16 Interesting Gk Questions- ହ୍ଵାଟ୍ସଆପରେ ଜଣେ ପୁଅ ଝିଅକୁ 143 କହିଲା, ଝିଅଟି ଉତ୍ତର ଦେଇ କହିଲା 399 ତେବେ ସେ କଣ କହିଲା ?

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଉତ୍ତରର ଖେଳ ନେଇ ଆସିଛୁ ଯେଉଁଥିରେ ଆପଣ ନିଜର ବୁଦ୍ଧି କୁ ପ୍ରଖର କରିବା ସହ କିଛି ନୂଆ ଜିନିଷ ମଧ୍ୟ ଜାଣି ପାରିବେ। ତେବେ ଏହା ଆପଣ ଙ୍କୁ ଭବିଷ୍ୟତ ରେ କୌଣସି ନା କୌଣସି ପରୀକ୍ଷା ଯେପରି ଆଇଏଏସ ଆଦି ପରୀକ୍ଷା ରେ ମଧ୍ୟ କିଛି ସାହାର୍ୟ୍ଯ କରିଥାଏ। ତେବେ ଆସନ୍ତୁ ଜାଣିନେବା ସେହି ସବୁ ପ୍ରଶ୍ନ ଉତ୍ତର ବିଷୟରେ।

୧. ବିଶ୍ୱ ରେ ସ୍ମୃତି ଭାଷା ଠାରୁ ପ୍ରାଚୀନ ଭାଷା କଣ?
ଉତ୍ତର- ସଂସ୍କୃତ।

୨. ସିଗାରେଟ କୁ ହୀନ ରେ କଣ କୁହାଯାଏ?
ଉତ୍ତର- ଧୂମ୍ରପାନ ଦଣ୍ଡିକା।

୩. କେଉଁ ଦେଶରେ ଗୋଟିଏ ବି ନଦୀ ନାହିଁ?
ଉତ୍ତର- ସାଉଦି ଆରବ।

୪. କେଉଁ ସହର ରେ ପାଞ୍ଚଟି ସୂର୍ଯ୍ୟ ଦେଖାଯାଏ?
ଉତ୍ତର- ଚୀନ ରେ ସିଗ୍ନାଇଟ।

୫. ଏକ ମଶା ର ବୟସ କେତେ ହୋଇଥାଏ?
ଉତ୍ତର- ୨ ରୁ ୩ଦିନ।

୬. କେଉଁ ଦେଶରେ ଗୋଟିଏ ବୋଲି ଟ୍ରାଫିକ ସିଗ୍ନାଲ ନାହିଁ?
ଉତ୍ତର- ଭୁଟାନ।

୭. କେଉଁ ପଶୁ ର ଜୀବ କଳା?
ଉତ୍ତର- ଜିରାଫ।

୮. ବିଶ୍ୱ ରେ ଭାରତ କୁ ଛାଡ଼ି କେଉଁ ଦେଶରେ ଅଗଷ୍ଟ ୧୫ ପାଳନ କରାଯାଏ?
ଉତ୍ତର- ଦକ୍ଷିଣ କୋରିଆ।

୯. କଳା ସୁନା କାହାକୁ କୁହାଯାଏ?
ଉତ୍ତର- କୋଇଲା।

୧୦. ଟମାଟୋ ରେ କେଉଁ ଭିଟାମିନ ରହିଥାଏ?
ଉତ୍ତର- ଭିଟାମିନ ସି।

୧୧. ଦିଲ୍ଲୀ ର ପୁରାତନ ନାମ କଣ ଥିଲା?
ଉତ୍ତର- ଇନ୍ଦ୍ରପ୍ରସ୍ତ।

୧୨. କେଉଁ ପ୍ରାଣୀ ର ଦାନ୍ତ ନାହିଁ-
ଉତ୍ତର- କଇଁଛ।

୧୩. ଗରବା ନାଚ କେଉଁ ରାଜ୍ୟ ସହିତ ସମ୍ବନ୍ଧିତ?
ଉତ୍ତର- ଗୁଜୁରାଟ।

୧୪. କେଉଁ ଦେଶର ଜାତୀୟ ସଙ୍ଗୀତ ସବୁଠାରୁ ଲମ୍ବା ଅଟେ?
ଉତ୍ତର- ଗ୍ରୀସ।

୧୫. ହ୍ଵାଟ୍ସଆପ ରେ ଜଣେ ପୁଅ ଝିଅ ଟି କୁ 143 ମେସେଜ କରିଲା, ଝିଅ ଟି ଉତ୍ତର ରେ 399 କହିଲା।ତେବେ ସେ କଣ କହିଲା?
ଉତ୍ତର- 399 ରିଚାର୍ଜ କରିବାକୁ।

୧୬. ଏମିତି କେଉଁ ସମୁଦ୍ର ଅଛି ଯେଉଁଠି ଗୋଟିଏ ବୋଲି ମାଛ ନାହାନ୍ତି?
ଉତ୍ତର- ମୃତ ସାଗର (dead sea)।

Leave a Reply

Your email address will not be published. Required fields are marked *