ମିଳିଲା ମନୀଷଙ୍କ ମୃତ୍ୟୁର ବଡ଼ ପ୍ରମାଣ, ପୋଖରୀରେ ବୁଡି ନାହାନ୍ତି, ହେଲେ ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଛି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ଏବଂ ଚର୍ଚ୍ଚିତ ଖବର ବରିଷ୍ଠ ସାମ୍ବାଦିକ ନବୀନ ଦାସ ଙ୍କ ପୁଅ ମନୀଷ ଙ୍କ ମୃ-ତ୍ୟୁ । ତେବେ ବର୍ତ୍ତମାନ ମନୀଷ ଙ୍କ ପୋ-ଷ୍ଟ ମୋ-ଟ-ମ ରି-ପୋ-ର୍ଟ ମଧ୍ୟ ଆସିଛି । ସେଥିରେ ଶ୍ୱା-ସ-ରୁ-ଦ୍ଧ କାରଣରୁ ମନୀଷଙ୍କ ମୃ-ତ୍ୟୁ ହୋଇଥିବା ପୋ-ଷ୍ଟ-ମ-ର୍ଟ-ମ ରି-ପୋ-ର୍ଟ-ର ପ୍ରାଥମିକ ତଥ୍ୟ ଅନୁସାରେ ସୂଚନା ମିଳିଛି । ଭୁବନେଶ୍ୱର ଏମ୍ସ PRO ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।

ପ୍ରାଥମିକ ରିପୋର୍ଟ ଅନୁସାରେ ଶ୍ୱା-ସ-ରୁ-ଦ୍ଧ-ରୁ ମୃ-ତ୍ୟୁ ଘ-ଟି-ଛି । ତେବେ କିଭଳି ଶ୍ୱା-ସ-ରୁ-ଦ୍ଧ ହେଲା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ । ମନୀଷଙ୍କ ଶରୀରରେ ବାହାରକୁ ଦେଖା ଗଲାଭଳି କିଛି କ୍ଷ-ତ-ଚି-ହ୍ନ ନାହିଁ ଡାକ୍ତର କହିଛନ୍ତି । ତେବେ ବାପା ନବୀନ ଦାସ ଙ୍କ କହିବା କଥା ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହ-ତ୍ୟା କରିଛନ୍ତି ବୋଲି ସେ କହିଥିଲେ । ଏହା ପରେ ସେ ଶେଷ ଥର ୪:୨୨ ରେ ନିଜ ପୁଅ ସହିତ କଥା ହୋଇଥିଲେ ଏବଂ ସେତେବେଳେ ସେ ଜାଣିବାକୁ ପାଇଥିଲେ କି ତାଙ୍କ ପୁଅ କୁ ମା-ର ଧ-ର କରାଯାଇଛି ।

ତେବେ ଏହା କିପରି ସମ୍ଭବ ଯଦି ମନୀଷ ଙ୍କୁ ମା-ର ଧ-ର କରାଯାଇଛି ତେବେ ତାଙ୍କ ଦେ-ହ-ରେ କୌଣସି କ୍ଷ-ତ ଚି-ହ୍ନ କିପରି ନାହିଁ ଏବଂ ପୋ-ଷ୍ଟ-ମୋ-ଟ-ମ ରି-ପୋ-ର୍ଟ ରେ ଶ୍ୱା-ସ-ରୁ-ଦ୍ଧ ବୋଲି କାହିଁକି କୁହାଯାଇଛି । ତେବେ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ଯଦି ଶ୍ୱା-ସ- ରୁ-ଦ୍ଧ କରାଯାଇଛି ତ କିପରି କରାଯାଇଛି । ଆଗରୁ କରାଯାଇ ପାଣିରେ ପକା ଯାଇଛି ନା ପାଣି ଭିତରେ କରାଯାଇଛି ।

ଯଦି ପାଣି ଭିତରେ କରାଯାଇଛି ତେବେ ଯେତେବେଳେ ଶ-ବ ଟି ଠାବ ହୋଇଥିଲା ସେତେବେଳେ ମନୀଷ ଙ୍କ ଆଖିରେ ତାଙ୍କ ଚଷମା କିପରି ରହିଥିଲା ଏହା କିପରି ସମ୍ଭବ । ତେବେ ହୁଏତ ଗାଡି ଭିତରେ ହିଁ ତାଙ୍କୁ ଶ୍ୱା-ସ- ରୁ-ଦ୍ଧ କରି ମା-ରି ପରେ ପାଣି ରେ ପକାଇ ଦିଆଯାଇଛି ।

ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତ ଙ୍କ ମନରେ ଉଠୁଛି । ତେବେ ପୋଲିସ ମନୀଷ ରହିଥିବା ହୋଟେଲ କୁ ସିଲ କରିଦେଇଛି ଏବଂ ଦୁଇ ଜଣ ସାଙ୍ଗ କୁ ମଧ୍ୟ ପଚରାଉଚରା କରୁଛି ଏବଂ ନିଜର ଆଗକୁ ଥିବା ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି ତେବେ ଦେଖିବା ପୋଲିସ କେତେ ଶୀଘ୍ର ଏହି ମାମଲାର ସମାଧାନ କରି ପ୍ରକୃତ ଦୋ-ଷୀ କୁ ଧ-ରୁ-ଛି ।

Leave a Reply

Your email address will not be published. Required fields are marked *