‘ଏସବୁ ଆଗରୁ ପ୍ଲାନିଂ ଥିଲା, ଏଠି କ’ଣ ଫିଲ୍ମ ସୁଟିଂ ହେଉଛି ? ତାଙ୍କ ସ୍କୁଟି ପଛରେ କଣ ମୁଁ ଖାଲିଟାରେ ଦୌଡିବି ?’ ଦେଖନ୍ତୁ Sumit ଫେରାର ହେବାକୁ ନେଇ କଣ କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ, ତପସ୍ଵିନୀ ଙ୍କର ବର୍ତ୍ତମାନ ନାନା ପ୍ରଶ୍ନ ମାନ ମନରେ ଉଠିଛି । ଆସନ୍ତୁ ତାହା ସମ୍ବନ୍ଧରେ ସଂପୂର୍ଣ୍ଣ ଭାବରେ ଜାଣିନେବା । ତପସ୍ଵିନୀ ଙ୍କ କହିବା ଅନୁଯାୟୀ ଯଦି ସେ ଅସୁସ୍ଥ ଅଛନ୍ତି, ତେବେ ସେ ହସ୍ପିଟାଲ ରେ ନ ରହି ସାଙ୍ଗ ଘରେ ରହିବା କେତେ ଦୂର ଏଟା ଠିକ ଅଟେ ? ସେ ପୋଲିସ ସାମ୍ନା ରେ ଚଖମା ଦେଇ ଫେରାର ହେଲେ । ହସ୍ପିଟାଲ ରୁ ୪ ଦିନ ଛୁଟି ନେଇ କୁଆଡେ ଯାଇଛନ୍ତି ଭାରି, ରାତି ୧୧ ଟା ୧୨ ରେ ମତେ ଜଣା ନ ଥିଲା ଯେ ତାଙ୍କର ଏଭଳି ଦେହ ଖରାପ ଅଛି ସେ ବାଲିଶିରାରେ ରହିବେ ।

ମାତ୍ର ଏହି ସୂଚନା ତାଙ୍କ ଓକିଲ ମି-ଡି-ଆ ମାଧ୍ୟମରେ ଦେଇଛନ୍ତି ଯେ ସୁମିତଙ୍କ ଦେହ ଖରାପ ଅଛି ଏବଂ ସେ ବାଲିଶିରାର ଏକ ସାଙ୍ଗ ଘରେ ଅଛନ୍ତି । ମାତ୍ର ତପସ୍ଵିନୀ ଙ୍କର ବର୍ତ୍ତମାନ ଏକ ପ୍ରଶ୍ନ ଯେ ଏଠି ପୋଲିସ ପ୍ରୋଟେକ୍ସନ ରେ ଅଛନ୍ତି ତାଙ୍କ ପାଖରେ ୫, ୬ ଟି ରୁମ ଅଛି । ମାତ୍ର ଏଠି ତାଙ୍କର ଦେହ ଅସୁସ୍ଥ ହୋଇଗଲା । ଯଦି ସେ ଅସୁସ୍ଥ ଅଛନ୍ତି ତେବେ ସେ ହସ୍ପିଟାଲ ରେ ନ ରହି ସାଙ୍ଗ ଘରେ ରହିବାର ଅର୍ଥ କଣ ଅଟେ ?

ସୁମିତ ଙ୍କ ଓକିଲ ଙ୍କ କହିବା ଅନୁଯାୟୀ କିଛି କନଭରସେସନ ବର୍ଷେ ହେବ ନଥିଲା ସେଥିପାଇଁ ସେ କିଛି ନଜଣାଇ ଏଭଳି କରିଛନ୍ତି । କିନ୍ତୁ ତପସ୍ଵିନୀ ଙ୍କ କହିବା ଅନୁଯାୟୀ ସେ ଯେହେତୁ ଓକିଲ, ଏଣୁ ତାଙ୍କର ଜାଣିବା ଆବଶ୍ୟକ ଯେ ଯେହେତୁ ମାନ୍ୟବର କୋର୍ଟ ଅଡର କରିଛନ୍ତି, ସେ କିଛି ନ କୁହନ୍ତୁ ମାତ୍ର ଫୋନ କରି ପଚାରିବା କଥା କି ମୁଁ ଖାଇଲିଣି କି ନାହିଁ ।

ମାତ୍ର ଯଦି ତାଙ୍କ ଦେହ ଖରାପ ସେ ଫେରାର ହୋଇ ନାହାଁନ୍ତି, ତେବେ ଏହି ପୋଲିସ ମାନେ ଥିବା ଅବସ୍ଥାରେ ସେ ଯେତେବେଳେ ସ୍କୁଟି ରେ ବସି ଯାଉଥିଲେ, ପୋଲିସ ବାବୁ ଙ୍କ ସହିତ କର୍ମଚାରୀ ଏବଂ ମୁଁ ଯାଉ ଦୌଡୁଥିଲି କଣ ଖାଲିଟାରେ ଦୌଡୁଥିଲି ? ନା ଏଠି କୌଣସି ପ୍ରକାରର ଫିଲ୍ମ ସୁ-ଟି-ଙ୍ଗ ଚାଲିଥିଲା ?

ଜଣେ ଅସୁସ୍ଥ ବ୍ୟକ୍ତି ଏଭଳି ଧାଇଁ ଧାଇଁ ଯାଇ ସ୍କୁଟି ରେ ବସି ଫେରାର ହେବା କେତେ ଦୂର ସତ ଆପଣଙ୍କୁ ଲାଗୁଛି ମତେ ତାହା କୁହନ୍ତୁ । ମାତ୍ର ଏହା ଏକ ଷଡଯନ୍ତ୍ର ଅନୁଯାୟୀ ଯୋଜନା ଥିଲା । ଏହିଭଳି କହିଛନ୍ତି ତପସ୍ଵିନୀ । ବନ୍ଧୁଗଣ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *