ମାନବିକତାର ଏମିତି ଭିନ୍ନ ରୂପ, ଥରେ ଦେଖନ୍ତୁ ଏହି Video, ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ

ନମସ୍କାର ବନ୍ଧୁଗଣ ଏବେ ତ ସୋ-ସି-ଆ-ଲ ମି-ଡ଼ି-ଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋ-ସି-ଆ-ଲ ମି-ଡ଼ି-ଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେ-ସ-ବୁ-କ, ଇଂ-ଷ୍ଟା-ଗ୍ରା-ମ,ହ୍ଵା-ଟ୍ସ-ଆ-ପ, ୟୁ-ଟି-ୟୁ-ବ ଆଦି ଆ-ପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ ।

ତେବେ ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ ଭି-ଡି-ଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭି-ଡି-ଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭି-ଡି-ଓ କୁ ସେୟାର କରି ଭା-ଇ-ରା-ଲ କରାଯାଉଛି । ତେବେ ଯଦି କୌଣସି ଭି-ଡି-ଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭି-ଡି-ଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭା-ଇ-ରା-ଲ କରି ଥାଆନ୍ତି ।

ଏହି ସ୍ୱାର୍ଥପର ଦୁନିଆ ରେ ମାନବିକତା ଲୋପ ପାଇ ବସିଲାଣି । ଏଠି କେହି କାହାର ନୁହେଁ ସମସ୍ତେ ନିଜ ସ୍ୱାର୍ଥ ହିଁ ଦେଖନ୍ତି ଏଠି ନିଜ ଲୋକ ମଧ୍ୟ ନିଜର ହୋଇ ପାରୁନି । କିନ୍ତୁ ଏହାକୁ ଭୁଲ ସାବ୍ୟସ୍ତ କରି ଆଜି ମଧ୍ୟ ଏହି ଦୁନିଆ ରେ ମାନବିକତା ରହିଛି ବୋଲି ପ୍ରମାଣିତ କରି ଦେଇଛନ୍ତି ଏହି ଭା-ଇ-ରା-ଲ ଭି-ଡି-ଓ ରେ ଥିବା ଲୋକମାନେ । ତେବେ ଆସନ୍ତୁ ଦେଖିନେବା ମାନବିକତା ର କିଛି ଭିନ୍ନ ରୂପ ଯାହା ଆପଣଙ୍କ ଆଖିରେ ନିଶ୍ଚିତ ଖୁସି ର ଲୁହ ଆଣିଦେବ ।

୧- ପ୍ରଥମ ଭି-ଡି-ଓ ରେ ହେଉଛି ଏକ ମାଆ ଵତକ ଏବଂ ତା ଛୁଆ ର । ସେମାନେ ରାସ୍ତା ରେ ଏକାଠି ରାସ୍ତା ପାର ହେଉଥିଲେ କିନ୍ତୁ ହଠାତ ସେଠି ଥିବା ଏକ ଡ୍ରେନ ରେ ବତକ ଛୁଆ ପଡିଗଲେ । ଏହା ଦେଖି ବତକ ସେଇଠାରେ ଘୁରି ବୁଲିଲା ଏବଂ ନିଜ ଛୁଆ କୁ ବାହାର କରିବା ପାଇଁ ଚେଷ୍ଟା କଲା । ଠିକ ସେତିକି ବେଳେ କିଛି ଲୋକ ଆସି ଡ୍ରେନ କୁ ଖୋଲି ସେହି ବତକ ର ଛୁଆ ମାନଂକୁ ଉଦ୍ଧାର କରିଥିଲେ ।

୨- ଦ୍ଵିତୀୟ ରେ ହେଉଛି ଜଣେ ଗାଈ ଟି ଏକ ନଦୀ ରେ ପ-ଡି ଯାଇଥିଲା ଏବଂ ତାର ସୁଅ ରେ ସେ ଭାସି ଚାଲି ଯାଉଥିଲା ତେବେ ଲୋକମାନେ ଉଦ୍ଧାର କିପରି କରିବେ ଏହା ଭାବିବା ବେଳେ ଜଣେ ଲୋକ ଏକ ଦଉଡି ନେଇ ନଦୀ କୁ ଡେଇଁ ସେହି ଗାଈ କୁ ଉଦ୍ଧାର କରି ଦେଇଥିଲେ ।

୩- ତୃତୀୟ ରେ ଅଷ୍ଟ୍ରେଲିଆ ର ଏକ ଷ୍ଟେସନ ରେ ଜଣେ ଲୋକ ଟ୍ରେନ ରେ ଯିବା ବେଳେ ତା ଗୋଡ଼ ଟ୍ରେନ ଏବଂ ପ୍ଲାଟଫର୍ମ ଭିତରେ ଫସିଗଲା ଏବଂ ଯେତେ ଚେଷ୍ଟା ସତ୍ତ୍ୱେ ମଧ୍ୟ ଏହା ବାହାରି ପାରିଲା ନାହିଁ ତେବେ ଠିକ ସେତିକି ବେଳେ ସେଠି ଉପସ୍ଥିତ ଥିବା ଲୋକମାନେ ଏହା ନିଷ୍ପତ୍ତି ନେଲେ କି ସେମାନେ ଟ୍ରେନ କୁ ଧକା ଦେଇ ସେପଟ କୁ ନୂଆଇବେ ତେବେ ତାଙ୍କର ଏହି ପ୍ରଚେଷ୍ଟା ସଫଳ ହୋଇଥିଲା ।

୪-ଚତୁର୍ଥ ରେ ହେଉଛି ଜଣେ ଲୋକ ନିଜର ଜିନିଷ ଟ୍ରେନ ଲାଇନ ରେ ପଡ଼ି ଯାଇଥିବାରୁ ତାକୁ ଉଠାଉ ଥିଲେ କିନ୍ତୁ ସେତିକି ବେଳେ ଏକ ଟ୍ରେନ ଆସୁଥିବାର ଦେଖି ଆଉ ଜଣେ ବ୍ୟକ୍ତି ଦୌଡ଼ି ଆସି ତାଙ୍କୁ ସେପଟ କୁ ଟାଣି ନେଇଥିଲେ ତେବେ ଏହି ଲୋକର ସାହାସ କୁ ମାନିବାକୁ ପଡିବ ।

୫- ପଞ୍ଚମ ରେ ହେଉଛି ରାସ୍ତା ରେ ଏକ ଗାଡି ରେ ଏକ କୁନି ଛୁଆ ଯାହାକୁ ତାର ବାପା ମାଆ ଭୁଲ ବଶତଃ ଗାଡ଼ିରେ ହିଁ ଛାଡି ପଳାଇଥିଲେ ଏବଂ ଗରମ ତଥା ନିଶ୍ୱାସ ନେବାରେ କଷ୍ଟ ହେବା ଯୋଗୁଁ ସେ କାନ୍ଦୁଥିଲା କିନ୍ତୁ ସେଠାରେ ଥିବା ଜଣେ ପୋଲିସ ଅଫିସର ଏହା ଦେଖି ନିଜ ରିସ୍କ ରେ ଗାଡି ର କାଚ କୁ ଭାଙ୍ଗି ଦେଇଥିଲେ ଏବଂ ଛୁଆ କୁ ଉଦ୍ଧାର କରିଥିଲେ । ତେବେ ଏହି ଭି-ଡି-ଓ ଦେଖିବା ପରେ ଆଜି ବି ମାନବିକତା ବଞ୍ଚିଛି ବୋଲି ଆପଣଙ୍କ ର ନିଶ୍ଚିତ ବିଶ୍ୱାସ ହୋଇ ଯାଇଥିବ ।

Leave a Reply

Your email address will not be published. Required fields are marked *