ହେ ଭଗବାନ ! TV ଇଣ୍ଡଷ୍ଟ୍ରି ରେ ପୁଣି ଶୋକର ଛାୟା, ଏବେ ଏବେ TV ର ଏହି ମହାନ Actor ଙ୍କର ହେଇଗଲା ପରଲୋକ

ବନ୍ଧୁଗଣ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଆଉ ଗୋଟେ ଦୁଃଖର ଖବର ସାମ୍ନାକୁ ଆସିଛି । ଗତ କାଲି ଛୋଟ ପରଦା ଓ ହିନ୍ଦୀ ସିନେମାର ଦିଗଜ ଅଭିନେତା ଅନୁପମ ଶ୍ୟାମଙ୍କ ଦେ-ହା-ନ୍ତ ହୋଇଛି ।

ସେ ଗତ ବହୁତ ଦିନ ଧରି ରୋ-ଗା-କ୍ରା-ନ୍ତ ଥିଲେ ଓ ତାଙ୍କ ଶରୀରର କେତେକ ଅଙ୍ଗ କାମ କରୁ ନଥିଲା । ଗତ କାଲି ରବିବାର ଦିନ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ତାଙ୍କର ନି-ଧ-ନ ପରେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ସେ ଛୋଟ ପରଦାରେ ଠାକୁର ସଜ୍ଜନ ସିଂହଙ୍କ ରୂପରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ଅନୁପମ ହିନ୍ଦୀ ସିରିଏଲ ‘ପ୍ରତିଜ୍ଞା’ରେ ସଜ୍ଜନ ସିଂହର ମୁଖ୍ୟ ଭୂମିକାରେ ନଜର ଆସୁଥିଲେ । ତାଙ୍କର ଏହି ଭୂମିକାକୁ ଦର୍ଶକ ମାନେ ବେସ ପସନ୍ଦ ମଧ୍ୟ କରିଥିଲେ । ଏହି ଭୂମିକାରେ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଠାକୁର ସଜ୍ଜନ ସିଂହଙ୍କ ନାମରେ ସେ ଘରେ ଘରେ ପରିଚିତ ଥିଲେ । ହେଲେ ବନ୍ଧୁଗଣ ଦୁଃଖର କଥା ଏହା ହେଉଛି ଯେ, ସେ ବର୍ତ୍ତମାନ ଆମ ମାନଙ୍କ ମଧ୍ୟରେ ନାହାନ୍ତି ।

ଅନୁପମ ଗତ ବର୍ଷରୁ କି-ଡ୍ନି ରୋଗରେ ପୀଡିତ ଥିଲେ । ସେ ବହୁତ ସମୟ ହେବ ରୋ-ଗା-କ୍ରା-ନ୍ତ ଥିଲେ ଓ ତାଙ୍କର ଚିକିତ୍ସା ଚାଲି ଥିଲା । ତାଙ୍କର ଶରୀର ଅଧିକ ଅସୁସ୍ଥ ହୋଇପଡିଥିଲା । ଧୀରେ ଧୀରେ ତାଙ୍କ ଶରୀରର କିଛି ଅଙ୍ଗ ଗୁଡିକ କାମ କରିବା ବନ୍ଦ କରିଦେଲା । ଶେଷରେ ଅଗଷ୍ଟ ୮ ତାରିଖରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।

ଗତ ବର୍ଷ କରୋନା କାଳରେ ଅନୁପମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା । ତାଙ୍କୁ ସେହି ସମୟରେ ଆଇସିୟୁରେ ଆଡମିଟ କରଯାଇଥିଲା । ସେହି ସମୟରେ ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ଥିଲା ଓ ତାଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାର ଲୋକଙ୍କ ପାଖରେ ଟଙ୍କାର ଅଭାବ ଥିଲା । ଛୋଟ ପରଦା ସହ ଅନୁପମ ବଡ ପରଦାରେ ମଧ୍ୟ କାମ କରିଛନ୍ତି । ସେ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମରେ କାମ କରିଥିଲେ । ଅନୁପମ ୨୦ ସେପ୍ଟେମ୍ବର ୧୯୫୭ ମସିହାରେ ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ।

ନିଜ ପାଠ ପଢା ଶେଷ କରିବା ପରେ ସେ ଦିଲ୍ଲୀର ଶ୍ରୀରାମ ସେଣ୍ଟର ରଙ୍ଗମଣ୍ଡଳରେ କାମ କରିଥିଲେ । କିଛି ବର୍ଷ କାମ କରିବା ପରେ ସେ ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ ମୁମ୍ବାଇ ଯାଇଥିଲେ । ସେ ନିଜ ବଲିଉଡ କାରିୟରର ଆରମ୍ଭ ବଲିଉଡ ଫିଲ୍ମ ‘ଲିଟିଲ ବୁଦ୍ଧା’ରୁ କରିଥିଲେ । ଏହି ଫିଲ୍ମରେ ସେ ବହୁତ ଭଲ ଅଭିନୟ କରିଥିଲେ ଓ ତାଙ୍କୁ ଅନ୍ୟ ଫିଲ୍ମରେ କାମ କରିବା ପାଇଁ ମଉକା ମିଳିଥିଲା ।

ସେ ବେଣ୍ଡିଟ କ୍ଵିନ, ସ୍ଲମଡଗ କାରୋଡପତି, ଟ୍ରେଡ, ଶକ୍ତି, ହାଳାବୋଲ, ରକ୍ତଚରିତ୍ର ଓ ଜୟ ଗଙ୍ଗା ଆଦି ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଦିଗଜ ଅଭିନେତା ଜଣକ ଆଉ ଆମ ମାନଙ୍କ ମଧ୍ୟରେ ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁପମ ଶ୍ୟାମ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *