ମନ୍ଦିର କୁ ଯାଏ ହଳଦିଆ ଶାଢୀ ପିନ୍ଧି । ବାହାରକୁ ଆସେ ଲଙ୍ଗଳା ହୋଇ । ତାହା କଣ ? ଏହା ସହ ଆହୁରି 15+ GK Quiz

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।

1- ପ୍ରାଚୀନ ଭାରତରେ ତୁଳସୀ ଦାସ କଣ ରଚନା କରିଥିଲେ ?

ଉତ୍ତର- ଶ୍ରୀ ରାମ ଚରିତ ମାନସ ।

2- ଭାରତର ପ୍ରଥମ କଲେଜ ର ନାମ କଣ ?

ଉତ୍ତର- କଲିକତା ହିନ୍ଦୁ କଲେଜ ।

3- ଭାରତର ବୃହତ୍ତମ ଚିଡିଆଖାନା ର ନାମ କଣ ?

ଉତ୍ତର- କୋଲକାତା ର ଆଲିପୁର ଚିଡିଆଖାନା ।

4- ଭାରତର ବୃହତ୍ତମ ପାଠାଗାର ର ନାମ କଣ ?

ଉତ୍ତର- କୋଲକାତା ନ୍ୟାସନାଲ ଲାଇବ୍ରେରୀ ।

5- ଭାରତର ବୃହତ୍ତମ ବିମାନ ବନ୍ଦର ର ନାମ କଣ ?

ଉତ୍ତର- ଦିଲ୍ଲୀ ର ଖଲାମ ବିମାନ ବନ୍ଦର ।

6- ଓଡିଶାରେ କେତୋଟି ସବ ଡିଭିଜନ ଅଛି ?

ଉତ୍ତର- 58 ଟି ।

7- ଏମିତି କେଉଁ କାର ଅଛି ଯାହାର ଚକ ଓ ଇଞ୍ଜିନ ନାହିଁ ହେଲେ ବି ତାହା ଚାଲିଥାଏ ?

ଉତ୍ତର- ସରକାର ।

8- କେଉଁ ପ୍ରାଣୀ କୁ ସବୁ ଜିନିଷ ଡବଲ ଦେଖା ଯାଇଥାଏ ?

ଉତ୍ତର- ହାତୀ ।

9- ଗୋଟେ ଛେଳିର 3ଟି ଗୋଡ ଅଛି ତା ହେଲେ କୁହନ୍ତି 11ଟି ଛେଳିର କେତୋଟି ଗୋଡ ଅଛି ?

ଉତ୍ତର- 43ଟି ।

10- ମାନାର ଝିଅକୁ 18 ବର୍ଷ ହୋଇଛି ତା ହେଲେ ତା ବାପାର ନାମ କଣ ହେବ ?

ଉତ୍ତର- ମାନା ।

11- ଏମିତି କେଉଁ ଖାଦ୍ଯ ଅଛି ଯାହାକୁ ସାରା ଦୁନିଆର ଲୋକ ଖାଇଥାନ୍ତି ହେଲେ ଆପଣ ତାକୁ ବ୍ରେକ ଫାଷ୍ଟ ପୂର୍ବରୁ ଖାଇ ପାରିବେ ନାହିଁ ?

ଉତ୍ତର- ଲଞ୍ଚ ବା ଡିନର ।

12- କେଉଁ ଜିନିଷ ଛୁଆଙ୍କୁ ଯବାନ ଓ ଯବାନ ଙ୍କୁ ବୁଢା କରି ଦେଇଥାଏ ?

ଉତ୍ତର- ବୟସ ।

13- ମୟୁର ହେଉଛି ଏକ ଏପରି ପକ୍ଷୀ ଯିଏ ଅଣ୍ଡା ଦେଇ ନ ଥାଏ । ତା ହେଲେ ତାର ଛୁଆ କେମିତି ଜନ୍ମ ହୁଏ ?

ଉତ୍ତର- ମୟୁର ଛୁଆ ଜନ୍ମ କରିଥାଏ ।

14- ଗୋଟେ ହାତୀ ଏବେ ପାଣିରେ ପଡିଗଲା ତା ହେଲେ ସେ ବାହାରିବ କେମିତି ?

ଉତ୍ତର- ଓଦା ହୋଇକି ।

15- A B ର ବାପା ଅଟେ ହେଲେ B A ର ପୁଅ ନୁହେଁ ତା ହେଲେ କୁହ ଏହା କିଭଳି ସମ୍ଭବ ?

ଉତ୍ତର- କାରଣ B A ର ଝିଅ ଅଟେ ।

16- ମନ୍ଦିର କୁ ଯାଏ ହଳଦିଆ ଶାଢୀ ପିନ୍ଧି । ବାହାରକୁ ଆସେ ଲଙ୍ଗଳା ହୋଇ । ତାହା କଣ ?

ଉତ୍ତର- କଦଳୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *