ମମିତାଙ୍କ ପେନଡ୍ରାଇଭ୍ କହିବ ସବୁ Mamita ଙ୍କ ହତ୍ୟାର କଳା କାହାଣୀ ! ଅଭିଯୁକ୍ତ Govinda Sahu କାହିଁକି ହତ୍ୟା କରିଥିଲେ Mamita ଙ୍କୁ, ଦେଖନ୍ତୁ Video

ବନ୍ଧୁଗଣ, ଆଜିଭଳି ଆଧୁନିକ ଯୁଗରେ ନାନା ପ୍ରକାରର ଅ-ପ-ରା-ଧ-ମାନ ଦେଖା ଯାଉଅଛି । ସେହିଭଳି ଏକ ଘ-ଟ-ଣା ସମ୍ବନ୍ଧରେ ଆମ୍ଭେ ଆଜି ଆପଣଙ୍କୁ କିଛି କହିବାକୁ ଯାଉଅଛୁ । ମହାଲିଙ୍ଗା ସନସାଇନ କଲେଜ ର ଶିକ୍ଷୟତ୍ରୀ ମାମିତାଙ୍କ ହ-ତ୍ୟା ସମ୍ବନ୍ଧରେ ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆ ରେ ଦେଖିଥିବେ । ବର୍ତ୍ତମାନ ହ-ତ୍ୟା-କା-ରୀ ଙ୍କୁ ଖୋଜିବା ସ-ନ୍ଧା-ନରେ ପୋଲିସ ଲାଗି ଯାଇଛନ୍ତି ।

ସୂଚନା ଅନୁଯାୟୀ ମମିତାଙ୍କ ପେନଡ୍ରାଇଭ ରେ କିଛି ବିଶେଷ କଥା ଲୁ-ଚି ରହିଅଛି ଏହି ସମସ୍ତ ଘ-ଟ-ଣା ସମ୍ବନ୍ଧରେ ପେନଡ୍ରାଇଭ ମାଧ୍ୟମରୁ ହିଁ କିଛି ସୁ-ରା-ଗ ମିଳି ପାରିବ । ମମିତା ଙ୍କ ପାଖରେ ଥିବା ପେନଡ୍ରାଇଭ ଲାପଟପ ଏବଂ ମୋବାଇଲର ପ୍ରମାଣ ଏବେ କହିବ ସମସ୍ତ ସତ କଥା । ଅ-ଭି-ଯୁ-କ୍ତ ଗୋବିନ୍ଦ କାହିଁକି ହ-ତ୍ୟା କରିଥିଲେ ମମିତା ଙ୍କୁ । ମାତ୍ର ଭୟରେ ସବୁ କିଛି ଧ-ରା ପ-ଡି-ଯିବ ଭାବି ଅ-ଭି-ଯୁ-କ୍ତ ଗୋବିନ୍ଦ କରିଥିଲେ କି ହ-ତ୍ୟା ଯୋଜନା ?

ମମିତା ମେହେର ଅ-ଭି-ଯୁ-କ୍ତ ଗୋବିନ୍ଦ ଙ୍କୁ ବରବାଦ କରିଦେବେ ବୋଲି ଖୋଲା ଖୋଲି ଚ୍ୟା-ଲେ-ଞ୍ଜ ଦେଇଥିଲେ । ବଡ ବଡିଆ ଙ୍କ ସହିତ ସମ୍ପର୍କ ର ପ୍ରମାଣ ରଖିଥିଲେ କି ମମିତା ? ଏହ ପେନ ଡ୍ରାଇଭ ରେ କେଉଁ ପ୍ରମାଣ ଲୁ-ଚି ରହିଛି ତାହା ବର୍ତ୍ତମାନ ସ-ନ୍ଦେ-ହ ଘେ-ର-ରେ ରହିଅଛି । ଏହି ଘ-ଟ-ଣା ନେଇ ନାନା ପ୍ରକାରର ପ୍ରଶ୍ନ ଉଠିବାରେ ଲାଗିଛି । କେବେ ଠାରୁ ଚାଲିଥିଲା ମହାଲିଙ୍ଗା କଲେଜ ରେ ଯୌ-ନ କେ-ଲେ-ଙ୍କା-ରି ?

କେଉଁ ମାନେ ରାତି କଟାଇବା କୁ ଯାଉଥିଲେ ମହାଲିଙ୍ଗା କଲେଜ କୁ ? କେତେ ଝିଅ ଙ୍କ ଜୀବନ ସହିତ ଖେଳ ଖେଳିଥିଲେ ଅ-ଭି-ଯୁ-କ୍ତ ଗୋବିନ୍ଦ ଏବଂ ତାଙ୍କ ସହଯୋଗୀ ? ସାଧାରଣ ଘରୋଇ କଲେଜ କୁ କାହିଁକି ମିଳୁଥିଲା କୋଟି କୋଟି ଟଙ୍କା ର କାମ ?  କାହିଁକି ରଚା ଯାଇଥିଲା ଏହି ଷଡଯନ୍ତ୍ର ? ମାତ୍ର ଶିକ୍ଷୟତ୍ରୀ ମମିତା ମେହେର ଙ୍କ ଭଳି ଅନ୍ୟାୟ ବିରୁଦ୍ଧରେ ପାଟି ଫିଟାଇଲେ କଣ ସେମାନଙ୍କୁ ମିଳିବ ଏଭଳି ଦଣ୍ଡ ?

ବର୍ତ୍ତମାନ ଏହି ସମସ୍ତ ପ୍ରଶ୍ନ ର ଉତ୍ତର ଲୁ-ଚି ରହିଛି ମମିତା ଙ୍କ ପେନଡ୍ରାଇଭ ଏବଂ ଲାପଟାପ ରେ ଯାହାକୁ ବର୍ତ୍ତମାନ ପୋଲିସ ଖୋଜୁଛି । ଦେଖାଯାଉ ପ୍ରକୃତ ହ-ତ୍ୟା-କା-ରୀ କେବେ ପୋଲିସ ହାତରେ ଧରା ପଡ଼ୁଛନ୍ତି ? ବନ୍ଧୁଗଣ ଏହି ଘ-ଟ-ଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *