କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- LOVEQ UIZ

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 5ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି 5 ନମ୍ବର 5 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

1- ଯଦି ଆପଣ ପ୍ରଥମ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କ ସାଥି ଭାବୁଛନ୍ତି ଆପଣ ଏବେ ଲୋକଙ୍କ ଠାରୁ ନିଜକୁ ଅଲଗା କରି ଦେଇଛନ୍ତି । ଆପଣ ଏବେ ଚିନ୍ତାରେ ଅଛନ୍ତି । ଏବେ ନିଜକୁ ସମୟ ଦିଅନ୍ତୁ । ଜୀବନରେ କଣ କରିବେ କଣ ନାହିଁ ତାହା ଜାଣି ପାରିବେ । ହୋଇପାରେ ସେ ଆନଙ୍କ ସହ କଥା ହେଉ ନାହାନ୍ତି କି ଇଗନୋର କରୁଛନ୍ତି । ସେ ଚାହୁଁଛନ୍ତି ଆପଣ ଏବେ ଏକା ରୁହନ୍ତୁ । ତେବେ ଯାଇ ଆପଣ ଲାଇଫରେ ଠିକ ନିସ୍ପତି ନେଇ ପାରିବେ ।

2- ଆପଣଙ୍କୁ ଦ୍ଵିତୀୟ ନମ୍ବର ଟି ଅଧିକ ଆକର୍ଷିତ କରିଥିଲେ ଆପଣ ନିଜକୁ ବହୁତ ହର୍ଟ କରିଛନ୍ତି । ଆପଣଙ୍କୁ କାହାର ସାହାରା ର ଆବଶ୍ୟକତା ଅଛି । ଆପଣ ବହୁତ ଅଧିକ ଚିନ୍ତାରେ ଅଛନ୍ତି ବର୍ତ୍ତମାନ ସମୟରେ । ଆପଣଙ୍କ ପାଇଁ ବଞ୍ଚିବାର କିଛି କାରଣ ନାହିଁ ଏମିତି ଆପଣଙ୍କ ପର୍ଶନ ଭାବୁଛନ୍ତି । କିନ୍ତୁ ସେ ଜାଣିଛନ୍ତି ସ୍ଥିତି ଏମିତି ହୋଇଛି ଯାହା ପାଇଁ ଆପଣ କିଛି ବୁଝିପାରୁ ନାହାନ୍ତି ।

3- ଆପଣଙ୍କୁ ତୃତୀୟ ନମ୍ବର ଟି ଅଧିକ ପସନ୍ଦ ଆସିଥିଲେ ଆପଣ ମେହନତରେ ଜୀବନରେ ଉନ୍ନତି କରୁଛନ୍ତି । ଆପଣଙ୍କ ହସ ତାଙ୍କୁ ବହୁତ ପସନ୍ଦ ଆସୁଛି । ଆପଣଙ୍କର ଡ୍ରେସ ସେନ୍ସ ତାଙ୍କୁ ବହୁତ ପସନ୍ଦ ଆସିଥାଏ । ଆପଣ ବହୁତ ଭାବୁକ ସ୍ବଭାବର ବ୍ୟକ୍ତି ଅଟନ୍ତି । ଆପଣଙ୍କର ବ୍ୟକ୍ତିତ୍ବ ତାଙ୍କୁ ଖୁବ ଆକର୍ଷିତ କରୁଛି ।

4- ଯଦି ଆପଣ ଚତୁର୍ଥ ନମ୍ବରଟି ପସନ୍ଦ ଆସିଛି ଆପଣ ନିଜ ଚିନ୍ତାରେ ଫଶୀ ଯାଇଛନ୍ତି । ଏହି ସମୟରେ ଆପଣ ଦୁଃଖୀ ଅଛନ୍ତି । ସେ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କର ସାହସ ହେଉ ନାହିଁ । ଆପଣ ନିଜ ସ୍ଥିତିରେ ଫଶୀ ଯାଇଛନ୍ତି । ଅତିତରୁ ଆପଣ ବାହାରିପାରୁ ନାହାନ୍ତି ।

5- ଆପଣଙ୍କୁ ପଞ୍ଚମ ନମ୍ବରଟି ପସନ୍ଦ ଆସିଥିଲେ ଆପଣଙ୍କ ପର୍ଶନ ଆପଣଙ୍କୁ ଭଲ ବନ୍ଧୁ ଓ ଶୁଭଚିନ୍ତକ ଭାବୁଛନ୍ତି । ଆପଣ ଯେଉଁଠିକି ଯିବେ ସେଠାରେ ଖୁସି ଭରିଯିବ । ସେ ଆପଣଙ୍କୁ ଖୁସି ରୂପରେ ଦେଖୁଛନ୍ତି । ତାଙ୍କ ଜୀବନରେ ଯାହା କିରଣ ଅଛି ସେ ଆପଣ । ସେ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଭାବେ ଦେଖୁଛନ୍ତି । ତାଙ୍କ ଜୀବନରେ ଯାହା ବି କିଛି ସବୁ କିଛି ଆପଣ ।  ବନ୍ଧୁଗଣ ଆପଣ ମାନେ କେଉଁ ନମ୍ବରଟି ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *