Daitari ଙ୍କ ସବୁ ଗୁମର ଖୋଲିଦେଲେ ସ୍ତ୍ରୀ ଲତା ମଣ୍ଡଳ, କହିଲେ ‘ମୋ ସ୍ୱାମୀ ଦୈତାରୀ ପଣ୍ଡା ଗୋଟେ ବେଇମାନ ଲୋକ ମୋ ସହିତ ଖେଳିଥିଲେ ଏବେ ଝିଅମାନଙ୍କ ସହ…’ ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୈତାରୀ ପଣ୍ଡାଙ୍କ ଦ୍ଵିତୀୟ ସ୍ତ୍ରୀ ତଥା ଯାତ୍ରାଜଗତର ଅଭିନେତ୍ରୀ ଲତା ମଣ୍ଡଳ କହିଛନ୍ତି ଯେ, ସେ ଗୋଟିଏ ବେଇମାନ ଲୋକ । ନାରୀ ମାନଙ୍କ ଜୀବନକୁ ନେଇ ସେ ମୋ ଆଖି ଆଗରେ ଖେଳ ଖେଳିଛନ୍ତି ଏବଂ ଖେଳ ମଧ୍ୟ ଖେଳୁଛନ୍ତି । ୩ ବର୍ଷ ତଳେ ଦୈତାରୀ ପଣ୍ଡା ଯେତେବେଳେ କହିଥିଲେ ଯେ ୩୦ ବର୍ଷ ତଳେ କିଏ ଜଣେ ଆସିଥିଲା, ମାତ୍ର ଲତା ମଣ୍ଡଳ ଚୁପଚାପ ଥିଲେ ବୋଲି କହିଛନ୍ତି । ଏବଂ ସେ କହିଛନ୍ତି ଏହା ସମସ୍ତେ ଜାଣିଛନ୍ତି ଏବଂ ଏ ସବୁ ପୁରୁଣା ପାଠର ଆଲୋଚନା କରିବାକୁ ତାଙ୍କୁ ଭଲ ଲାଗୁନାହିଁ ବୋଲି ଲତା କହିଛନ୍ତି ।

ମାତ୍ର ମୁଁ ଯାତ୍ରା ଜଗତକୁ ଆସିଲା ବେଳେ ବର୍ତ୍ତମାନ ହର ସାର ତଥା ପବିତ୍ର ବାବୁ ଯେଉଁସବୁ କଥା କହିଛନ୍ତି ଯେ ଟଙ୍କା ନେଲେ, ଆସିଲେ ନାହିଁ, ବେଇମାନି କଲେ ସେ ସଂପୂର୍ଣ୍ଣ ଭାବରେ ଟାଉତର ତଥା ଧପାବାଜ ଅଟନ୍ତି । ଲତା ଏହା ମଧ୍ୟ କହିଛନ୍ତି ଯେ ଆପଣ ମାନେ ଜାଣିଥିବେ ମିଠା ମିଠା କଥା ଯିଏ କୁହେ, ତା’ ଉପରେ ଯାହା ତାହା ଭିତରେ ସେ ତାହା ନୁହେଁ ।

ମଞ୍ଚରେ ସେ ଭିଲିଆନ ମାତ୍ର ବାସ୍ତବ ଚରିତ୍ରରେ ସେ ଇଙ୍ଗ୍ଲିଶ ଭିଲିଆନ । ତାଙ୍କୁ ମୋ ସ୍ଵାମୀ ତଥା ସ୍ଵାମୀ କହିବାକୁ ମଧ୍ୟ ଘୃଣା ଲାଗୁଛି । ବାପି ପଣ୍ଡା ଙ୍କୁ ହୁସିଆର ରହିବା ନିମନ୍ତେ ଚେତାବନୀ ଦେଇଛନ୍ତି ଲତା ମଣ୍ଡଲ । ଆଉ ଏକ କଳାକାର କିଏ ତାଙ୍କୁ ଲତା ଚିହ୍ନିନି ନାହାଁନ୍ତି କି ଜାଣି ନାହାଁନ୍ତି ସେ ଦୁନିଆ କଥା କହୁଛନ୍ତି ବୋଲି କହିଲେ ଲତା ।

ପାର୍ବତୀ ଗଣନାଟ୍ୟରେ ଲତା ଆସିଲେ ବୋଲି ଦୈତାରୀ ପଣ୍ଡା ଚାଲିଯାଇଥିବେ ନଚେତ କୋଣାର୍କରେ ଗୋଟିଏ କନିଆ କାନ୍ଦୁଥିଲା ତାହା ନିମନ୍ତେ ଯାଇଥିବେ । ଦୈତାରୀ ପଣ୍ଡାଙ୍କ ଗୁମର ଖୋଲିଲେ ସେ ବାଟ ପାଇବେନି ଦର୍ଶକ ଟେକା ସହିତ ପଚାଅଣ୍ଡା ମଧ୍ୟ ଫିଙ୍ଗିବାକୁ ବିଳମ୍ବ କରିବେ ନାହିଁ । ମାତ୍ର ସଠିକ ସମୟ ଆସିଲେ ଲତା ସବୁକଥା କହିବେ ବୋଲି କହିଛନ୍ତି ।

ମାତ୍ର ଆଗରୁ ଯେଉଁ ସବୁ କଳାକାର ଆସୁଥିଲେ ସେମାନେ ଅର୍ଦ୍ଧଶିକ୍ଷିତ ଥିଲେ ମାତ୍ର ବର୍ତ୍ତମାନର କଳାକାର ଶିକ୍ଷିତ ହେବା ସହିତ ବହୁତ ପରିବର୍ତ୍ତନ ମଧ୍ୟ ହୋଇଅଛି ଯାତ୍ରା ଜଗତରେ । ଏଣୁ ପଛ କଥାକୁ ଆଲୋଚନା କରି କିଛି ଲାଭ ନାହିଁ ବୋଲି କହିଛନ୍ତି ଲତା ମଣ୍ଡଳ । ତେବେ ବନ୍ଧୁଗଣଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *