ଆଜି ଘରକୁ ଫେରିବେ Aryan ? ଘରେ ପୁଅ Aryan ଙ୍କୁ ଖିରି ଖୁଆଇବେ ଗୌରୀ, Shahrukh ଓ Salman ବନ୍ଦ କଲେ ଫିଲ୍ମ ସୁଟିଂ, ଦେଖନ୍ତୁ Video

ବନ୍ଧୁଗଣ ଅରିୟାନ ଖାନ ଡ୍ର-ଗ ମାମଲାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଶାହରୁଖ ଓ ସଲମାନ ଅଣ୍ଟା ଭି-ଡି ଛନ୍ତି କିଭଳି ଅରିୟାନଙ୍କୁ ଘରକୁ ଆଣିବେ । ଏବେ ଏହି ଦୁଇ ଷ୍ଟାର ମହରାଷ୍ଟ୍ର ସରକାର ଉପରେ ଚାପ ପକାଉ ଛନ୍ତି କିଭଳି ଏନସିବିରୁ ନିଜ ପୁଅକୁ ଅତି ଶୀଘ୍ର ବାହାର କରିବେ । ଏବେ ଶାହରୁଖ ଖାନଙ୍କ ପ୍ରିୟ ସାଙ୍ଗ ହୋଇଛନ୍ତି ସଲମାନ । ଅନ୍ୟ ପକ୍ଷରେ ସଲମାନ ନିଜ ଫିଲ୍ମ ଟାଇଗର 3ର ଶୁ-ଟି-ଙ୍ଗ-କୁ ବି ବନ୍ଦ କରିଛନ୍ତି ।

ଶାହରୁଖଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ସେ ନିଜ ଆସୁଥିବା ଫିଲ୍ମ ପଠାନର ଶୁ-ଟି-ଙ୍ଗକୁ ବି ବନ୍ଦ କରିଛନ୍ତି । ଯେତେବେଳେ ଅରିୟାନ ଗି-ର-ଫ ହୋଇଥିଲେ ସେତେବେଳେ ଶାହରୁଖ ସ୍ପେନରୁ ଫେରି ଆସିଥିଲେ । ଆରିୟାନ ଖାନ ଏବେ ଆରଥୋର ରୋଡ ଜେ-ଲ-ରେ ଅଛନ୍ତି ଓ ୨୦ ତାରିଖ ତଥା ଆସନ୍ତା କାଲି ହେବ ତାଙ୍କର ବେ-ଲ ଶୁଣାଣି । ତେବେ ଦଶହରା କ-ଟି-ଗଲା ଅରିୟାନ ଖାନଙ୍କ ବିନା ।

ଏପଟେ ଗୌରି ଖାନ କହିଛନ୍ତି, ପୁଅ ଯେତେବେଳ ଯାଏଁ ଫେରି ନାହିଁ ସେତେବେଳ ପର୍ଯ୍ୟନ୍ତ ଘରେ ମିଠା ବା ଖିରୀ ଖିଛି ବି ହେବ ନାହିଁ । ଏବେ କୋ-ର୍ଟର ନିଷ୍ପତ୍ତି ଉପରେ ଝୁଲୁଚି ଆରିୟାନଙ୍କ ଭାଗ୍ୟ । ୪୫୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି ଅରିୟାନ ତାହା ବି ନିଜ ମନ ମୁତାବକ ଖାଦ୍ୟ ଖାଇବା ପାଇଁ ଜେ-ଲ ଭିତରେ । ଅନ୍ୟ ପଟରେ ଫିଲ୍ମ ମେକର୍ଷ ମାନେ ଶାହରୁଖ ଓ ସଲମାନଙ୍କ ଉପରେ କୋଟି କୋଟି ଟଙ୍କା ଲଗାଇଛନ୍ତି ହେଲେ ଏହି ଦୁଇଜଣ ନିଜ ଫି-ଲ୍ମ ଶୁ-ଟି-ଙ୍ଗ-କୁ ବନ୍ଦ କରିଛନ୍ତି ।

ତେବେ ଯେତେ ଶୀଘ୍ର ଅରିୟାନ ଘରକୁ ଫେରିବେ ସେତେ ଶୀଘ୍ର ଶୁ-ଟି-ଙ୍ଗ ଆରମ୍ଭ ହେବ । ତେଣୁ ଏହି ସମୟରେ ଶାହରୁଖ ଓ ସଲମାନ ଅରିୟାନଙ୍କୁ ଘରକୁ ଆଣିବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *