ମାନବିକତା ଦେଖାଇଲେ Rudra Maharathy, କରିଲେ ଏମିତି କାମ ଶୁଣିଲେ ଆପଣ କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ରୁଦ୍ର ଗତ ପିପିଲି ନିର୍ବାଚନରେ ଲୋକମାନଙ୍କ ଭୋଟ ପାଇ ବିଜୟ ହୋଇଥିଲେ । ବନ୍ଧୁଗଣ ରୁଦ୍ରଙ୍କ ବାପା ସ୍ଵର୍ଗତ ପ୍ରଦୀପ ମହାରଥୀ ବହୁତ ବର୍ଷ ଧରି ପିପିଲି ବିଧାୟକ ରୂପେ କାମ କରୁଥିଲେ । ବାପା ଯିବା ପରେ ରୁଦ୍ର ପିପିଲି ବିଧାୟକ ହୋଇ ନିଜ ପରିବାରର ନାମ ଉଚ୍ଚ କରିଛନ୍ତି ।

ଗତ କିଛି ସମୟ ହେବ ରୁଦ୍ର ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଏହି ଚର୍ଚା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ନବ ନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଜଣେ ଅସୁସ୍ଥ ମହିଳାଙ୍କୁ ନିଜ ଗାଡିରେ ବସାଇ ମେଡିକାଲ ଆଣିଲେ ।

ମହିଳା ଜଣକ ନିଜ ସ୍ଵାମୀଙ୍କ ସହ ରାସ୍ତାରେ ଯାଉଥିବା ବେଳେ ମୁଣ୍ଡ ବୁଲାଇ ରାସ୍ତାରେ ପ-ଡି-ଯାଇଥିଲେ । ରୁଦ୍ର ସେହି ସମୟରେ ମହିଳାଙ୍କୁ ନିଜ ଗାଡିରେ ବସାଇ ହସ୍ପିଟାଲ ନେଇଥିଲେ । ବର୍ତ୍ତମାନ ମହିଳା ଜଣକ ସୁସ୍ଥ ଅଛନ୍ତି । ମହିଳାଙ୍କ ନାମ ହେଉଛି ମମିତା ଜେନା । ମମିତାଙ୍କୁ ଗତ ଦୁଇ ଦିନ ହେବ ଜ୍ଵର ହୋଇଥିଲା । ସେ ମେଡିକାଲ ଯାଉଥିବା ବେଳେ ନିଜ ଚେତା ହରାଇ ରାସ୍ତାରେ ପ-ଡି-ଯାଇ ଥିଲେ ।

ଏହା ପରେ ମମିତାଙ୍କ ସ୍ଵାମୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ ହେଲେ ଆମ୍ବୁଲାନ୍ସ ଆସିବାକୁ ବିଳମ୍ବ ହୋଇଥିଲା । ସେହି ସମୟରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ଘ-ଟ-ଣା ସ୍ଥଳରେ ପହଞ୍ଚି ଥିଲେ ଓ ମହିଳାଙ୍କୁ ନିଜ ଗାଡିରେ ବସାଇ ହସ୍ପିଟାଲ ନେଇଥିଲେ । ମହିଳା ଜଣକ ରୁଦ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟ ପକ୍ଷରେ ରୁଦ୍ରଙ୍କ ଏହି କାମ ପାଇଁ ସମସ୍ତ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *