ମଣିଷ ଭଳି ହସୁଛି ଶୁଆ, ବିଶ୍ଵାସ ହେଉନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଏହି ସବୁ ଘଟଣା ଓ ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ତେବେ ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ତେବେ ବନ୍ଧୁଗଣ ମଣିଷ ଅନେକ ଗୃହପାଳିତ ପଶୁ ରଖିଥାନ୍ତି । ସେଗୁଡିକ ହେଉଛି କୁକୁର, ବିଲେଇ, ଗାଈ, ଠେକୁଆ, ଶୁଆ ଓ ଏବଂ ଶାରି । ତେବେ ବନ୍ଧୁଗଣ ଏହି ସବୁ ଗୃହପାଳିତ ପଶୁଙ୍କର ଅଲଗା ଅଲଗା ଦକ୍ଷତା ରହିଛି । କିଏ ବହୁତ ଚତୁର ହୋଇଥାଏ ତ କିଏ ନିଜ ସୁନ୍ଦର ସ୍ଵରରେ ମନ ହରଣ କରିଥାଏ । ତେବେ ଆପଣ ମାନେ ସମସ୍ତେ ଶୁଆ ନିଶ୍ଚୟ ଦେଖିଥିବେ ।

ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଶୁଆ ବିଷୟରେ କହିବାକୁ ଯାଉଛୁ ଯାହା ଅବିକଳ ମହିଳାଙ୍କ ହସର ନକଲ କରିପାରୁଛି । ସାଧାରଣତଃ ଶୁଆ କଥା ବାର୍ତ୍ତାର ନକଲ କରିଥାଏ ହେଲେ ଏହି ଶୁଆର ହସ ଶୁଣିଲେ ଆପଣ ମାନଙ୍କର ହୋସ ଉଡିଯିବ । ଏହି ଶୁଆର ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଶୁଆଟି ଆମେରିକାରେ ଅଛି ମହିଳା ହସକୁ ନକଲ କରିବା ସହଜ କଥା ନୁହେଁ ବନ୍ଧୁଗଣ ।

ଏମିତି ବୋଧେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଯେଉଁଠି ଗୋଟେ ଶୁଆ ମହିଳାଙ୍କ ପରି ହସୁଛି । ଜଣେ ଅଜଣା ଲୋକ ଜାଣି ପାରିବ ନାହିଁ ଯେ, ବାସ୍ତବରେ ଜଣେ ମଣିଷ ହସୁଛି ନା ଶୁଆ ହସୁଛି । ରିପୋର୍ଟ ଅନୁଯାଇ ଆମେରିକାର କାର୍ଲିଫୋର୍ଣ୍ଣିଆ ଅଞ୍ଚଳରେ ଏହି ବିଶେଷ ଶୁଆଟି ବାସ କରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଶୁଆଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *