Rupa ଙ୍କ ଆଖିରେ ଲୁହ, କିନ୍ତୁ କାହିଁକି କାନ୍ଦୁଛନ୍ତି ରୂପା ? କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହା ମଧ୍ୟରେ ଲୋକମାନେ ଫେମସ ହୋଇପାରିବେ ।

ଆଜି ଆମେ ଆପଣ ମାନଙ୍କୁ ଏକ ଏଭଳି ୟୁଟ୍ୟୁବ ଚ୍ଯାନେଲ ବିଷୟରେ କହିବାକୁ ଯାଉଛୁ ଯାହା ଅତି କମ ସମୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛି । ଆପଣ ମାନେ ସମସ୍ତେ ୟୁଟ୍ୟୁବରେ ରୂପା ପିଣ୍ଟୁ ଖୁସି ଚ୍ୟାନେଲ ନିଶ୍ଚୟ ଦେଖିଥିବେ । ଏହି ଚ୍ୟାନେଲରେ ରୂପା ଓ ପିଣ୍ଟୁ ଲାଇଫ ଷ୍ଟାଇଲ ଏବଂ ବ୍ଲଗିଙ୍ଗ ଭିଡିଓ ସହ ଆଲବମ ଭିଡିଓ ମଧ୍ୟ ଅପ୍ଲୋଡ ହୁଏ । ଉଭୟ ରୂପା ଓ ପିଣ୍ଟୁ ମିଶି ଏହି ଭିଡିଓ ସବୁ ଅପଲୋଡ କରନ୍ତି ।

ଲୋକମାନେ ଏହି ଦୁଇଜଣଙ୍କୁ ବହୁତ ସ୍ନେହ ଓ ଭଲ ପାଇବା ଦେଇଛନ୍ତି । ଏହି ଦୁଇଜଣଙ୍କ ୟୁଟ୍ୟୁବ ଚ୍ୟାନେଲ ଭେରୀଫାଏଡ ମଧ୍ୟ ହୋଇଯାଇଛି । ତେବେ ଗତ କିଛି ସମୟ ହେବ ଏହି ଦୁଇଜଣଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରୂପା କାନ୍ଦୁ ଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓରେ ରୂପା କାନ୍ଦୁ ଥିବାର ନଜର ଆସୁଛନ୍ତି । ରୂପା କାନ୍ଦିବା ସମୟରେ ପିଣ୍ଟୁ ତାଙ୍କ ସହ ମଜାକ କରୁଛନ୍ତି । ପିଣ୍ଟୁ କହୁଛନ୍ତି, ଆଜି ହେଉଛି ରୂପାଙ୍କ ଗାଁ ମିଳନ ଆଉ ସେ ନିଜ ଗାଁକୁ ଯାଇଥାନ୍ତେ ହେଲେ ପିଣ୍ଟୁ ମନା କରିବାରୁ ସେ କାନ୍ଦୁ ଛନ୍ତି ।

ଏହା ପରେ ପିଣ୍ଟୁ ରୂପାଙ୍କୁ ପଚାରୁ ଛନ୍ତି ଏହା ସତ ନା ମିଛ । ରୂପା ନିଜ ମୁହଁ ଲୁଚାଇ ମୁଣ୍ଡ ଟୁଙ୍ଗାରି ହଁ କହୁଛନ୍ତି । ବନ୍ଧୁଗଣ ରୂପା କାନ୍ଦିବା ସମୟରେ ତାଙ୍କ ସହ ପିଣ୍ଟୁ ବହୁତ ମଜାମସ୍ତି କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓଟିକୁ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବେସ ଅଧିକ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରୂପା ଓ ପିଣ୍ଟୁଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *