କାର ସିଟ୍ ରେ ରାମ୍ପୁଡ଼ା ଦାଗ, କରିଥିଲେ କି ମମିତାଙ୍କୁ ଦୁଷ୍କର୍ମ ? ପାଉଁଜି ପରେ କାରରୁ ମିଳିବ କି ସିମେନ୍ ଦାଗ ? ଦେଖନ୍ତୁ Video

ବନ୍ଧୁଗଣ, ମମିତା ମେହେର ଙ୍କ ହ-ତ୍ୟା କିଭଳି ଏବଂ କେଉଁ ଉଦେଶ୍ୟରେ ହୋଇଥିଲା ତାହା ଜାଣିବା ବର୍ତ୍ତମାନ ବହୁତ ଅଡୁଆ ହୋଇ ଚାଲିଛି । ସୂଚନା ଅନୁଯାୟୀ ମମିତା ଙ୍କୁ ହ-ତ୍ୟା କରାଯାଇଥିବା କାର ରୁ କିଛି ସୁ-ରା-ଗ ମିଳିଅଛି । କାର ରେ ହ-ତ୍ୟା ପୂର୍ବ ରୁ ମମିତା ଙ୍କୁ ଦୁ-ଷ୍କ-ର୍ମ କରାଯାଇଥିବା ଭଳି ଘ-ଟ-ଣା ସାମ୍ନା କୁ ଆସିଅଛି । ଏହି କାର ହିଁ ହେଉଛି ବର୍ତ୍ତମାନ କ୍ରାଇମ ସ୍ପଟ । ଏହି କାର କୁ ପୋଲିସ ଜ-ବ-ତ କରିଥିଲା ୮ ତାରିଖରେ ।

ଏହି କାର ଭିତରୁ ମିଳିଥିଲା ପାଉଁଜି ଏବଂ ଜାର ଯେଉଁଥିରେ ରହିଥିଲା ପେ-ଟ୍ରୋ-ଲ । ମାତ୍ର ବର୍ତ୍ତମାନ ଏକ ପ୍ରଶ୍ନ ଉଠିଅଛି ଯେ ଏହି କାର କୁ କାହିଁକି ସ-ନ୍ଦେ-ହ ଘେ-ର-ରେ ନ ନେଇ ତ-ଦ-ନ୍ତ କରିଲା ନାହିଁ ପୋଲିସ ? କାହିଁକି ୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ କାର ନେଇ କୌଣସି ମଧ୍ୟ ଅଧିକ ତ-ଦ-ନ୍ତ ବଢି ପାରିଲା ନାହିଁ ପୋଲିସ ଦୃଷ୍ଟି ରେ ? ଯେତେବେଳେ ଜଣେ ଯୁବତୀ ଙ୍କୁ ହ-ତ୍ୟା କରାଗଲା ସେତେବେଳେ ତାଙ୍କ ଆଙ୍ଗୁଠିର ନି-ଶା-ନ ପଡି ଥାଇପାରେ ଏହି କାର ଭିତରେ ।

ଆଉ ଯେଉଁଥିରେ ଚି-ରି-ଥି-ବା କାର ର ପଛ ସିଟ । ଯଦି ମମିତା ଙ୍କ ସହିତ ଶା-ରୀ-ରି-କ ଦୁ-ଷ୍କ-ର୍ମ ମଧ୍ୟ ହୋଇଥିବା ତ ସ୍ପ-ର୍ମ ର ଷ୍ଟେ-ନ ମଧ୍ୟ ମିଳିପାରେ ଏହି କାର ଭିତରୁ ଏବଂ ଗୋବିନ୍ଦ ଙ୍କ ଶ-ରୀ-ର ଉପରେ ଦା-ଗ ଥାଇପାରେ ରା-ମ୍ପୁ-ଡା ର ନି-ଶା-ନ । ଗୋଟିଏ ପାଊଁଚି ମିଳିଥିଲା ମାଟି ତ-ଳୁ । ଆଉ ଗୋଟିଏ ପାଊଁଚି ମିଳିଥିଲା ୮ ତାରିଖ ରେ ଏହି କାର ଭିତରୁ । ଗୋବିନ୍ଦ ର କାର ଭିତରୁ ଯେତେବେଳେ ପାଊଁଚି ମିଳିଲା ସେତେବେଳେ ଗୋବିନ୍ଦ କଣ କହିଥିଲା ?

ଏବଂ ୧୭ ତାରିଖ ରାତିରେ ଗୋବିନ୍ଦ ଯେତେବେଳେ ଚ-ମ୍ପ-ଟ ମା-ରି-ଲା ଟିଟିଲାଗଡର ପୋଲିସ ବାରାଗ ଭିତରୁ ସେତେବେଳେ କଣ ଥିଲା ଘ-ଟ-ଣା ? ଏହା ବର୍ତମାନ ଗୋଟିଏ କ-ଡି ପରେ କ-ଡି । ମମିତା ଙ୍କ ପରିବାର ଲୋକଙ୍କୁ ଦେଖାଥିଲା କି ପୋଲିସ ପାଊଁଜି ଏବଂ କହିଥିଲା କି ୮ ତାରିଖ ରେ ହିଁ କର ଭିତରୁ ଏହି ପାଉଁଜି ମିଳିଛି ?

ଅ-ପ-ରା-ଧ ଭି-ଆ-ଇ ଜଣେ ନିରୀହ ମଣିଷ ର ଜୀବନ ନେବା ପୂର୍ବ ରୁ ଚିନ୍ତା କରୁ ନାହାନ୍ତି ଅ-ପ-ରା-ଧୀ ଏହା ପର ର ପରିଣାମ କଣ ହେବ ? ବନ୍ଧୁଗଣ ଏହି ମ-ର୍ମା-ହ-ତ ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *