ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଲା ଏହି କୁନି ଝିଅ, ଯାହାର ମିଠା ମିଠା କଥା ଆପଣଙ୍କ ମନ କିଣିନେବ, ସୋସିଆଲ ମିଡିଆରେ ନିଆଁ ପରି ହେଉଛି ଭାଇରାଲ, ଥରେ ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର ତେବେ ଆପଣ ମାନେ ଜାଣିଥିବେ କି ସୋ-ସି-ଆ-ଲ ମି-ଡି-ଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି । ସେହିପରି ସୋ-ସି-ଆ-ଲ ମି-ଡି-ଆ ରେ ଅନେକ କିଛି ଭିଡିଓ ମଧ୍ୟ ଭା-ଇ-ରା-ଲ ହୋଇଥାଏ । ଯାହାଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି । ଏହି ସୋ-ସି-ଆଲ ମି-ଡି-ଆ ରେ କେତେବେଳେ କୌଣସି ଅ-ଘ-ଟ-ଣ କୁ ନେଇ ଭି-ଡି-ଓ ଭା-ଇ-ରା-ଲ ହୋଇଥାଏ ତ କେତେବେଳେ କିଛି ମଜାଦାରିଆ ଭିଡିଓ ଭା-ଇ-ରା-ଲ ହୋଇଥାଏ ।

ଅଧିକାଂଶ ସମୟ କୁନି ପିଲା ଙ୍କ ଭିଡିଓ ଗଣ ମାଧ୍ୟମରେ ଭା-ଇ-ରା-ଲ ହୋଇଥାଏ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କୁନି ପିଲା ମାନେ ନିଜର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ କେତେବେଳେ ନିଜର ମଜାଦାର କଥା ଦ୍ଵାରା । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସେହିପରି ଏକ କୁନି ପିଲା ର ଭିଡିଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଛି ।

ଯାହାକୁ ଦେଖି ସମସ୍ତେ ବହୁତ ଖୁସି ମଧ୍ୟ ହେଉଛନ୍ତି । ତେବେ ଆପଣ ମାନେ ବି ସେହି ଭିଡିଓ ଦେଖିଲେ ନିଶ୍ଚିତ ଖୁସି ହୋଇ ରହି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ଭିଡିଓ ରେ କଣ କହୁଛି ଆସନ୍ତୁ ଜାଣିନେବା । ତେବେ ଏହି କୁନି ଝିଅ ଟି ରୁ ନାମ ହେଉଛି ସାଇ ସ୍ୱପ୍ନା ପୃଷ୍ଟି ଏବଂ ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ଏବଂ ତାଙ୍କ ବୟସ ହେଉଛି ମାତ୍ର ଅଢେ଼ଇ ବର୍ଷ । ତେବେ ସେ ଏହି ବୟସ ରୁ ଇଣ୍ଡିଆ ବୁକ ଅଫ ରେକର୍ଡ଼ ରେ ସ୍ଥାନ ପାଇଛି ।

ତେବେ ସାଇ ସ୍ୱପ୍ନା ର ଅନେକ ଭିଡିଓ ଭା-ଇ-ରା-ଲ ହେଉଛି ଯେଉଁଥିରେ ସେ ନିଜ ନିଜ କୁନି କୁଞ୍ଜ ଓଠ ରେ ଏବଂ ଖନି ହୋଇ କଥା କହୁଛି ଏବଂ ଜାତୀୟ ପଶୁ, ଜାତୀୟ ପକ୍ଷୀ,ଜାତୀୟ ଫୁଲ ଏବଂ ଆମ ଜାତିର ପିତା କିଏ ସବୁ କହି ଦେଉଛି । ଏହା ଛଡା ଶ୍ଳୋକ ଏବଂ କବିତା ଗୁଡିକ ଯାହା ବଡ଼ ବଡ଼ ପିଲା ମାନେ ବି ମନେ ରଖି ପାରନ୍ତି ନାହିଁ ସେହି ସବୁ କୁ ଏହି କୁନି ଝିଅ ଟି ବହୁତ ସୁନ୍ଦର ଭାବରେ ଏବଂ ଆରାମ ରେ କହି ଦେଉଛି ।

ତେବେ ସାଇ ସ୍ୱପ୍ନା ର ବାପା ମାଆ ବହୁତ ଖୁସି ଅଛନ୍ତି ନିଜ ଝିଅ ର ଏହି ବୟସ ରୁ ଏତେ ବଡ଼ ସଫଳତା ପାଇଁ ସେମାନେ ବହୁତ ଖୁସି ଏବଂ ସେମାନଙ୍କ କହିବା କଥା କି ସେମାନେ ନିଜ ଝିଅ କୁ ଯାହା କିଛି ଶିଖେଇଛନ୍ତି ଏବଂ ଆଉ ସବୁ ନିଜେ ନିଜେ ଫୋନ ରେ ଦେଖି ଶିଖି ଯାଇଛି । ତେବେ ସେମାନେ ପାର୍ଥନା କରୁଛନ୍ତି କି ତାଙ୍କ ଝିଅ ଏହି ଭଳି ଆଗକୁ ଆଗକୁ ବଢୁ ଏବଂ ଉନ୍ନତି କରୁ । ତେବେ ଆମେ ମଧ୍ୟ ଏହି କୁନି ଝିଅ ର ସଫଳତା ପାଇଁ ବହୁତ ଖୁସି ଏବଂ ଆଶା କରୁଛୁ ଏହି କୁନି ଝିଅ ଟି ଆଗକୁ ଆଗକୁ ଆହୁରି ଉନ୍ନତି କରନ୍ତୁ ଏବଂ ଆହୁରି ସଫଳତା ପାଆନ୍ତୁ ।

Leave a Reply

Your email address will not be published. Required fields are marked *