ବାସି ରୁଟି ଖାଇବାର ରହିଛି ଚମକାଇ ଦେବା ଭଳି ଫାଇଦା ! ରୋଷେଇ ଘରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ !

ମହିଳା ମାନେ ଘରର ଅନେକ କିଛି ଦାୟିତ୍ଵ ତୁଲାଇଥାନ୍ତି । ରୋଷେଇ ଠାରୁ ଆରମ୍ଭ କରି ଘରର ଅନ୍ୟାନ୍ୟ କାର୍ଯ୍ୟରେ ମହିଳାଙ୍କର ଭୂମିକା ଆଗରେ ରହିଥାଏ । ତେବେ ରୋଷେଇ କରିବା ସମୟରେ ଯଦି ମହିଳା ଏଭଳି କିଛି ଭୁଲ କରିଦେଇଥାଏ । ତେବେ ସେହି ଘରକୁ ଦରିଦ୍ରତା ଚାଲିଆସିଥାଏ । ତେବେ ଅନେକ ରୋଷେଇ ମଧ୍ୟରୁ ରୁଟି କରିବା ମଧ୍ୟ ଅନ୍ୟତମ ହୋଇଥାଏ । ତେବେ ଯଦି କୌଣସି ମହିଳା ରୁଟି କରିବା ସମୟରେ ଏହି କିଛି ଭୁଲ ନିଜ ଅଜାଣତରେ କରିଦେଇଥାଏ । ତେବେ ତାହାର ପରିଣାମ ପୁରା ଘର ପରିବାରକୁ ଭୋଗ କରିବାକୁ ପଡିଥାଏ ।

1-ମହିଳା ମାନେ ରୁଟି କରି ସାରି 3 ଟି ରୁଟି କାହାକୁ ଦେବା ଅନୁଚିତ । କାରଣ ଏହାଦ୍ଵାରା ସେହି ରୁଟି ଖାଉଥିବା ଲୋକଙ୍କ ଉପରେ ଏହାର କୁପରିଣାମ ପଡିଯାଇଥାଏ । ଯଦି 3 ଟି ରୁଟି ଖାଇବାର ଥାଏ, ତେବେ 2 ଟି ଖାଇ ସାରି ଅନ୍ୟ ଗୋଟି ନେଇ ଖାଆନ୍ତୁ । 2-ମହିଳା ମାନେ ରୋଷେଇ କରିବା ପୂର୍ବରୁ ନିଜକୁ ଭଲ ଭାବେ ପରିଷ୍କାର କରି ରୋଷେଇ କରିବା ଉଚିତ । ଏଥିସହ ମନକୁ ପ୍ରଫୁଲ୍ଲିତ କରି ରୋଷେଇ କରିବା ଉଚିତ ।

3-ସୂର୍ଯ୍ୟାସ୍ତ ସମୟରେ ରୋଷେଇ ଘରର ଜିନିଷ ଅନ୍ୟ କାହାକୁ ଦେବା ଅନୁଚିତ । ଏପରି କରିବା ଦ୍ଵାରା ଘରର ଧନ ହାନୀ ହୋଇଥାଏ । 4-ରୋଷେଇ ଘରରେ 1 ରୁ ଅଧିକ ଛୁରୀ ରଖିବା ମଧ୍ୟ ଅନୁଚିତ । ଏହା ଘର ଉପରେ କୁପ୍ରଭାବ ପକାଇଥାଏ । 5-ରୋଷେଇ ଘରେ କେବେବି ବୁଢିଆଣୀ ବସା କରିବାକୁ ଦିଅନ୍ତୁ ନାହିଁ । କି ରୋଷେଇ ଘରକୁ ଅପରିଷ୍କାର ମଧ୍ୟ ରଖନ୍ତୁ ନାହିଁ । ନଚେତ ମା’ ଲକ୍ଷ୍ମୀ ସେହି ଘର ଉପରେ କ୍ରୋଧ ପ୍ରକାଶ କରିଥାନ୍ତି ।

6-ରୁଟି କରିବା ପୂର୍ବରୁ କିଛି ଅଟା ଆଣି ପିମ୍ପୁଡି ମାନଙ୍କୁ ଖାଇବାକୁ ଦେବା ଦ୍ଵାରା ସେହି ଘରର ବ୍ୟକ୍ତି କରଜରେ କେବେବି ବୁଡି ରୁହେ ନହିଁ । 7-ରୁଟି କରିସାରିବା ପରେ ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦେଲେ । ଘରର ଅନେକ ମଙ୍ଗଳ ହୋଇଥାଏ ।

8-ଚକଟା ଅଟାକୁ ଫ୍ରିଜରେ ରଖି ପରେ କରିବା ଉଚିତ ହୋଇନଥାଏ । 9-ବର୍ତ୍ତମାନ ସମୟରେ ଅନେକ ମହିଳା ରୋଷେଇ ଘରର ସ୍ଲାବ ଉପରେ ରୁଟି ବେଲିଦେଉଛନ୍ତି । ହେଲେ ରୁଟିକୁ ସର୍ବଦା ରୁଟି ପଟା ଉପରେ ହିଁ କରିବାକୁ ଶୁଭ କୁହାଯାଇଥାଏ । 10-ଭଲ ଥିବା ବାସି ରୁଟି ଖାଇବା ଦ୍ଵାରା ମା’ ଅର୍ଣ୍ଣପୂର୍ଣ୍ଣାଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ । କାରଣ ଘରର ଖାଇବାକୁ ଅଯଥା ନଷ୍ଟ କରିବା ଉଚିତ ହୋଇନଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ଜୟ ମା’ ଲକ୍ଷ୍ମୀ ଲେଖିକି ଆମକୁ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *