ମହାଦେବଙ୍କ ଚମତ୍କାର – ମନ୍ଦିର ଭାଙ୍ଗିବାକୁ ପହଞ୍ଚିଲେ ଶ୍ରମିକ, ମନ୍ଦିର ଭାଙ୍ଗିବା ସମୟରେ ଭିତରର ଦୃଶ୍ୟ ଦେଖି ସମସ୍ତେ ଡରିଗଲେ

ମହାଦେବଙ୍କୁ ସବୁ ଦେବତାଙ୍କର ଦେବତା କୁହାଯାଏ । ମହାଦେବ ବହୁତ ହିଁ ଦୟାଳୁ ହୋଇଥାନ୍ତି । ଏଥିପାଇଁ ତାଙ୍କୁ ଭୋଲେନାଥ ବି କୁହାଯାଏ । ଆଜି ଆମେ ଆପଣଙ୍କ ପାଇଁ ଏକ ସତ୍ୟ ଘଟଣା ଆଣି ଆସିଛୁ । ଗୋଟିଏ କମ୍ପାନୀର ମାଲିକ ମହାଦେବଙ୍କ ପୁରୁଣା ମନ୍ଦିରକୁ ଭାଙ୍ଗିବାକୁ ଯାଇଥିଲା । ସେତେବେଳେ ଯାହା ହେଇଥିଲା ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେହି ଘଟଣା କଣ ଥିଲା ଚାଲନ୍ତୁ ଜାଣିବା ।

ଏହି ଘଟଣା ଆମେରିକାର ଅଟେ । ଆମେରିକାରେ ଜଣେ ବହୁତ ବଡ ବିଜିନେସମ୍ୟାନ ଥିଲେ । ତାର ୨୦ ରୁ ଅଧିକ କମ୍ପାନୀ ଥିଲା ଓ ସେ ବହୁତ ଧନୀ ଥିଲା । ଏହି ବ୍ୟକ୍ତି ଜଣକ ଯେଉଁଠି ରହୁଥିଲା ତାହା ପାଖରେ ଏକ ବଡ ପୁରୁଣା ଶିବ ମନ୍ଦିର ଥିଲା । ଏହି ମନ୍ଦିର ବନ୍ଦ ଅବସ୍ଥାରେ ଥିଲା । ଏହି ମନ୍ଦିର ଯେଉଁଠି ଥିଲା ସେହି ଜାଗା ଉପରେ ଏହି ବ୍ଯକ୍ତିର ନଜର ଥିଲା । ସେ ଶିବ ମନ୍ଦିରକୁ ଭାଙ୍ଗି ସେଠାରେ ନିଜର ଆଲିସାନ ବଙ୍ଗଳା ବନେଇବାକୁ ଚାହୁଁଥିଲା । କିନ୍ତୁ ଏହି ମନ୍ଦିରକୁ ଭାଙ୍ଗିବା ପାଇଁ ସେ ସାହସ କରି ପାରୁନଥିଲା ।

ଦିନେ ତାହାର ପତ୍ନୀ ଏହି ମନ୍ଦିର ଜାଗାରେ ନିଜର ବଙ୍ଗଳା ବାନାଇବାର ଜିଦି କରି ବସିଲା । ତା ପରେ ସେହି ବ୍ୟକ୍ତି ନିଜ କମ୍ପାନୀର ୩୦ -୪୦ ଜଣ ଶ୍ରମିକଙ୍କୁ ନେଇ ସେହି ଶିବ ମନ୍ଦିରରେ ପହଞ୍ଚି ଗଲା । ସେ ନିଜର ଶ୍ରମିକ ମାନଙ୍କୁ ଏହି ମନ୍ଦିର ଭାଙ୍ଗିବା ପାଇଁ କହିଲା । ସମସ୍ତେ ମନ୍ଦିରର ତାଲା ଭାଙ୍ଗି ଭିତରେ ପହଞ୍ଚିଲେ । କିନ୍ତୁ ଭିତରର ଦୃଶ୍ଯ ଦେଖି ସମସ୍ତେ ଡରି କରି ପଳାଇବାକୁ ଲାଗିଲେ ଓ ବାହାରକୁ ଆସି କହିଲେ କି ଆମେ ଏହି ମନ୍ଦିରକୁ ଭାଙ୍ଗି ପାରିବୁ ନାହିଁ । କାରଣ ଭିତରେ ବହୁତ ହିଁ ବଡ ବିଷଧର ସାପ ଅଛି । ଏମିତି କହି ସବୁ ଶ୍ରମିକ ପଳାଇଗଲେ ।

ଦ୍ଵିତୀୟ ଦିନ ସେହି ବ୍ୟକ୍ତି ନିଜର ବୁଲଡ୍ରୋଜର ଦ୍ଵାରା ଏହି କମ୍ପାନୀକୁ ଭାଙ୍ଗିବାକୁ ଆସିଲା । ଯେମିତି ହିଁ ବୁଲଡ୍ରୋଜର ଆଗକୁ ବଢିଲା ତାହା ଅଚାନକ ବନ୍ଦ ହୋଇଗଲା । ବହତ ଚେଷ୍ଟା କରିବା ପରେ ବି ତାହା ଚାଲୁ ହେଲା ନାହିଁ । ବିଜିନେସ ମ୍ୟାନ ଓ ତାହାର ଶ୍ରମିକ ପୁଣି ନିରାଶ ହୋଇ ଘରକୁ ଫେରିଗଲେ । ଯେତେବେଳେ ସେହି ବ୍ୟକ୍ତି ନିଜ ଘରେ ପହଞ୍ଚିଲା ତେବେ ତାର ପତ୍ନୀ ବେହୋସ ହୋଇ ପଡିଥିଲା । ଜଲ୍ଦି ତାହାକୁ ନେଇ ହସ୍ପିଟାଲ ରେ ପହଞ୍ଚାଇଲା ।

ଯେତେବେଳେ ହସ୍ପିଟାଲ ରେ ତାକୁ ହୋସ ଆସିଲା ସେ କହିଲା କି ଆମ ଘରେ ବହୁତ ବଡ ଭୟାନକ ସାପ ପଶି ଆସିଥିଲା । ଯାହାକୁ ଦେଖି ମୁଁ ବେହୋସ ହେଇ ଯାଇଥିଲି । ପତ୍ନୀ କଥା ଶୁଣି ସେ କହିଲା କି ଯେବେଠୁ ଆମେ ସେହି ଶିବ ମନ୍ଦିରକୁ ଭାଙ୍ଗିବା କଥା ଭାବିଛୁ ସେବେ ଠୁ ସବୁ ଖରାପ ହିଁ ହେଉଛି । ଆମ କମ୍ପାନୀ ବି କ୍ଷତିରେ ଚାଲୁଅଛି । ଆମେ ମହାଦେବଙ୍କ ମନ୍ଦିରକୁ ଭାଙ୍ଗିବା କଥା ଭାବି ବହୁତ ବଡ ଭୁଲ କରିଛୁ ।

କିନ୍ତୁ ଆମେ ଏହି ଭୁଲକୁ ସୁଧାରିବା । ମନ୍ଦିରକୁ ଭାଙ୍ଗିବା ନାହିଁ ବରଂ ଏହି ମନ୍ଦିରକୁ ନୂଆ କରି ବନେଇବା । ଯଦି ଆପଣଙ୍କୁ ଆମର ଏହି ପୋସ୍ଟଟି ଭଲ ଲାଗିଛି ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *