Interesting Gk Questions- ମଣିଷ ଶରୀରର କେଉଁ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଢି ନଥାଏ ?

ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ ।

ପ୍ରଶ୍ନ 1
ବିଶ୍ଵର ସବୁଠାରୁ ଛୋଟ ମାଛ କଣ୍ ଅଟେ?

ଉତ୍ତର:- ଗୋବି ମାଛ ବିଶ୍ଵର ସବୁଠାରୁ ଛୋଟ ମାଛ ଅଟେ ।

ପ୍ରଶ୍ନ 2
ଭିଏତନାମ ର ମୁଦ୍ରା କଣ୍ ଅଟେ?

ଉତ୍ତର:- ଡଗ୍, ଭିଏତନାମ ର ମୁଦ୍ରା ଅଟେ ।

ପ୍ରଶ୍ନ 3

କେଉଁ ଦେଶରେ କୁକୁଡ଼ା ନୀଳ ରଙ୍ଗର ଅଣ୍ଡା ଦେଇଥାଏ?

ଉତ୍ତର:- ଚିଲି ଦେଶରେ କୁକୁଡ଼ା ନୀଳ ଅଣ୍ଡା ଦେଇଥାଏ ।

ପ୍ରଶ୍ନ 4

ବିଶ୍ୱରେ ସବୁଠୁ ବେଶୀ ପଶୁ କେଉଁଠି ଦେଖାଯାଇ ଥାଏ?

ଉତ୍ତର:- ଭାରତ ଦେଶରେ ସବୁଠୁ ବେଶୀ ପଶୁ ଦେଖାଯାଏ ।

ପ୍ରଶ୍ନ 5

ଭାରତରେ ଇଣ୍ଟର୍ନେଟର ସୁବିଧା କେବେ ଆରମ୍ଭ ହୋଇଥିଲା ?

ଉତ୍ତର – ୧୯୯୫

ପ୍ରଶ୍ନ- 6

ରାଜସ୍ଥାନର ମୋଟ କ୍ଷେତ୍ରଫଳର କେତେ ପ୍ରତିଶତ ଅଂଶ ଥର୍ ମରୁସ୍ଥଳରେ ଅବସ୍ଥିତ ?

ଉତ୍ତର- ୬୦ ଶତକଡା

ପ୍ରଶ୍ନ- 7

କେଉଁ ଜୀବର ଆଖି ଖରାପ ହେବା ପରେ ବି ତାହର ଆଉ ଗୋଟିଏ ଆଖି ଚାଲି ଆସିଥାଏ ?

ଉତ୍ତର – ଗେଣ୍ଡା

ପ୍ରଶ୍ନ –8

କେଉଁ ରଙ୍ଗ ଇନ୍ଦ୍ରଧନୁରେ ମଝିରେ ଥାଏ ?

ଉତ୍ତର- ସବୁଜ

ପ୍ରଶ୍ନ 9

ଲିଫ୍ଟ ର ଖୋଜ କିଏ କରିଥିଲେ?

ଉତ୍ତର:- ଏଲିଶା ଲିଫ୍ଟ ର ଖୋଜ କରିଥିଲେ ।

ପ୍ରଶ୍ନ 10

ପୃଥିବୀ ରେ ସବୁଠାରୁ ବେଶୀ କେଉଁ ଗ୍ୟାସ୍ ଅଛି?

ଉତ୍ତର:- ପୃଥିବୀରେ ସବୁଠୁ ବେଶି ଅକ୍ସିଜେନ୍ ଗ୍ୟାସ୍ ଅଛି ।

ପ୍ରଶ୍ନ 11

କେଉଁ କାରଣରୁ କ୍ଷୀର ଛିଣ୍ଡି ଯାଇଥାଏ?

ଉତ୍ତର:- ଜୀବାଣୁ ପାଇଁ କ୍ଷୀର ଛିଣ୍ଡି ଯାଇଥାଏ ।

ପ୍ରଶ୍ନ 12

କେଉଁ ଦେଶରେ ସବୁଠୁ ଅଧିକ ଫିଲ୍ମ ତିଆରି ହୋଇଥାଏ ?

ଉତ୍ତର- ଭାରତରେ

ପ୍ରଶ୍ନ 13

ଭାରତରେ ସବୁଠୁ ଅଧିକ କେଉଁ ବ୍ୟକ୍ତିର ଫଟୋ ଛପା ହୁଏ ?

ଉତ୍ତର- ମହାତ୍ମା ଗାନ୍ଧୀଙ୍କ

ପ୍ରଶ୍ନ 14

କଣ କୁକୁର ଆସୁଥିବା ବିପଦକୁ ଆଗରୁ ଜାଣିପାରେ ?

ଉତ୍ତର- ହଁ

ପ୍ରଶ୍ନ 15

ମୁକେଶ ଅମ୍ବାନୀ ଭାରତର କେଉଁ ରାଜ୍ୟରେ ବାସିନ୍ଦା ଅଟନ୍ତି ?

ଉତ୍ତର- ଗୁଜରାଟର

ପ୍ରଶ୍ନ 16

ଦୁନିଆର ସବୁଠୁ ବଡ ଜାଦୁଗରର ନାମ କଣ ?

ଉତ୍ତର- ହେରି ହାଉଦିନ

ପ୍ରଶ୍ନ 17

କେଉଁ ଗଛ ତଳେ ଶୋଇଲେ ମଣିଷ ମରିପାରେ ?

ଉତ୍ତର- ନୀମ୍ବ ଗଛ ତଳେ ଶୋଇଲେ ମଣିଷ ମରିପାରେ

ପ୍ରଶ୍ନ 18

ଲତା ମଙ୍ଗେସ୍କର କେବେ ଗୀତ ଗାଇବା ଆରମ୍ଭ କରିଥିଲେ ?

ଉତ୍ତର- ୧୯୪୨ରେ

ପ୍ରଶ୍ନ 19

ବାହାଘର ମୁଦି ବାମ ହାତର ତୃତୀୟ ଅଙ୍ଗୁଳିରେ କାହିଁକି ପିନ୍ଧାଯାଏ ?

ଉତ୍ତର- ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ଏହି ଅଙ୍ଗୁଳିର ସିରା ସିଧା ହୃଦୟ ସହିତ ଯୋଡି ହୋଇଥାଏ ।

ପ୍ରଶ୍ନ 20

ମଣିଷ ଶରୀରର କେଉଁ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଢି ନଥାଏ ?

ଉତ୍ତର – ଆଖି ଡୋଳା

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *