‘ରହିଗଲା ଛୁଆ କରିଦେଲା ଆଉ ଛାଡି ଦେଲା .. ଏ କଣ ଦେଶୀ କୁକୁର, ଯେତେବେଳେ ଚାହିଁବ ମନ ଇଚ୍ଛା…’ ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଏକ ଆଶ୍ଚର୍ଯ୍ୟ ଜନକ ଗଟଣା ସାମ୍ନାକୁ ଆସିଥିଲା । ଦିନେଶ ନାମକ ଜଣେ ଯୁବକ ଆଉ ଦୀପିକା ନାମକ ଜଣେ ଯୁବତୀ ପରସ୍ପରକୁ ପ୍ରେମ କରୁଥିଲେ । ଦିନେଶ ଦୀପିକାଙ୍କ ପରିବାର ଲୋକଙ୍କ ସହ ବି ସମ୍ପର୍କରେ ଥିଲା ଆଉଆ ଦୀପିକାକୁ ବାହା ହେବା ପାଇଁ ବି କହିଥିଲା । ହେଲେ ବନ୍ଧୁଗଣ ଏବେ ଦିନେଶ ଦୀପିକାକୁ ପ୍ରେଗନେଣ୍ଟ କରି ଅଧା ରାସ୍ତାରେ ଛାଡି ଦେଇଛି ଆଉ କହୁଛି ଯଦି ମୋ ବାପା-ମାଆ ରାଜି ହେବେ ତା ହେଲେ ମୁଁ ବାହା ହେବି ।

ତେବେ ଦୀପିକା ଏବେ ନିଜ ମାଆଙ୍କ ସହ ଦିନେଶର ଘର ସାମ୍ନାରେ ଧାରଣା ଦେଇ ବସିଛନ୍ତି । ତେବେ ବର୍ତ୍ତମାନ ଏହି ମାମଲାକୁ ନେଇ ସମାଜସେବୀ ପ୍ରଭାବତୀ ପଟ୍ଟନାୟକ ଏକ ବଡ ବୟାନ ଦେଇଛନ୍ତି । ପ୍ରଭାବତୀଙ୍କ କହିବା ମୁତାବକ-‘ସେ ଯେଉଁ ଲେଡି ବସିଛନ୍ତି ମୁଁ ତାଙ୍କ ଭିଡିଓ ଦେଖୁଥିଲି ତାଙ୍କ ନାଁ ହେଉଛି ଦୀପିକା ଆଉ ତାଙ୍କର ସେ ପୁଅର ନାଁ ହେଉଛି ଦିନେଶ ।

ତାଙ୍କର କଣ ସୋ ରୁମ୍ ରୁ ପ୍ରେମ ହେଇଥିଲା ଯାହା ହଉ ସେ ପିଲାଟି ଯେତେବେଳେ ତାକୁ ପ୍ରେମ କରିଛି ବାହା ହେବନି ଏଇଟା ତ ଶୁଣିବାକୁ ବି ଭଲ ଲାଗୁନି । ସେ ପିଲା ତାକୁ ପ୍ରେଗନେଣ୍ଟ କରିଛି ଆଉ ସେଇଟା ବି ସେ ମାନିବ ନାହିଁ । କାରଣ ତୁ ବାହା ହେବୁନି ହେଲେ ତାକୁ ପ୍ରେମ କରିଲୁ ପ୍ରେମ କରିବା ପରେ ତାକୁ ପ୍ରେଗନେଣ୍ଟ କରିଲୁ । ତାର ପିଲା ହେଇ ସାରିଛି ଆଉ ସେ ଏବେ ତମ ଦୁଆରେ ବସିଛି ।

ସେ ଝିଅ ଯେତିକି ସମୟ ବସିଲାଣି ସେ ପୁଅର ବାପା-ମାଆ ଆସି ଏହି କେସକୁ ସମଧାନ କରିବା କଥା । ତାଙ୍କ ପୁଅ ତାଙ୍କୁ ବାଏ ୱାନ ଗେଟ ୱାନ ଫ୍ରି ଦେଇଛି ଫ୍ରି ହେଉଛି ତାଙ୍କ ଛୁଆ । ଯେହେତୁ ତାଙ୍କ ପୁଅ ଏତେ ବଡ ଅଫର ଦେଇଛି ତେଣୁ ତାକୁ ମୁକୁଟ ପିନ୍ଧେଇ ଘରକୁ ନେବା କଥା । ଆଗରୁ ଲୋକ ମାନେ ପ୍ରେମ କରୁଥିଲେ ମନ୍ଦିର ଯାଇ ଲୁଚେଇ ଚୋରେଇ ବାହା ହେଉଥିଲେ ସଂସାର କରୁଥିଲେ ।

ହେଲେ ଏବେ କଣ ଡାଇରେକ୍ଟ ପ୍ରେମ ପରେ ପ୍ରେଗନେଣ୍ଟ ସିଲଫଟକ । ଦେଶୀ କୁକୁର ଆଉ ଏମାନଙ୍କ ଭିତରେ ଫରକ କଣ । ତେଣୁ ଏଠି ପୁଅର ବାପା-ମା ଏହାକୁ ସମଧାନ କରିବା କଥା ନହଲେ ପୁଅକୁ ଯାହା କହୁଛନ୍ତି ସେ ବାପା-ମାଆଙ୍କୁ ବି ଟେକା ପଥର ପକେଇବେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *