‘ଆମେ ଧୀରେ ଧୀରେ କ୍ଳୋଜ ହେଉଥିଲେ କିନ୍ତୁ ଗୋଟିଏ ଫୋନ କଲ ଆସିଲା ଆଉ…’ ଶୁଣନ୍ତୁ ମନ ଦୁଃଖରେ କଣ କହିଲେ କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ, କିଛିଦିନ ର ଘଟଣା ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ସମ୍ବନ୍ଧରେ ଆପଣ ମାନେ ବେସ ଭଲ ଭାବେ ଅବଗତ । କୋର୍ଟ ଙ୍କ ନିର୍ଦ୍ଧେଶ ଅନୁସାରେ ଉଭୟ ୭ ଦିନ ଏକାଠି ରହିବାକୁ ରାଜି ହୋଇଥିଲେ । କିନ୍ତୁ ହଟାତ ସୁମିତ ଥାନା ଆଗରୁ ସ୍କୁଟି ରେ ବସି ଫେରର ହୋଇଯାଇଛନ୍ତି । ଏହା ଜାଣିଲା ପରଠାରୁ ବିଭିନ୍ନ ପ୍ରକାରର ପ୍ରଶ୍ନ ର ଛୁଅ ଛୁଟିଛି । ଆସନ୍ତୁ ଜାଣିବା ଏହି ବାବଦରେ କଣ କହୁଛନ୍ତି ତାଙ୍କ ଧର୍ମ ପତ୍ନୀ ତପସ୍ଵିନୀ ।

ତପସ୍ଵିନୀ ଙ୍କ କହିବା ଅନୁଯାୟୀ ୧୧ ଟାରେ ସୁମିତ ଙ୍କ ପାଖକୁ ଗୋଟିଏ ଫୋନ କଲ ଆସିଥିଲା, ଏହାପରେ ସୁମିତ ରୁମ ଭିତରକୁ ନ ଆସି କହିଲେ ମୁଁ ବାହାରେ ରହିବି । ଏହାପରେ ସୁମିତ ବାରଣ୍ଡାରେ ଚ୍ୟାର କୁ ଚ୍ୟାର କନେକ୍ଟ କରି ଶୋଇଲେ । ଯେ ହେତୁ ସ୍ଵାମୀ ବାହାରେ ଶୋଇଲେ ଏହା ଦେଖି ତପସ୍ଵିନୀ ମଧ୍ୟ ଚ୍ୟାର କୁ ଚ୍ୟାର ସହିତ କନେକ୍ଟ କରି ଶୋଇଲେ । ଏହାପରେ ଖାଇବା ପିଇବା ସହିତ ମିଳାମିଶା ମଧ୍ୟ ସଠିକ ଥିଲା ।

ସୁମିତ ଅଫିସ ଗଲା ବେଳକୁ ତପସ୍ଵିନୀ କୁ କହିକି ମଧ୍ୟ ଜାଆନ୍ତି । ତପସ୍ଵିନୀ ର ଉଚିତ କେୟାର ମଧ୍ୟ ନେଉଥିଲେ । ଉଭୟଙ୍କ ମଧ୍ୟରେ ସବୁ ଠିକ ଥିଲା । ମାତ୍ର ହଟାତ ତ ସବୁକିଛି ପରିବର୍ତ୍ତନ ହେବନି ଯେ ହେତୁ ବର୍ଷେ ହେବ ସେ କଥା ହେଉ ନଥିଲେ, ଏଣୁ ଧୀରେ ଧୀରେ ପରିବର୍ତ୍ତନ ହେଉଥିଲେ । ଏହା ସମସ୍ତେ ଜାଣିଛନ୍ତି, ପୋଲିସ ଅଫିସର ଠାରୁ ଆରମ୍ଭ କରି ପ୍ରୋଟେକ୍ସନ ଅଫିସର ମଧ୍ୟ ଜାଣିଛନ୍ତି ।

ମାତ୍ର ଏହି ସ୍ଥିତି ରେ ବର୍ତ୍ତମାନ ନାନା ପ୍ରକାରର ପ୍ରଶ୍ନ ଉଠୁଛି ଯେ ସୁମିତ ହଟାତ ଏଭଳି କାହିଁକି କଲେ ? ସୁମିତ ଏବଂ ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସମସ୍ତେ କୋର୍ଟ ର ରାୟ କୁ ମାନ୍ୟତା ଦେଇ ଗ୍ରହଣ କରିବେ ବୋଲି ନିର୍ଧାରିତ କରିଥିଲେ । ମାତ୍ର ହଟାତ ଏଭଳି ଥାନା ସମୁଖରୁ ଫେରାର ହେବା ପଚରା କାରଣ କଣ ହୋଇପାରେ ।

ଉଭୟଙ୍କ ମଧ୍ୟରେ ସବୁ ଠିକ ହୋଇ ଆସୁଥିବା ସମୟରେ ମାତ୍ର ଗୋଟିଏ ଫୋନ କଲ ରେ ଏଭଳି କଣ ହେଲା ଯେ ସୁଧୁରୁଥିବା ପରିସ୍ଥିତି କୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଲା ? ବର୍ତ୍ତମାନ ଓଡିଶାବାସୀ ଚାହିଁ ବସିଛନ୍ତି ଯେ ତପସ୍ଵିନୀ ଙ୍କୁ ନ୍ୟାୟ କେବେ ମିଳିବ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *