାନ ଯେଉଁଠାରେ ମଧ୍ୟ ଅଛନ୍ତି ଯଥାଶୀଘ୍ର ଓଡିଶା ଫେରି ଆସନ୍ତୁ କାରଣ ତାଙ୍କ ପାଇଁ ତାଙ୍କ ବାପା ମା ବହୁତ ଚିନ୍ତା କରୁଛନ୍ତି । ବିଶେଷ କରି ତାଙ୍କ ବାପା ମା’ ବହୁତ ଚିନ୍ତା କରୁଛନ୍ତି । ସତର ସାଥ ଦେଲେ ସଦାବେଳେ ଠିକ ରହିବେ । ସତକଥା ସାମ୍ନାକୁ ଆସିଲେ ସବୁ ଠିକ ହୋଇଯିବ ବୋଲି କହିଛନ୍ତି ଦେବୀପ୍ରସାଦ ଲେଙ୍କା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.