Interesting Gk Q & A- ମନ୍ଦିରକୁ ଯାଏ ହଳଦିଆ ଶାଢୀ ପିନ୍ଧି, ବାହାରକୁ ଆସେ ଲ-ଙ୍ଗ-ଳା ହୋଇ, କୁହନ୍ତୁ ତାହା କ’ଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧;- ପ୍ରାଚୀନ ଭାରତରେ ତୁଳସୀ ଦାସ କ’ଣ ରଚନା କରିଥିଲେ ?

ଉତ୍ତର;- ଶ୍ରୀ ରାମଚରିତ ମାନସ ।

୨;- ଭାରତର ପ୍ରଥମ କଲେଜ କିଏ ?

ଉତ୍ତର;- କଲିକତା ହିନ୍ଦୁ କଲେଜ ।

୩;- ଭାରତର ବୃହତ୍ତମ ଚିଡିଆଖାନା ନାମ କ’ଣ ?

ଉତ୍ତର;- କୋଲକାତାର ଆଲିପୁର ଚିଡିଆଖାନା ।

୪;- ଭାରତର ବୃହତ୍ତମ ପାଠାଗାରର ନାମ କଣ ?

ଉତ୍ତର;- କୋଲକାତା ନ୍ୟାସନାଲ ଲାଇବ୍ରେରୀ ।

୫;- ଭାରତର ବୃହତ୍ତମ ବିମାନ ବନ୍ଦରର ନାମ କ’ଣ ?

ଉତ୍ତର;- ଦିଲ୍ଲୀର ଖଲାମ ବିମାନ ବନ୍ଦର ।

୬;- ଓଡିଶାରେ କେତୋଟି ସବଡିଭିଜନ ଅଛି ?

ଉତ୍ତର;- ୫୮ ।

୭;- ଏମିତି କେଉଁ କାର ଅଛି ଯାହାର ଚକା ଏବଂ ଇଞ୍ଜିନ ନାହିଁ ହେଲେ ବି ତାହା ଚାଲିଥାଏ ?

ଉତ୍ତର;- ସରକାର ।

୮;- କେଉଁ ପ୍ରଣିକୁ ସବୁ ଜିନିଷ ଡବଲ ଦେଖାଯାଇଥାଏ ?

ଉତ୍ତର;- ହାତୀ ।

୯;- ଗୋଟେ ଛେଳିର ତିନୋଟି ଗୋଡ ଅଛି ତା’ହେଲେ କୁହନ୍ତି ୧୧ ଟି ଛେଳିର କେତୋଟି ଗୋଡ ଥିବ ?

ଉତ୍ତର;- ୪୩ ଟି ଗୋଡ ।

୧୦;- ମାନାର ଝିଅକୁ ୧୮ ବର୍ଷ ହୋଇଛି ତା’ ହେଲେ ତା’ ବାପାର ନାମ କ’ଣ ହେବ ?

ଉତ୍ତର;- ମାନା ।

୧୧;- ଏମିତି କେଉଁ ଖାଦ୍ୟ ଅଛି ଯାହାକୁ ସାରା ଦୁନିଆରା ଲୋକ ଖାଇଥାନ୍ତି, ହେଲେ ଆପଣ ତାକୁ ବ୍ରେକଫାଷ୍ଟ ପୂର୍ବରୁ ଖାଇ ପାରିବେ ନାହିଁ ?

ଉତ୍ତର;- ଲଞ୍ଚ ବା ଡିନର ।

୧୨;- କେଉଁ ଜିନିଷ ଛୁଆଙ୍କୁ ଯବାନ ଓ ଜବାନନ୍କୁ ବୁଢା କରି ଦେଇଥାଏ ?

ଉତ୍ତର;- ବୟସ ।

୧୩;- ମୟୁର ହେଉଛି ଏକ ଏପରି ପକ୍ଷୀ ଯିଏ ଅଣ୍ଡା ଦେଇ ନଥାଏ ତା’ ହେଲେ ତାର ଛୁଆ କେମିତି ଜନ୍ମ ହୁଏ ?

ଉତ୍ତର;- ମୟୁର ଛୁଆ ଜନ୍ମ କରିଥାଏ ।

୧୪;- ଗୋଟେ ହାତୀ ଏବେ ପାଣିରେ ପଡିଗଲା ତା’ ହେଲେ ସେ ବାହାରିବ କେମିତି ?

ଉତ୍ତର;- ଓଦା ହୋଇ ଉପରକୁ ବାହାରିବ ।

୧୫;- A B ର ବାପା ଅଟେ ହେଲେ, B Aର ପୁଅ ନୁହେଁ, ତା’ ହେଲେ କହନ୍ତୁ ଏହା କିଭଳି ସମ୍ଭବ ?

ଉତ୍ତର;- କାରଣ B Aର ଝିଅ ଅଟେ ।

୧୬;- ମନ୍ଦିରକୁ ଯାଏ ହଳଦିଆ ଶାଢୀ ପିନ୍ଧି, ବାହାରକୁ ଆସେ ଲ-ଙ୍ଗ-ଳା ହୋଇ, ତାହା କ’ଣ ?

ଉତ୍ତର;- କଦଳୀ, ତେବେ ଏହା ମନ୍ଦିର ଭିତରକୁ ହଳଦିଆ ଶାଢୀ ଅର୍ଥାତ ହଳଦିଆ ଚୋପା ପିନ୍ଧି ଯାଇଥାଏ ଏବଂ ପୂଜା ପରେ ଖାଲି କଦଳୀ ଆସିଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *